<< psts psyche >>

psych Meaning in Odia (Oriya). ( psych ଶବ୍ଦର ଓଡିଆ ଅର୍ଥ)



ମାନସିକ,

Noun:

PCC,

psych తెలుగు అర్థానికి ఉదాహరణ:

ସରଳ ଅର୍ଥରେ କହିବାକୁ ଗଲେ ମାନସିକ ଦୃଢ଼ତା ସେହି ବ୍ୟକ୍ତିବିଶେଷଙ୍କର ପାଖରେ ଥାଏ ଯେଉଁମାନେ ଏଭଳି ମାନସିକ ଦକ୍ଷତା ଅର୍ଜନ କରନ୍ତି, ଯାହାଦ୍ୱାରା ସଙ୍କଟାପନ୍ନ, ଗୋଳମାଳିଆ ପରିସ୍ଥିତିର ଚାପରେ ପଡି ସେମାନେ କିଛି ନକାରାତ୍ମକ ଅଘଟଣ ନଘଟାଇ ଶାନ୍ତ ରହନ୍ତି ଯାହା ଫଳରେ ସହଜରେ ସେହିଭଳି ଚାପଜନକ ପରିସ୍ଥିତିରୁ ବାହାରିପାରନ୍ତି ।

ସାମାଜିକ ଏକାନ୍ତ, କ୍ୱାରେଣ୍ଟାଇନ, କର୍ମହାନୀ ବେରୋଜଗାର ହେବା ଭୟ ସାମାଜିକ ଦୂରୀକରଣ ମାର୍ଗଦର୍ଶନ ତ‌ଥା ଅର୍ଥନୈତିକ କାରକମାନଙ୍କ ଯୋଗୁ ମାନସିକ ଅଶାନ୍ତି ହୋଇ ଲୋକମାନେ ଆତ୍ମହତ୍ୟା କରୁଛନ୍ତି ।

ଏହି ବିଷକ୍ରିୟାରେ ଅଥିକ ଲାଳ ବୁହେ, ତରଳ ଝାଡ଼ା, ଆଖି ପିତୁଳା ଛୋଟ ହୁଏ, ଅଧିକ ଝାଳ ନିଷ୍କାସନ ହୁଏ, ମାଂସପେଶୀ କମ୍ପନ ହୁଏ ଓ ମାନସିକ ଦ୍ୱନ୍ଦ ଆଦି ଲକ୍ଷଣ ବାହାରେ ।

ମାନସିକ ସ୍ୱାସ୍ଥ୍ୟ ଏବଂ ମାନସିକ ରୋଗ ହେଉଛି ଦୁଇଟି କ୍ରମାଗତ ଧାରଣା ।

ସେମାନଙ୍କର ସାମାଜିକ କାର୍ଯ୍ୟ ତାଲିମ ସେମାନଙ୍କୁ ଏକ ବୃତ୍ତିଗତ ଭାବରେ ମାନସିକ ଅକ୍ଷମତା ଏବଂ ସେମାନଙ୍କର ସାମାଜିକ ପୁନଃଏକୀକରଣ ପାଇଁ ପରାମର୍ଶ ସହାୟତା କରିବାକୁ ସକ୍ଷମ କରେ ।

ମାନସିକ ପୂରଣ ହେଲେ ଓଷେଇତୀଙ୍କୁ ସାହାଯ୍ୟ କରନ୍ତି ।

ଏହା ଫଳରେ ମାନସିକ ସ୍ୱାସ୍ଥ୍ୟହାନୀ, ଓଷ୍ଟିଓପୋରୋସିସ ଏବଂ ବନ୍ଧ୍ୟାତ୍ୱ ହୋଇପାରେ ।

ଲୋକ ବିଶ୍ୱାସ ଅଛି ଯେ ଏହି ଗୁଆ ଯାହାକୁ ମିଳେ, ତାର ମାନସିକ ପୂରଣ ହୁଏ ।

ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁତ ଦକ୍ଷତା ମହୀଶୂର ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ ।

|ମାତ୍ରାଧିକ କୋଲିକ୍ୟାଲସିଫେରଲ ଦେଲେ ବାନ୍ତି, ଦୁର୍ବଳତା ଓ ମାନସିକ ଦ୍ୱନ୍ଦ୍ୱ ଜାତ ହୁଏ ।

ମଖୀର ବାପା ଏ ଘଟଣାରେ ଶକ୍ତ ମାନସିକ ଆଘାତ ପାଇବା ଯୋଗୁଁ ଚିକିତ୍ସିତ ହେବାପାଇଁ ତାଙ୍କୁ ହାସପାତାଳ ଯିବାକୁ ପଡେ ।

ଚିକିତ୍ସା ବିଜ୍ଞାନ ଅନୁସାରେ ଆଲକୋହୋଲିଜ୍ମ ଉଭୟ ଶାରୀରିକ ଓ ମାନସିକ ରୋଗ ରୂପେ ବିବେଚନା କରାଯାଏ ।

psych's Usage Examples:

"Thrills, chills, frissons, and skin orgasms: toward an integrative model of transcendent psychophysiological.


– March 27, 1998) was an American psychologist, noted for his work on motivation Need Theory.


homeless man who lived in the sewer, was filthy, smelled terrible, and was psychotically disconnected from reality in disturbing ways.


She tried, as Boswell (1936: 553) quotes, to bring psychological analysis and reflection to bear upon the imaginative experience communicated by great poetry, and to examine those forms or patterns in which the universal forces of our nature there find objectification.


1980, new programs were added namely psychology, medical secretarial and general secretarial courses.


The dictator game is a popular experimental instrument in social psychology and economics, a derivative of the ultimatum game.


To stop their main objection, the flock psychically compels Ardai to commit suicide.


especially from psychiatry; this is because Kashchenists consider themselves jocularly as "network psychiatrists", and imitate either medical staff or, conversely.


"the gift of fairy tales—and thereby the psychic-defense machinery for exteriorising infantile and Oedipal terrors".


The mainstay of treatment is antipsychotic medication, along with counseling, job training, and.


four main psychological functions: thinking, feeling, sensation, and intuition.


"Human psyche engrosses debutant writer Anmol Sandhu".


also been called nonsense syndrome, balderdash syndrome, syndrome of approximate answers, hysterical pseudodementia or prison psychosis.



psych's Meaning in Other Sites