selfist Meaning in Odia (Oriya). ( selfist ଶବ୍ଦର ଓଡିଆ ଅର୍ଥ)
ସ୍ୱାର୍ଥପର,
Adjective:
ଅହଂକାରୀ, ସ୍ୱାର୍ଥପର |,
People Also Search:
selfistsselfless
selflessly
selflessness
selfmade
selfness
selfpity
selfportrait
selfportraits
selfrespect
selfrespecting
selfrestraint
selfrighteous
selfrighteously
selfrighteousness
selfist తెలుగు అర్థానికి ఉదాహరణ:
|ଧନିଷ୍ଠା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ବୁଦ୍ଧିମାନ ଏବଂ ନିଃସ୍ୱାର୍ଥପର ହୋଇଥାଆନ୍ତି ।
|ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍), ଏକ ସାମାଜିକ- ସାଂସ୍କୃତିକ ସଂଗଠନରେ ସେ ଯୋଗ ଦେଇ ଭାରତର ସାମାଜିକ ତଥା ସାଂସ୍କୃତିକ ବିକାଶଧାରା ଉପରେ ବିଶେଷ ଗୁରୁତ୍ୱପ୍ରଦାନ କରିଥିଲେ ଓ ନିଜକୁ ନିସ୍ୱାର୍ଥପର, ସାମାଜିକ ଦାୟିତ୍ୱ ଓ ଜାତୀୟତାବୋଧ କାର୍ଯ୍ୟରେ ନିୟୋଜିତ କଲେ ।
ତାଙ୍କ ନିଃସ୍ୱାର୍ଥପର ସେବା ଯୋଗୁଁ ଆସାମର ତତ୍କାଳୀନ ରାଜ୍ୟପାଳ ଜୟରାମ ଦାସ ଦଉଲତରାମ ତାଙ୍କୁ "ଲୋକପ୍ରିୟ" ଉପାଦ୍ଧିରେ ସମ୍ମାନିତ କରିଥିଲେ ।
ତାଙ୍କର ନିଃସ୍ୱାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ "ଆଜ୍ଞା" ନାମରେ ଖ୍ୟାତ ଥିଲେ ।
ସେ ନିସ୍ୱାର୍ଥପର ଥିଲେ ଓ ତାଙ୍କ ଉଦ୍ଭାବନକୁ ବ୍ୟବହାର କରି ଅନେକ ଲୋକ ଓ ସଂସ୍ଥା କୋଟି କୋଟି ଟଙ୍କା ରୋଜଗାର କରିଥିଲେ ବି ମୋର୍ସଙ୍କୁ ସେତିକି ଅର୍ଥ ମିଳି ନ ଥିଲା।
ଏଥିରେ କ୍ଷୁବ୍ଧ ହୋଇ କିଛି ସ୍ୱାର୍ଥପର କର୍ମଚାରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଲାଗିଲେ ।
| ପୁରସ୍କାର ଓ ସମ୍ମାନ |ଘରଚଟିଆଙ୍କ ସୁରକ୍ଷା ତଥା ସଂରକ୍ଷଣ ନିମନ୍ତେ ନିଃସ୍ୱାର୍ଥପର ଉଦ୍ୟମକୁ ଉତ୍ସାହିତ କରିବାପାଇଁ NFS (Nature Forever Society)ଦ୍ୱାରା ପ୍ରଥମ ଘରଚଟିଆ ପୁରସ୍କାର ସମାରୋହ ଅହମଦାବାଦଠାରେ ୨୦ ମାର୍ଚ୍ଚ ୨୦୧୧ରେ କରାଯାଇଥିଲା ।
କୁଜେନ୍ଦ୍ରି ଏବଂ ବାଲିଗୁଡ଼ା ଭଳି ଆଦିବାସୀ ବହୂଳ ଅଞ୍ଚଳରେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ୱାର୍ଥପର ସମାଜସେବା ହେତୁ ତାଙ୍କୁ ୨୦୦୮ ମସିହାରେ ସମ୍ମାନଜନକ ଜମୁନାଲାଲ ବଜାଜ ପୁରସ୍କାର ମିଳିଛି ।
ଏହି ଲକ୍ଷଣ ମଧ୍ୟରେ ସ୍ନେହ, ସହାନୁଭୂତି, ସମ୍ବେଦନତା, ସାଧୁତା, ନିଃସ୍ୱାର୍ଥପରତା, ପାରସ୍ପାରିକ ବୁଝାମଣା, କରୁଣା ଓ ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ, ବିଶ୍ୱାସ, ଏବଂ ଏକ ହୋଇଯିବାର କ୍ଷମତା, ଭାବନା ପ୍ରକାଶ କରିବା, ଓ ସାଙ୍ଗଠାରୁ ରାୟ ପାଇବାର ବିନା ଡରରେ ଭୁଲ୍ କରିବା, ପ୍ରଭୃତି ଥାଏ ।
ଗଡ଼ଜାତ ଅଞ୍ଚଳରେ ତାଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ସେ ଗଡ଼ଜାତ ଗାନ୍ଧୀ ରୂପରେ ପରିଚିତ ଥିଲେ ।
କାଉଲ ସମାଜପ୍ରତି ନିସ୍ୱାର୍ଥପର ଓ ନିଜେ ଭଲ ପାଉଥିବା ବ୍ୟକ୍ତି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଏକ ମହନୀୟତାର ପରିଚୟ ମଧ୍ୟ ଦେଇଛନ୍ତି ।
selfist's Usage Examples:
the selfist movement(s) and tries to uphold God-centered altruism, and claims that all of modern-day liberalism and leftism are essentially selfist at.
Nietzsche and Max Stirner provide a more proximate link to the modern selfists.