<< equipollent equiponderate >>

equiponderant Meaning in Odia (Oriya). ( equiponderant ଶବ୍ଦର ଓଡିଆ ଅର୍ଥ)



ସମାନ୍ତରାଳ, ସମାନ,

equiponderant తెలుగు అర్థానికి ఉదాహరణ:

ପ୍ରଭାକରନ୍ କୌଣସି ବ୍ୟବସ୍ଥିତ ଦର୍ଶନ ବିକାଶ କରିନାହାଁନ୍ତି, କିନ୍ତୁ ଘୋଷଣା କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି 'ବୈପ୍ଳବିକ ସମାଜବାଦ ଏବଂ ଏକ ସମାନ୍ତରାଳ ସମାଜ ଗଠନ'।

ରୋଗ ନିର୍ଣ୍ଣୟ ପୂର୍ବରୁ ସମାନ୍ତରାଳ ଲକ୍ଷଣ ପ୍ରସ୍ତୁତ କରୁଥିବା ଅନ୍ୟ ରୋଗ ଯଥା:- ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia), ଆଣ୍ଟିକଲିନର୍ଜିକ ଟକ୍ସିସିଟି (anticholinergic toxicity), ଅଂଶୁଘାତ (heat stroke), ଓ ମେନିଞ୍ଜାଇଟିସ୍ ରୋଗମାନ ନ ଥିବା ନିର୍ଣ୍ଣୟ କରିବାକୁ ହେବ ।

କଲରାପତରିଆ ବାଘ ଅତ୍ୟନ୍ତ ଚଳଚଞ୍ଚଳ, ୫୮ କି.ମି. ପ୍ରତି ଘବଣ୍ଟା ବେଗରେ ଦଉଡ଼ିପାରେ, ଭୂମି ସହ ସମାନ୍ତରାଳ ଭାବେ ୬ ମିଟର୍ ଲମ୍ଫ ପ୍ରଦାନ କରିପାରେ ଓ ଭୂମି ସହ ଅବଲମ୍ବ ଭାବେ ୩ ମିଟର୍ ଉଚ୍ଚତାକୁ ଡେଇଁପାରେ ।

ଏହା ପୂର୍ବ ଉପକୂଳ ସହିତ ସମାନ୍ତରାଳ ଭାବରେ ପାଞ୍ଚଟି ଦୁର୍ଗମ ପର୍ବତ ଶୃଂଖଳା ଏବଂ ପଶ୍ଚିମ ଭଗରେ ସାମାନ୍ୟ ଢଲୁ ବିଶିଷ୍ଠ ସମତଳ ଭୂମି ଦ୍ୱର ଗଢ଼ା ।

ସେସବୁ ସମାନ୍ତରାଳ ଆଲୁଅ ରେଟିନା ଦେହରେ ପଡ଼ିଲେ ରେଟିନାର ବିଭିନ୍ନ ପ୍ରକାରର ଜୀବକୋଷମାନେ ଉତ୍ତେଜିତ ହୁଅନ୍ତି ।

|ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଭୁସମାନ୍ତରାଳ ଦୂରବୀକ୍ଷଣ ଯନ୍ତ୍ର ସହ ଘଡ଼ି ଚଳନ ଯନ୍ତ୍ରପାତି ସଂଯୁକ୍ତ ହୋଇ ତିଆରି ହେବା ଆରମ୍ଭ ହେଲା ।

ଯଥା ପରିସଂଖ୍ୟାନ, ଗାଣିତିକ ନିୟମ ଉପରେ ଆଧାରିତ ହେଲେହେଁ ଏହା ସାମାଜିକ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ, ଅର୍ଥନୀତି ଆଦି ବିଷୟ ସହ ସମାନ୍ତରାଳ ଭାବେ ଉନ୍ନତି ହୋଇଥାଏ ।

ଉପକୂଳକୁ ସମାନ୍ତରାଳ ଭାବେ ଥିବା ଭୂମିର ଅଭିଲମ୍ବ ଟେକ୍ଟୋନିକ୍ ସଞ୍ଚଳନ ଯୋଗୁଁ ଏପରି ଘଟିଥିଲା ।

କେତେକ ସାର୍କ ସମାନ୍ତରାଳ ହୋଇ ରହିବା ପରେ ଅଣ୍ଡିରାର କ୍ଲାସ୍ପର ମାଈର ଓଭିଡକ୍ଟ ଭିତରକୁ ଭର୍ତ୍ତି କରି ଦୁଇ ସାର୍କ ସଙ୍ଗମ କରନ୍ତି ।

ସେ ପ୍ରଥମେ ସମାନ୍ତରାଳ ଫିଲ୍ମ ନିର୍ମାଣ ପାଇଁ ଜଣାଶୁଣା ନିର୍ମାତା/ ନିର୍ଦ୍ଦେଶକ ଶ୍ୟାମ ବେନେଗାଳଙ୍କ ସହଯୋଗୀ ଭାବରେ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।

କେନ୍ଦ୍ରର ସମାନ୍ତରାଳ ଥାନା, କଚେରୀ, ପ୍ରଶାସନିକ କର୍ମଚାରୀ ସବୁ ରାଜ୍ୟରେ ନାହିଁ ।

ଆଲୁଅ ପ୍ରଥମେ ଆଖିର କରନିଆ ଦେଇ ଲେନ୍ସ ପାର ହେଲା ବେଳକୁ ଆଲୁଅ କଣା ସବୁ ସମାନ୍ତରାଳ ହୋଇ ଯାଆନ୍ତି ।

equiponderant's Meaning in Other Sites