<< equipoises equiponderant >>

equipollent Meaning in Odia (Oriya). ( equipollent ଶବ୍ଦର ଓଡିଆ ଅର୍ଥ)



ସମତୁଲ, ସମାନ, ଧାର୍ମିକ,

equipollent తెలుగు అర్థానికి ఉదాహరణ:

|ପୁଅ ଝିଅଙ୍କ ମଧ୍ୟରେ ସମତୁଲ ଅନୁପାତ ରଖୁଥିବା ଗ୍ରାମକୁ ୧ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ଯାହା କନ୍ୟା ଭ୍ରୁଣ ହତ୍ୟା କମାଇବାରେ ବିଶେଷ ଲାଭପ୍ରଦ ହେବ ।

|R_{\mu \nu} - \tfrac{1}{2} R g_{\mu \nu} - \Lambda g_{\mu \nu} -\frac{8 \pi G}{c^4} T_{\mu \nu}.|ସମତୁଲ୍ୟ ସୂତ୍ର |ଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣର ଉଭୟ ପାର୍ଶ୍ୱର କର୍ଣ୍ଣ ବା ଟ୍ରେସ୍ ବାହାର କଲେ|R - \frac{D}{2} R + D \Lambda \frac{8 \pi G}{c^4} T \,|ଏଠାରେ ସ୍ଥାନ-କାଳର ମିତି ।

ଭର୍ଟିଓକ୍ସେଟିନ ଏହି ଔଷଧ ଅନ୍ୟାନ୍ୟ ଆଣ୍ଟିଡିପ୍ରେସାଣ୍ଟ (antidepressants) ଔଷଧ ଭଳି ସମତୁଲ ପ୍ରଭାବଶୀଳ ହୁଏ ।

ଅନ୍ୟାନ୍ୟ ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitors/ PPIs) ଭଳି ସମତୁଲ କାମ କରେ ।

ଦ୍ୱାରକାର ସମୁଦ୍ର କୂଳରେ ଦେଖିବାକୁ ମିଳୁଥିବା ଧଳା ପଥର, ଯାହାକୁ ଚକ୍ରନିକା ବୋଲି କୁହାଯାଏ, ତାହା ଶାଳଗ୍ରାମର ସମତୁଲ ବୋଲି ମଧ୍ୟ କୁହାଯାଇଛି।

ସୂଚକଟି ଏକ ଲୌହ ବନ୍ଧନୀର ମଧ୍ୟଭାଗରେ କେବଳ ପଲା ଦ୍ୱୟର ସମତୁଲ ଅବସ୍ଥାରେ ଭୂଲମ୍ବ ଭାବେ ରହିପାରେ ।

ପେଶୀ ଶକ୍ତି ସମାନତା ନ ଥିଲେ ପେଶୀ ରଜ୍ଜୁ ସ୍ଥାନାନ୍ତର କରି ପେଶୀ ଶକ୍ତି ସମତୁଲ କରାଯାଏ ।

ପଲାସ୍ଥିତ ପଦାର୍ଥ ଓ ବ୍ୟବହୃତ ବଟକରାର ସ୍ଥୂଳ ସମତୁଲତା ସୂଚକଦ୍ୱାରା ସ୍ଥିରୀକୃତ ହେବା ପରେ ସୂକ୍ଷ୍ମ ସମତୁଲତା ପାଇଁ ଅଂଶାଙ୍କିତ ଦଣ୍ଡ ଉପରେ ଏକ ୧୦ ମିଲିଗ୍ରାମର ରାଇଡର ବ୍ୟବହାର ଆବଶ୍ୟକ ହୋଇଥାଏ ।

ଏହା ଫଳରେ ସେ ପ୍ରକାଶ ପାଦୁକୋଣ ଜିତି ଥିବା କ୍ରମାଗତ ୯ ଥରର ରେକର୍ଡ ସହ ସମତୁଲ ହେଇଥିଲେ ।

ଭାରତର ମାର୍କେଟକୁ ଏହାର ଏକ ଜୈବସମତୁଲ (biosimilar) ଔଷଧ ସନ ୨୦୧୪ରେ ଆସିଥିଲା ଯାହାର ମୂଲ୍ୟ ପ୍ରାୟ ମାସକୁ ୪୦୦ ଡଲାର ଥିଲା ।

ପାଟିରେ ଥିବା ତୀକ୍ଷ୍ଣ ଦାନ୍ତ, ତିନି ନଖ ବିଶିଷ୍ଟ ପଞ୍ଝା, ହାଡ ବିଶିଷ୍ଟ ଲମ୍ବା ଲାଞ୍ଜ, କଙ୍କାଳ ସଂରଚନା ଆଦି ବିଭିନ୍ନ ଦୃଷ୍ଟିରୁ ସେମାନେ ଡ୍ରୋମାୟୋସର ଓ ଟ୍ରୁଡଣ୍ଟିଡ ପରି ଡାଇନୋସରର ସମତୁଲ୍ୟ ଥିଲେ ।

ଶିରାଭ୍ୟନ୍ତର ସଂଚାଳନ ପରେ ସମତୁଲ ମାତ୍ରାର ମର୍ଫିନ ଅପେକ୍ଷା ହିରୋଇନର ପ୍ରଭାବ ୨ରୁ ୩ଗୁଣ ଅଧିକ ହୁଏ ।

ଟୋକିଓର ସମସ୍ତ ୨୩ ବିଶେଷ ସାହିର ପ୍ରଶାସନିକ ସ୍ଥିତି ଏକ ସହରର ସମତୁଲ୍ୟ ଅଟନ୍ତି ।

equipollent's Usage Examples:

of Saint Meinhard on 14 August each year, which is considered as an equipollent canonization.


Working in a Euclidean plane, he made equipollent any pair of line segments of the same length and orientation.


Álvares Pereira 23 January 1918 Rome (equipollent beatification) 4.


Two directed line segments are equipollent when they have the same length and direction.


On 3 April 2014, Pope Francis made him a saint by equipollent canonization.


Pope Francis approved the equipollent canonization for him on 5 July 2019 after waiving the miracle needed.


Bogumił z Dobrowa 27 May 1925 Rome (equipollent) 6.


Amadeus of Lausanne 9 December 1903 Rome (equipollent beatification) 3.


Giovanni Pelingotto 13 November 1918 Rome (equipollent beatification) 5.


The concept of equipollent line segments was advanced by Giusto.


Vercelli 7 September 1903 Rome (equipollent beatification) 2.


Hildegard of Bingen 10 May 2012 n/a (equipollent) 39.


This act of a pope is denominated "equipollent" or "equivalent canonization" and "confirmation of cultus".



equipollent's Meaning in Other Sites