<< paediatric paediatricians >>

paediatrician Meaning in Odia (Oriya). ( paediatrician ଶବ୍ଦର ଓଡିଆ ଅର୍ଥ)



ଶିଶୁରୋଗ ବିଶେଷଜ୍ଞ, ଶିଶୁରୋଗ,

Noun:

ଶିଶୁରୋଗ,

paediatrician తెలుగు అర్థానికి ఉదాహరణ:

ସନ ୧୯୬୬ରେ ଭିଏନାର ଜଣେ ଶିଶୁରୋଗ ବିଶେଷଜ୍ଞ ଆଣ୍ଡ୍ରିଆସ ରେଟ (Andreas Rett ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରିଥିଏ ।

|ଛୋଟ ପିଲାମାନଙ୍କର ବ୍ୟାବହାରିକ ପରିବର୍ତ୍ତନ ଯଥା-ବାରମ୍ବାର ସଫାକରିବା ଦେଖି ଅଭିଭାବକମାନେ ଶିଶୁରୋଗ ବିଶେଷଜ୍ଞମାନଙ୍କ ପାଖକୁ ନେଇଥାଆନ୍ତି ।

ଅଷ୍ଟ୍ରିଆର ଶିଶୁରୋଗ ବିଶେଷଜ୍ଞ ହାନ୍ସ ଆସ୍ପର୍ଗର୍ ସନ ୧୯୪୪ରେ ଏହି ରୋଗୀଙ୍କର ଲକ୍ଷଣମାନଙ୍କର ସବିଶେଷ ବର୍ଣ୍ଣନା କରିଥିଲେ ।

ପିତା ମାଇକେଲ ଡଫ୍ଲୋ ଜଣେ ଗଣିତ ଅଧ୍ୟାପକ ଓ ମାଆ ଭାଓଲେନ ଡଫ୍ଲୋ ଜଣେ ଶିଶୁରୋଗ ବିଶେଷଜ୍ଞ ଅଟନ୍ତି ।

|ଆଧାର|୧୯୨୩ ଜନ୍ମ|ମାଲାୟଲି ଲୋକ ଡଃ କ୍ଷମା ମେତ୍ରେ, ଲୋକପ୍ରିୟ ଭାବେ ଡାକ୍ତର ଦିଦି ଭାବେ ଜଣାଶୁଣା, ଜଣେ ଭାରତୀୟ ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ ଓ ଶିଶୁରୋଗ ବିଶେଷଜ୍ଞ, ଯେ ୧୯୮୫ରୁ ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲପ୍‌ମେଣ୍ଟ୍‌କୁ ନେତୃତ୍ୱ କରିଆସୁଛନ୍ତି ଓ ସେ ଏହି ଅନୁଷ୍ଠାନର ଜାତୀୟ ନିର୍ଦ୍ଦେଶକଭାବେ କାମ କରନ୍ତି ।

ସ୍ୱିଡେନର ଶିଶୁରୋଗ ବିଶେଷଜ୍ଞ ବେଙ୍ଗ ହାଗବର୍ଗ (Bengt Hagberg) ଏହି ରୋଗକୁ ରେଟ ନାମାନୁସାରେ ରେଟ ସିଣ୍ଡ୍ରୋମ ନାମ ଦେଇ ଇଂରାଜୀ ଭାଷାରେ ପ୍ରକାଶ କଲେ ।

ସନ ୧୮୯୬ରେ ଏହି ରୋଗ ବିଷୟରେ ସବିଶେଷ ବିବରଣୀ ଲିପିବଦ୍ଧ କରଥିବା ଫରାସୀ ଶିଶୁରୋଗ ବିଶେଷଜ୍ଞ ଆଣ୍ଟଏନ ମାର୍ଫାନଙ୍କ (Antoine Marfan)ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।

| ଏହା ମଧ୍ୟ ଦେଖନ୍ତୁ | ଆଧାର | ବାହ୍ୟ ଲିଙ୍କ |ଚିକିତ୍ସା ବିଜ୍ଞାନ କିରଣ ମାର୍ଟିନ୍ ଜଣେ ଭାରତୀୟ ଶିଶୁରୋଗ ବିଶେଷଜ୍ଞ, ସମାଜସେବୀ ଓ ଅଣ-ସରକାରୀ ପ୍ରତିଷ୍ଠାନ ଆଶାର ପ୍ରତିଷ୍ଠାତା, ଯାହା ସ୍ୱାସ୍ଥ୍ୟ ଓ ଗୋଷ୍ଠୀ ଉନ୍ନତି ଉଦ୍ଦେଶ୍ୟରେ କାମ କରେ ।

paediatrician's Usage Examples:

Juknevičienė (born 26 January 1958) is a Lithuanian politician and paediatrician who has been serving as a Member of the European Parliament since 2019.


Portia Burton Bradley MBE (28 November 1909 – 5 October 1967) was an orthopaedist, paediatrician and pharmacist.


2001) was a paediatrician who was a pioneer in paediatric cardiac catheterisation.


Sailakshmi Balijepally or Sai Balijepally (born ) is an Indian paediatrician and charity founder.


Freelander FRACP (born 23 April 1953) is an Australian politician and paediatrician.


FRCP, FRCOG, FRCPCH (23 June 1929 – 2 February 2021) was an English paediatrician.


(born 7 December 1936 in Bromley, died 10 April 2010) was a British paediatrician and considered by his peers to be a champion of the less privileged.


pupils for whom the school was founded, went on to be arguably the first paediatrician in the United Kingdom, and to found Gt Ormond St Hospital for Sick Children.


Zealand footballer Hamish Watson (paediatrician), paediatric cardiac catheterisation Hamish Watson (rugby union) (born 1991), English-born Scottish rugby.


honorary secretary for a number of years, but Lloyd believed that the paediatricians should have their own college.


A medical doctor who specializes in this area is known as a pediatrician, or paediatrician.


(born 6 August 1923) was a paediatrician and the first professor of paediatrics at the University of Cambridge, later becoming emeritus.



Synonyms:

medical specialist, baby doctor, pediatrist, pediatrician, specialist,

Antonyms:

generalist,

paediatrician's Meaning in Other Sites