<< equipment failure equipoise >>

equipments Meaning in Odia (Oriya). ( equipments ଶବ୍ଦର ଓଡିଆ ଅର୍ଥ)



ଉପକରଣ,

Noun:

ପୋଷାକ, ସାମଗ୍ରୀ, ଉପକରଣ, ସାଜସଜ୍ଜା |,

equipments తెలుగు అర్థానికి ఉదాహరణ:

ବାଲେଶ୍ୱରରୁ ଯିବାବେଳେ ଗାଇଥିଲେ,|ବାଲେଶ୍ୱରର ମଠ ମନ୍ଦିର ଯନ୍ତ୍ର ବାକ୍ସ ବା ଜ୍ୟାମିତି ବାକ୍ସ, ଜ୍ୟାମିତି ଓ ଅନ୍ୟାନ୍ୟ ଗାଣିତିକ ଉପକରଣକୁ ନେଇ ଗଠିତ ଏକ ବାକ୍ସ, ଯେଉଁଥିରେ ଗୋଟିଏ କମ୍ପାସ, ଗୋଟିଏ ପ୍ରୋଟାକ୍ଟର, ଦୁଇଟି ସେଟ୍‌ସ୍କୋୟାର୍, ଗୋଟିଏ ସ୍କେଲ, ପେନ୍‌ସିଲ, ରବର, କଳ (ପେନ୍‌ସିଲ୍ କଟର୍ ) ଥାଏ ।

|ଅଧିକ ତଥ୍ୟ | ଆଧାର |କେନ୍ଦୁଝର ଜିଲ୍ଲା ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ (ଇଂରାଜୀ ଭାଷାରେ Etonogestrel birth control implant, ଏକ ବିକ୍ରୟ ନାମ ନେକ୍ସପ୍ଲାନନ) ଏକ ଉପକରଣ ଯାହା ଜନ୍ମ ନିରୋଧ ନିମନ୍ତେ ବ୍ୟବ‌ହୃତ ହେଉଥିବା ଏଟୋନୋଜେସ୍ଟ୍ରେଲ (etonogestrel) ମିଶ୍ରିତ ଏକ ରଡ଼କୁ ବୁଝାଏ ।

|ଉପକରଣ|ଦେଶୀଆଳୁ(ଖମ୍ବଆଳୁ) ୨୫୦ ଗ୍ରାମ|କନ୍ଦମୂଳ ୧୦୦ ଗ୍ରାମ|କଖାରୁ୧୫୦ ଗ୍ରାମ|ପୋଟଳ ୮ଟା|କଞ୍ଚା କଦଳୀ ୩ଟା|ବିରିବଡ଼ି୧୨ଟା|ତେଜପତ୍ର ୫ଟା|ଜିରା ୨ଚାମଚ|ଗୁଆଘିଆ ୬ଚାମଚ|ଦରକାର ଅନୁସାରେ ଲୁଣ,ହଳଦୀ ଗୁଣ୍ଡ ଓ ପାଣି ଦେବେ|ପ୍ରସ୍ତୁତି|ପ୍ରଥମେ ପନିପରିବା ସବୁକୁ ପରିଷ୍କାର କରି ବାଛି ଦେଇ ଛୋଟ ଛୋଟ କରି କାଟି ରଖିବେ।

|ତୁର୍କୀ ଅର୍ଥନୀତିର ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ହେଉଛି ବ୍ୟାଙ୍କିଙ୍ଗ୍, ଗୃହ ନିର୍ମାଣ, ଗୃହ ଉପକରଣ, ଇଲେକ୍ଟ୍ରୋନିକ୍ସ, ବସ୍ତ୍ର, ତୈଳ ବିଶୋଧନ, ପେଟ୍ରୋକେମିକାଲ୍ ଉତ୍ପାଦ, ଖାଦ୍ୟ, ଖଣି, ଲୁହା ଏବଂ ଇସ୍ପାତ ଏବଂ ମେସିନ୍ ଶିଳ୍ପ ।

ରଥରେ ଲାଗୁଥିବା ସମସ୍ତ ଲୌହ ଉପକରଣ ୧୦ ଜଣ କମାର ସେବକଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।

ବିଭିନ୍ନ ପ୍ରକାର ତରଳ ପଦାର୍ଥର ଘନତା ବା ସାନ୍ଦ୍ରତା ମାପ ପାଇଁ ଏକ ପ୍ରକାରର ଉପକରଣ ଲାଗିଥାଏ ।

ଅନ୍ୟ ଆବିଷ୍କାରମାନଙ୍କ ମଧ୍ୟରେ ହରିଣ, ଛେଳି ଓ ଗୋରୁଙ୍କ ଶିଙ୍ଗ ଓ ହାଡ଼ରୁ ତିଆରି ହତିଆର ଓ ଉପକରଣ ଖୁବ୍ ମହତ୍ତ୍ୱପୂର୍ଣ୍ଣ ।

