psychiatric Meaning in Odia (Oriya). ( psychiatric ଶବ୍ଦର ଓଡିଆ ଅର୍ଥ)
ମାନସିକ ରୋଗ,
Adjective:
ମାନସିକ ରୋଗ,
People Also Search:
psychiatricalpsychiatries
psychiatrist
psychiatrists
psychiatry
psychic
psychic phenomenon
psychic trauma
psychical
psychical communication
psychically
psychics
psyching
psychism
psychist
psychiatric తెలుగు అర్థానికి ఉదాహరణ:
ମାନସିକ ସ୍ୱାସ୍ଥ୍ୟ ଏବଂ ମାନସିକ ରୋଗ ହେଉଛି ଦୁଇଟି କ୍ରମାଗତ ଧାରଣା ।
ଚିକିତ୍ସା ବିଜ୍ଞାନ ଅନୁସାରେ ଆଲକୋହୋଲିଜ୍ମ ଉଭୟ ଶାରୀରିକ ଓ ମାନସିକ ରୋଗ ରୂପେ ବିବେଚନା କରାଯାଏ ।
ଅନେକ କ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ରୋଗର ସ୍ଥିତି ନେଇ ରୋଗ ନିର୍ଣ୍ଣୟ ଜଟିଳ ହୋଇଯାଏ ।
|ମାନସିକ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଆଇନଗତ ଅଧିକାର ସଂପର୍କରେ ବିଭିନ୍ନ ସଭସମିତି ଏବଂ ଆଇନ ସଚେତନତା ଶିବିର ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଏ ।
ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।
ଏହା ନିଶ୍ଚେତକ, (Anaestgesia) , ଯନ୍ତ୍ରଣା ନିବାରକ (Analgesic) ଭାବରେ ବ୍ୟବହାର ହୁଏ ଓ କିଛି ମାନସିକ ରୋଗରେ ଦିଆଯାଏ ।
ମାନସିକ ସ୍ୱାସ୍ଥ୍ୟ ଫାଷ୍ଟ ଏଡ୍ ଏକ ନୂଆ ବିସ୍ତାର ଯାହା ମାନସିକ ରୋଗୀଙ୍କ ନିମନ୍ତେ କରାଯାଉଛି ।
କିପରି ସେହି ମାନସିକ ରୋଗୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ, ସେଥିପାଇଁ ସେ ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ର ମାଧ୍ୟମରେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ।
ନିରାମୟ ଜରିଆରେ କର୍କଟ, ମଧୁମେହ, ସିକିଲସେଲ ଆନେମିଆ, ଥାଲାସେମିଆ, ହେମୋଫିଲିଆ ଏବଂ ମାନସିକ ରୋଗ ଆଦି ଦୁରାରୋଗ୍ୟ ରୋଗ ପାଇଁ ଔଷଧ ସହିତ ହସ୍ପିଟାଲ ବ୍ୟବହାର୍ଯ୍ୟ ଏବଂ ମେଡିକାଲ ସର୍ଜିକାଲ ଉପକରଣ ଯୋଗାଇ ଦିଆଯାଉଛି ।
ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଥିବା ବ୍ୟକ୍ତିମାନଙ୍କର ମଧ୍ୟ ମାନସିକ ରୋଗ ହୋଇପାରେ ଏବଂ ଯେଉଁମାନଙ୍କର ମାନସିକ ରୋଗ ନାହିଁ ସେମାନେ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
ଅତ୍ୟଧିକ ମାତ୍ରାରେ ସେବନ କଲେ ଡିଲ୍ୟୁଜନ (delusion ଓ ପାରାନୋଇଆ ((paranoia)) ଭଳି ମାନସିକ ରୋଗ ହୋଇପାରେ ।
psychiatric's Usage Examples:
Olimpia Kutusoff, Cafiero's wife, returned from Russia in September 1883 to look after him at the Imola psychiatric hospital, where he had been transferred.
He later directed Aoyama Hospital, a psychiatric facility.
career, he continued to lobby for the rights of psychiatric patients, socialised medicine and for a more progressive understanding of the psychological.
They also suggested that she was convalescing in Silver Hill Hospital, a psychiatric facility in Connecticut.
The DSM codifies psychiatric conditions and is used worldwide as a guide for diagnosing.
Folie à deux ("madness [shared] by two"), also known as shared psychosis or shared delusional disorder (SDD), is a psychiatric syndrome in which symptoms.
investment segments are healthcare properties (nursing and care homes, revalidation clinics, psychiatric clinics, medical office buildings,.
psychiatric and neurological disorders such as aphasia, thalamic lesions, temporal lobe epilepsy and mania.
In addition to prisons, labor camps and transformation facilities, the 610 Office can arbitrarily compel mentally healthy Falun Gong practitioners into psychiatric facilities.
The hospital has also 78 day care spots for psychiatric patients.
, a New York-based publisher of psychiatric textbooks whose president, Arthur Ceppos, was also on the Board of Directors of the Hubbard Dianetic Research Foundation.
The ban went into effect on 1 January 2017, and applies to medical, psychiatric, psychological and religious groups.
Fanconi syndrome) or neuropsychiatric symptoms (emotional lability, memory impairment, insomnia).
Synonyms:
psychiatrical,