<< paediatriatrist paediatrician >>

paediatric Meaning in Odia (Oriya). ( paediatric ଶବ୍ଦର ଓଡିଆ ଅର୍ଥ)



ଶିଶୁରୋଗ,

Adjective:

ଶିଶୁରୋଗ,

paediatric తెలుగు అర్థానికి ఉదాహరణ:

ବୃତ୍ତି ପାଇଁ ଡାକ୍ତରୀ ଚୟନ କରି ସେ ଚଣ୍ଡୀଗଡର ପୋଷ୍ଟ୍‌ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ୍ ଏଣ୍ଡ୍ ରିସର୍ଚ୍ଚ୍‌ରେ ଶିଶୁରୋଗରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ ।

ସନ ୧୯୬୬ରେ ଭିଏନାର ଜଣେ ଶିଶୁରୋଗ ବିଶେଷଜ୍ଞ ଆଣ୍ଡ୍ରିଆସ ରେଟ (Andreas Rett ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରିଥିଏ ।

|ଛୋଟ ପିଲାମାନଙ୍କର ବ୍ୟାବହାରିକ ପରିବର୍ତ୍ତନ ଯଥା-ବାରମ୍ବାର ସଫାକରିବା ଦେଖି ଅଭିଭାବକମାନେ ଶିଶୁରୋଗ ବିଶେଷଜ୍ଞମାନଙ୍କ ପାଖକୁ ନେଇଥାଆନ୍ତି ।

ଅଷ୍ଟ୍ରିଆର ଶିଶୁରୋଗ ବିଶେଷଜ୍ଞ ହାନ୍ସ ଆସ୍ପର୍ଗର୍ ସନ ୧୯୪୪ରେ ଏହି ରୋଗୀଙ୍କର ଲକ୍ଷଣମାନଙ୍କର ସବିଶେଷ ବର୍ଣ୍ଣନା କରିଥିଲେ ।

ପିତା ମାଇକେଲ ଡଫ୍ଲୋ ଜଣେ ଗଣିତ ଅଧ୍ୟାପକ ଓ ମାଆ ଭାଓଲେନ ଡଫ୍ଲୋ ଜଣେ ଶିଶୁରୋଗ ବିଶେଷଜ୍ଞ ଅଟନ୍ତି ।

ଲଘୁ, ଚକ୍ଷୁ ହିତକର, କୃମି, କାଶ, କଫ, ଚର୍ମରୋଗ, ପ୍ଳୀହା, ଅଜୀର୍ଣ୍ଣ, ଅଗ୍ନୀମାନ୍ଦ୍ୟ, ଅପସ୍ମାର, ଶିଶୁରୋଗ, ପିହୁଳା, ବିଷଦୋଷ ଓ ଦୁର୍ଗନ୍ଧ ନିବାରକ।

ଏହା ବାୟୁ ଶୂଳ, ପିତ୍ତଦୋଷ, ଶ୍ଳେଷ୍ମ, ଝାଡ଼ା, ବାନ୍ତି, ମୂତ୍ରରୋଧ, ପେଟବ୍ୟଥା, ଅନିଦ୍ରା ଓ ଯାବତୀୟ ଶିଶୁରୋଗର ନିବାରକ ଅଟେ।

|ଆଧାର|୧୯୨୩ ଜନ୍ମ|ମାଲାୟଲି ଲୋକ ଡଃ କ୍ଷମା ମେତ୍ରେ, ଲୋକପ୍ରିୟ ଭାବେ ଡାକ୍ତର ଦିଦି ଭାବେ ଜଣାଶୁଣା, ଜଣେ ଭାରତୀୟ ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ ଓ ଶିଶୁରୋଗ ବିଶେଷଜ୍ଞ, ଯେ ୧୯୮୫ରୁ ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲପ୍‌ମେଣ୍ଟ୍‌କୁ ନେତୃତ୍ୱ କରିଆସୁଛନ୍ତି ଓ ସେ ଏହି ଅନୁଷ୍ଠାନର ଜାତୀୟ ନିର୍ଦ୍ଦେଶକଭାବେ କାମ କରନ୍ତି ।

