<< selfie selfing >>

selfinflicted Meaning in Odia (Oriya). ( selfinflicted ଶବ୍ଦର ଓଡିଆ ଅର୍ଥ)



ଆତ୍ମଘାତୀ,

ଆତ୍ମନିର୍ଭରଶୀଳ |,

selfinflicted తెలుగు అర్థానికి ఉదాహరణ:

ଯୁଦ୍ଧ ସମୟରେ ଆତ୍ମଘାତୀ ବମ୍ ଉଡ଼ାଜାହାଜରୁ ପକେଇବାକୁ ଜାପାନୀମାନେ କାମିକାଜେ କ‌ହନ୍ତି ଓ ଉଗ୍ରବାଦୀମାନେ ମଧ୍ୟ ଏହିପରି ଆତ୍ମଘାତୀ ବମ୍ ପକେଇବା କାମ ମଧ୍ୟ କରନ୍ତି ।

| ପୃଷ୍ଠଭୂମି |୨୦୧୫ ମସିହାଠାରୁ ଭାରତୀୟ ସେନା ବାହିନୀଙ୍କ ବିରୁଦ୍ଧରେ ପାକିସ୍ତାନରେ ସ୍ଥିତ ଅନେକ ସଙ୍ଗଠନ ଆତ୍ମଘାତୀ ଆକ୍ରମଣ ସଂଖ୍ୟା ବୃଦ୍ଧି ଘଟିଥିଲା ।

ରାୱଲପିଣ୍ଡିରେ ଏକ ରାଜନୈତିକ ରାଲି ପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ଗୁଳି ବିନିମୟରେ ତାଙ୍କୁ ହତ୍ୟା କରାଯାଇଥିଲା ।

|ଏହା ସ‌ହିତ ପୋଷ୍ଟ ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର (post traumatic stress disorder), ବର୍ଡ଼ରଲାଇନ ପର୍ସୋନାଲିଟି ଡିଜଅର୍ଡ଼ର (borderline personality disorder), ପ୍ରମୁଖ ଅବସାଦ ବେମାରୀ depression, ସବସ୍ଟାନ୍ସ ମିସୟୁଜ ଡିଜଅର୍ଡ଼ର substance misuse disorder, ଆତ୍ମଘାତୀ (self-harm) ବା ଉଦ୍‌ବେଗ ଆଦି ବେମାରୀ ସଂଯୁକ୍ତ ହୋଇଥାଇପାରେ ।

ଏହାକୁ ଆତ୍ମଘାତୀ ମୁଣ୍ଡବିନ୍ଧା ("suicide headaches") ମଧ୍ୟ କୁହାଯାଏ ।

ଏହି ଆକ୍ରମଣରେ କିଛି ଭାରତୀୟ ସୈନ୍ୟବାହିନୀଙ୍କୁ (CRPF) ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା ।

ଆତ୍ମଘାତୀ ଦଗ୍ଧ ବା ଲୋକମାନଙ୍କ ମଧ୍ୟରେ ହିଂସା ଯୋଗୁ ମଧ୍ୟ ଏହା ହୁଏ ।

|ହତ୍ୟା|୧୮ ଅକ୍ଟୋବର ୨୦୦୭ ମସିହାରେ ବେନଜିର ଭୁଟ୍ଟୋ ପାକିସ୍ଥାନକୁ ଫେରିବା ସମୟରେ ଏକ ରାଲିରେ ତାଙ୍କ ଉପରେ ଦୁଇଟି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୪୦ ଜଣଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ବେନଜିର ବଞ୍ଚି ଯାଇଥିଲେ ।

କଲମ୍ବୋରେ LTTEଦ୍ୱାରା ଆତ୍ମଘାତୀ ବିସ୍ଫୋରଣରେ ତାଙ୍କୁ ହତ୍ୟା କରାଯାଇଥିଲା ।

| ୨୦୧୪ ଆତ୍ମଘାତୀ ଆକ୍ରମଣ |୨୦୧୪ ମସିହାର ନଭେମ୍ବର ୪ ତାରିଖରେ ଜଣେ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ କରିବାରୁ ୱାଘା ସୀମା ଅଞ୍ଚଳରେ ୬୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।

| ହତ୍ୟା |୧ ମଇ, ଶନିବାର, ୧୯୯୩ ଦିନ ପ୍ରାୟ ୧୨.୪୫ ସମୟରେ କଲମ୍ବୋରେ ୟୁନାଇଟେଡ ନ୍ୟାସନାଲ ପାର୍ଟିର ମଇ ଦିବସ ସମାବେସରେ, ଜଣେ LTTE ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ରଣସିଙ୍ଘେ ପ୍ରେମଦାସଙ୍କ ସହିତ ଅନ୍ୟ ୧୭ ଜଣ ପ୍ରାଣ ହରାଇଲେ ।

୧୦ରୁ ୨୦ ନିୟୁତ ଆତ୍ମଘାତୀ ଚେଷ୍ଟା ପ୍ରତି ବର୍ଷ ହୁଏ ଯାହା ଫଳପ୍ରଦ ହୋଇପାରି ନ ଥାଏ ।

ତେବେ ଖୁବ୍ ଶୀଘ୍ର ଡିସାନାଇକେଙ୍କୁ LTTE ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା ଏବଂ ତାଙ୍କ ବିଧବା ପତ୍ନୀ ଶ୍ରୀମା ଦିସାନାୟାକେ ତାଙ୍କ ନାମାଙ୍କନ ଦାଖଲ କରିଥିଲେ ।

selfinflicted's Usage Examples:

suddenly remembering what it’s capable of looking like, the removal of the selfinflicted murkiness reveals a band at the peak of their powers", later saying.



selfinflicted's Meaning in Other Sites