କିନ୍ତୁ ହିନ୍ଦୁ ସଂସ୍କୃତିରେ ବ୍ୟବ‌ହୃତ ହେଉଥିବା ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଉପକରଣରେ ୧୦୮ ସଂଖ୍ୟାର ବ‌ହୁଳ ବ୍ୟବ‌ହାର ଦେଖିବାକୁ ମିଳିଥାଏ ।

ତଥାପି, ଯେହେତୁ କମ୍ପ୍ୟୁଟର ମନିଟରଗୁଡ଼ିକରେ ଇଣ୍ଟିଗ୍ରେଟେଡ୍ ସ୍ପିକର କିମ୍ବା ଟିଭି ଟ୍ୟୁନର୍ (ଯେପରିକି ଡିଜିଟାଲ୍ ଟେଲିଭିଜନ୍ ଆଡାପ୍ଟର) ନ ଥାଏ, ବାହ୍ୟ ଉପକରଣ ବ୍ୟବହାର ବିନା ଟିଭି ସେଟ୍ ଭାବରେ କମ୍ପ୍ୟୁଟର ମନିଟର ବ୍ୟବହାର କରିବା ସମ୍ଭବ ନୁହେଁ ।

ଦକ୍ଷିଣ ୟୁରୋପ ବାସୀ , ଛୋଟ ଏବଂ ଲମ୍ବା ତମ୍ବୁରା ମାନ ବଜାଉଥିଲେ ଯାହାର ଖୁଣ୍ଟ କିନାରା ପର୍ଯ୍ୟନ୍ତ ବଢ଼ିଥାଏ , ଯାହା ମଧ୍ୟ ଏବଂ ଉତ୍ତରୀ ୟୁରୋପୀୟ ଉପକରଣର ପଶ୍ଚ-ମୁଖୀ ଖୁଣ୍ଟର ବିପରୀତ ଥିଲା ।

|ଆଧାର|ବାହାର ଲିଙ୍କ|IAAF profile|Rio 2016 profile|ଏସୀୟ ଆଥେଲେଟିକ୍ସ ଚ୍ୟାମ୍ପିୟାନ ସିପ ୨୦୧୭ ଲେଭୋନରଜେସ୍ଟ୍ରେଲ ରିଲିଜିଙ୍ଗ ଇମ୍ପ୍ଲାଣ୍ଟ (ଇଂରାଜୀ ଭାଷାରେ Levonorgestrel-releasing implant, ବିକ୍ରୟ ନାମ ଜାଡେଲି/Jadelle) ଏକ ଉପକରଣ ଯେଉଁଥିରେ ୨ଟି ଲେଭୋନରଜେସ୍ଟ୍ରେଲ (levonorgestrel) ଛଡ଼ ଥାଏ ଓ ଏହା ଜନ୍ମ ନିରୋଧ ନିମନ୍ତେ ଦିଆଯାଏ ।

equipments's Usage Examples:

items-drawers, (v) specialized equipments-cupboard, slow turnover, (vi) chemicals-sidled containers.


produces centrifugal pumps, engines, compressors, screw " centrifugal chillers, lathes and electrical equipments like electric motors, transformers and.


using standard military equipments of siege warfare such as manjaniq or ballistas (aradah or irada).


any radio equipments in India, including walkie-talkie, RC cars/boats, drones/UAV, ZigBee, Bluetooth devices, etc.


kept properly : (i) liquids-ambient (4-20°C), (ii) glassware-shelving, (iii) plastics-shelving, (iv) small items-drawers, (v) specialized equipments-cupboard.


aligning ranged weapons, surveying instruments or optical illumination equipments with the intended target.


With new DC-equipped engines and cars entering service rapidly, as well as ageing and retirement of older equipments using AC, DC HEP has become the more prominent form of power supply of China Railways.


museum has old engines, locomotives, rail cars, trolleys, carriages, machineries, and equipments that used since the beginning of Sri Lanka Railway.


Overhead projector, epidiascope, multimedia projector and other audio visual equipments using desktop.


to equipments or spares that is required to procure or design the materials The industrial terminology of the equipments or spares Technical values pertaining.


telescopes, spotting scopes, riflescopes, red dot sights, GPS devices, laser rangefinders, game cameras, night-vision devices and other optical equipments.


commonly forging agricultural equipments like: sickles, axes, spades, crowbars etc.



Synonyms:

electrical system, naval equipment, stock-in-trade, instrumentality, radiotherapy equipment, artificial satellite, paraphernalia, equipage, recording equipment, satellite, electronic equipment, automation, teaching aid, recorder, test equipment, recording machine, photographic equipment, instrumentation, materiel, setup, gear, life-support system, orbiter, life support, apparatus, fuel system, cooling system, material, rescue equipment, game equipment, appurtenance, robotics equipment, sports equipment, engine cooling system,

Antonyms:

unbodied, immateriality, insulator, conductor, natural object,

equipments's Meaning in Other Sites