paediatry Meaning in Odia (Oriya). ( paediatry ଶବ୍ଦର ଓଡିଆ ଅର୍ଥ)
ଶିଶୁରୋଗ,
Adjective:
ଶିଶୁରୋଗ,
People Also Search:
paedologicalpaedologist
paedology
paedophile
paedophiles
paedophilia
paedophiliac
paedophiliacs
paella
paellas
paen
paenula
paeon
paeonies
paeony
paediatry తెలుగు అర్థానికి ఉదాహరణ:
ବୃତ୍ତି ପାଇଁ ଡାକ୍ତରୀ ଚୟନ କରି ସେ ଚଣ୍ଡୀଗଡର ପୋଷ୍ଟ୍ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ୍ ଏଣ୍ଡ୍ ରିସର୍ଚ୍ଚ୍ରେ ଶିଶୁରୋଗରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ ।
ସନ ୧୯୬୬ରେ ଭିଏନାର ଜଣେ ଶିଶୁରୋଗ ବିଶେଷଜ୍ଞ ଆଣ୍ଡ୍ରିଆସ ରେଟ (Andreas Rett ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରିଥିଏ ।
|ଛୋଟ ପିଲାମାନଙ୍କର ବ୍ୟାବହାରିକ ପରିବର୍ତ୍ତନ ଯଥା-ବାରମ୍ବାର ସଫାକରିବା ଦେଖି ଅଭିଭାବକମାନେ ଶିଶୁରୋଗ ବିଶେଷଜ୍ଞମାନଙ୍କ ପାଖକୁ ନେଇଥାଆନ୍ତି ।
ଅଷ୍ଟ୍ରିଆର ଶିଶୁରୋଗ ବିଶେଷଜ୍ଞ ହାନ୍ସ ଆସ୍ପର୍ଗର୍ ସନ ୧୯୪୪ରେ ଏହି ରୋଗୀଙ୍କର ଲକ୍ଷଣମାନଙ୍କର ସବିଶେଷ ବର୍ଣ୍ଣନା କରିଥିଲେ ।
ପିତା ମାଇକେଲ ଡଫ୍ଲୋ ଜଣେ ଗଣିତ ଅଧ୍ୟାପକ ଓ ମାଆ ଭାଓଲେନ ଡଫ୍ଲୋ ଜଣେ ଶିଶୁରୋଗ ବିଶେଷଜ୍ଞ ଅଟନ୍ତି ।
ଲଘୁ, ଚକ୍ଷୁ ହିତକର, କୃମି, କାଶ, କଫ, ଚର୍ମରୋଗ, ପ୍ଳୀହା, ଅଜୀର୍ଣ୍ଣ, ଅଗ୍ନୀମାନ୍ଦ୍ୟ, ଅପସ୍ମାର, ଶିଶୁରୋଗ, ପିହୁଳା, ବିଷଦୋଷ ଓ ଦୁର୍ଗନ୍ଧ ନିବାରକ।
ଏହା ବାୟୁ ଶୂଳ, ପିତ୍ତଦୋଷ, ଶ୍ଳେଷ୍ମ, ଝାଡ଼ା, ବାନ୍ତି, ମୂତ୍ରରୋଧ, ପେଟବ୍ୟଥା, ଅନିଦ୍ରା ଓ ଯାବତୀୟ ଶିଶୁରୋଗର ନିବାରକ ଅଟେ।
|ଆଧାର|୧୯୨୩ ଜନ୍ମ|ମାଲାୟଲି ଲୋକ ଡଃ କ୍ଷମା ମେତ୍ରେ, ଲୋକପ୍ରିୟ ଭାବେ ଡାକ୍ତର ଦିଦି ଭାବେ ଜଣାଶୁଣା, ଜଣେ ଭାରତୀୟ ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ ଓ ଶିଶୁରୋଗ ବିଶେଷଜ୍ଞ, ଯେ ୧୯୮୫ରୁ ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲପ୍ମେଣ୍ଟ୍କୁ ନେତୃତ୍ୱ କରିଆସୁଛନ୍ତି ଓ ସେ ଏହି ଅନୁଷ୍ଠାନର ଜାତୀୟ ନିର୍ଦ୍ଦେଶକଭାବେ କାମ କରନ୍ତି ।
ଏହା ପିତ୍ତଦୋଷ, ଜ୍ୱର, କଫ, ଦାହ, ତୃଷ୍ଣା, ଅତିସାର, ରକ୍ତପିତ୍ତ, ଗ୍ରହଦୃଷ୍ଟି, ଭୁତଦୃଷ୍ଟି, ଶିଶୁରୋଗ, କାସ, ଶ୍ୱାସ ଆଦି ନିବାରକ ।
|ଆଦ୍ୟ ଜୀବନ|କିରଣ ମାର୍ଟିନ୍ ଦିଲ୍ଲୀର ମୌଲାନାଆଜାଦ୍ ଡାକ୍ତରୀ ମହାବିଦ୍ୟାଳୟରୁ ମେଡ଼ିସିନ୍ରେ ସ୍ନାତ୍ତକ ଲାଭ କରିଥିଲେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ହାର୍ଡ଼ିଙ୍ଗ୍ ଡାକ୍ତରୀ ମହାବିଦ୍ୟାଳୟରୁ ୧୯୮୫ରେ ଶିଶୁରୋଗରେ ଅଧିକ ଶିକ୍ଷା ଲାଭ କରିଥିଲେ ।
ସ୍ୱିଡେନର ଶିଶୁରୋଗ ବିଶେଷଜ୍ଞ ବେଙ୍ଗ ହାଗବର୍ଗ (Bengt Hagberg) ଏହି ରୋଗକୁ ରେଟ ନାମାନୁସାରେ ରେଟ ସିଣ୍ଡ୍ରୋମ ନାମ ଦେଇ ଇଂରାଜୀ ଭାଷାରେ ପ୍ରକାଶ କଲେ ।
|ଦକ୍ଷିଣ ପୂର୍ବ ଏସୀଆରେ ମୃତ୍ୟୁକୁ ପ୍ରତିରୋଧ କରିବା ପାଇଁ WHO ନିପୁଣ କମିଟିର ସଭ୍ୟ|ଆମେରିକୀୟ ଶିଶୁରୋଗ ଏକାଡ଼େମୀ ର ମୁଖ୍ୟ ପରାମର୍ଶଦାତା– ଶିଶୁର ଶ୍ୱାସ ସାହାଯ୍ୟକାରୀ ।
paediatry's Usage Examples:
until 1929 Willem Dicke studied medicine in Leiden, then specialized in paediatry in Juliana Children"s Hospital [nl] in Hague from 1929 until 1933.