<< selfing selfish >>

selfinterest Meaning in Odia (Oriya). ( selfinterest ଶବ୍ଦର ଓଡିଆ ଅର୍ଥ)



ସ୍ୱାର୍ଥ, ଆଗ୍ରହ, ଗର୍ବ,

selfinterest తెలుగు అర్థానికి ఉదాహరణ:

ରାଜ୍ୟରେ ଶିକ୍ଷା ସଂସ୍କାର ଓ ଶିକ୍ଷକ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି ।

ସେ ଅନୁଭବ କଲେ ଯେ,ବିଧାନ ସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ଅତ୍ୟାଚାରିତ ପ୍ରଜାମାନଙ୍କ ସ୍ୱାର୍ଥରକ୍ଷା ପାଇଁ କୌଣସି ଆଇନ କରିପାରୁନାହାନ୍ତି ।

|ଧନିଷ୍ଠା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ବୁଦ୍ଧିମାନ ଏବଂ ନିଃସ୍ୱାର୍ଥପର ହୋଇଥାଆନ୍ତି ।

ଦେଶର ସମୂହ ସ୍ୱାର୍ଥରକ୍ଷା କରିବା ହେଉଛି ତାଙ୍କର ଗୁରୁଦାୟିତ୍ୱ ।

| ଆଧାର |ଜୀବିତ ବ୍ୟକ୍ତି ଲକ୍ଷ୍ମୀ ବନାମ ଭାରତ ସରକାର ହେଉଛି ୨୦୦୫ ମସିହାରେ ଏସିଡ-ଆକ୍ରମଣର ଶୀକାର ହୋଇଥିବା ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଦ୍ୱାରା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ୨୦୦୬ ମସିହାରେ ଦାୟର ଏକ ଜନସ୍ୱାର୍ଥ ମାମଲା ।

ମାନବଜାତିର ବ୍ୟବସାୟିକ ସ୍ୱାର୍ଥର ଚରିତାର୍ଥ ପାଇଁ ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ବଳ ପୂର୍ବକ ପୋଷା ମନାଯାଏ ।

|ଅନେକ ସମୟରେ ଜନସ୍ୱାର୍ଥ ମାମଲା ଭଳି ବିବାଦରେ ବହୁଜନ ସ୍ୱାର୍ଥ ନିମନ୍ତେ ଯେ କେହି ବ୍ୟକ୍ତି ବିଶେଷ ବାଦୀ ଭାବେ ଏଭଳି ଜନ ସ୍ୱାର୍ଥ ମାମଲା ଦାଖଲ କରିପାରିବେ ।

ପାର୍ବତୀଙ୍କ ପିତାମାତା ପ୍ରଥମେ ଅମଙ୍ଗ ହଉଥିଲେ ମଧ୍ୟ ପରେ ଜାତିର ସ୍ୱାର୍ଥ ପାଇଁ ରାଜି ହେଇଥିଲେ ।

ଏହି ସାଇବର ଅପରାଧୀମାନେ ନିଜର ସ୍ୱାର୍ଥ ସାଧନ ପାଇଁ ହ୍ୟାକିଂକୁ ବ୍ୟବ‌ହାର କରିଥାନ୍ତି ।

୧୯୯୭ ମସିହାରେ ନାଗାରହୋଳେର ଆଦିବାସୀଙ୍କ ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରି ବିଜୟ ଲାଭ କଲେ ଓ ତାଜ୍ ଗ୍ରୁପ୍‍ର ନିର୍ମାଣ କାର୍ଯ୍ୟ ବନ୍ଦ କରାଇଲେ ।

|ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍), ଏକ ସାମାଜିକ- ସାଂସ୍କୃତିକ ସଂଗଠନରେ ସେ ଯୋଗ ଦେଇ ଭାରତର ସାମାଜିକ ତଥା ସାଂସ୍କୃତିକ ବିକାଶଧାରା ଉପରେ ବିଶେଷ ଗୁରୁତ୍ୱପ୍ରଦାନ କରିଥିଲେ ଓ ନିଜକୁ ନିସ୍ୱାର୍ଥପର, ସାମାଜିକ ଦାୟିତ୍ୱ ଓ ଜାତୀୟତାବୋଧ କାର୍ଯ୍ୟରେ ନିୟୋଜିତ କଲେ ।

|ଭାରତରେ ସୂଚନା ଅଧିକାର ଅଧିନିୟମ|ଭାରତୀୟ ନାଗରିକମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା, ବ୍ୟକ୍ତିଗତ ତଥା ସାର୍ବଜନୀନ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ସ୍ତରର ଦୁର୍ନୀତି ଓ ଅନ୍ୟାୟକୁ ପ୍ରତିହତ କରିବା ପାଇଁ ଭାରତରେ ୨୦୦୫ ଜୁନ ୧୫ ତାରିଖରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି ।

କାରାକୋରମ୍ ପର୍ବତମାଳା ଧାରରେ ଥିବା ଏହି ନୂଆ ସୀମାରେଖାଦ୍ୱାରା ବ୍ରିଟିଶ୍‍ମାନଙ୍କ ସ୍ୱାର୍ଥ ସାଧିତ ହେଉଥିଲା ।

selfinterest's Meaning in Other Sites