ଏହା ପିତ୍ତଦୋଷ, ଜ୍ୱର, କଫ, ଦାହ, ତୃଷ୍ଣା, ଅତିସାର, ରକ୍ତପିତ୍ତ, ଗ୍ରହଦୃଷ୍ଟି, ଭୁତଦୃଷ୍ଟି, ଶିଶୁରୋଗ, କାସ, ଶ୍ୱାସ ଆଦି ନିବାରକ ।

|ଆଦ୍ୟ ଜୀବନ|କିରଣ ମାର୍ଟିନ୍ ଦିଲ୍ଲୀର ମୌଲାନାଆଜାଦ୍ ଡାକ୍ତରୀ ମହାବିଦ୍ୟାଳୟରୁ ମେଡ଼ିସିନ୍‌ରେ ସ୍ନାତ୍ତକ ଲାଭ କରିଥିଲେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ହାର୍ଡ଼ିଙ୍ଗ୍ ଡାକ୍ତରୀ ମହାବିଦ୍ୟାଳୟରୁ ୧୯୮୫ରେ ଶିଶୁରୋଗରେ ଅଧିକ ଶିକ୍ଷା ଲାଭ କରିଥିଲେ ।

ସ୍ୱିଡେନର ଶିଶୁରୋଗ ବିଶେଷଜ୍ଞ ବେଙ୍ଗ ହାଗବର୍ଗ (Bengt Hagberg) ଏହି ରୋଗକୁ ରେଟ ନାମାନୁସାରେ ରେଟ ସିଣ୍ଡ୍ରୋମ ନାମ ଦେଇ ଇଂରାଜୀ ଭାଷାରେ ପ୍ରକାଶ କଲେ ।

|ଦକ୍ଷିଣ ପୂର୍ବ ଏସୀଆରେ ମୃତ୍ୟୁକୁ ପ୍ରତିରୋଧ କରିବା ପାଇଁ WHO ନିପୁଣ କମିଟିର ସଭ୍ୟ|ଆମେରିକୀୟ ଶିଶୁରୋଗ ଏକାଡ଼େମୀ ର ମୁଖ୍ୟ ପରାମର୍ଶଦାତା– ଶିଶୁର ଶ୍ୱାସ ସାହାଯ୍ୟକାରୀ ।

paediatric's Usage Examples:

Juknevičienė (born 26 January 1958) is a Lithuanian politician and paediatrician who has been serving as a Member of the European Parliament since 2019.


Portia Burton Bradley MBE (28 November 1909 – 5 October 1967) was an orthopaedist, paediatrician and pharmacist.


Children's Health Services, will oversee the implementation of a Statewide paediatric service.


"Current status of paediatric heart, lung, and heart-lung transplantation".


2001) was a paediatrician who was a pioneer in paediatric cardiac catheterisation.


and has specialized units providing neonatal care, paediatric surgery, diarrhoeal diseases treatment, immunizations and others.


The organization also runs a free paediatric center within the Mayo Refugee camp, on the outskirts of Khartoum since December 2005, and in Port Sudan since 2011.


UK paediatric reference for prescribing and pharmacology.


paediatrics or pædiatrics) is the branch of medicine that involves the medical care of infants, children, and adolescents.


Synthetic materials are used for paediatric cranioplasty when the use of autografts is not available or not recommended.


children (paediatrics), cancer (oncology), laboratory medicine (pathology), or primary care (family medicine).


Sailakshmi Balijepally or Sai Balijepally (born ) is an Indian paediatrician and charity founder.


Freelander FRACP (born 23 April 1953) is an Australian politician and paediatrician.



Synonyms:

pediatric,

paediatric's Meaning in Other Sites