psychiatrists Meaning in Odia (Oriya). ( psychiatrists ଶବ୍ଦର ଓଡିଆ ଅର୍ଥ)
ମାନସିକ ରୋଗ ବିଶେଷଜ୍ଞ,
Noun:
ମାନସିକ ରୋଗ ବିଶେଷଜ୍ଞ |,
People Also Search:
psychiatrypsychic
psychic phenomenon
psychic trauma
psychical
psychical communication
psychically
psychics
psyching
psychism
psychist
psychists
psycho
psycho active
psycho analysis
psychiatrists తెలుగు అర్థానికి ఉదాహరణ:
ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।
ଏଭଳି କାର୍ଯ୍ୟକ୍ରମରେ ଆଇନଗତ ଅନୁଷ୍ଠାନ ମାନସିକ ରୋଗୀ ମାନଙ୍କ କ୍ଷେତ୍ରରେ ପ୍ରଦତ୍ତ ସମସ୍ତ ସୁବିଧା ତଥା ଆଇନଗତ ପ୍ରାବଧାନ ସଂପର୍କରେ ଆଲୋଚନା କରିବେ ଏବଂ ସାଧାରଣ ଜନତା ପ୍ରଶ୍ନୋତ୍ତର ମାଧ୍ୟମରେ ତାଙ୍କ ସଂଦେହ ଦୂର କରିବା ସହ କିଛି ମାନସିକ ରୋଗ ବିଶେଷଜ୍ଞ ମଧ୍ୟ ଏଥିରେ ଭାଗ ନେଇ ଲୋକଙ୍କୁ ଏ ବିଷୟରେ ସଚେତନ କରିପାରିବେ ।
ସରକାରୀ ସୂତ୍ର ଅନୁଯାୟୀ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ୬୦ ପ୍ରତିଶତ କ୍ଲିନିକାଲ୍ ତାଲିମପ୍ରାପ୍ତ ସାମାଜିକ କର୍ମୀ, ୧୦ ପ୍ରତିଶତ ମାନସିକ ରୋଗ ବିଶେଷଜ୍ଞ, ୨୩ ପ୍ରତିଶତ ମନୋବିଜ୍ଞାନୀ ଏବଂ ୫ ପ୍ରତିଶତ ମନସ୍ତତ୍ତ୍ୱବିତ୍ ନର୍ସ ଅଟନ୍ତି ।
ସେ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଗୋପାଳ ଚନ୍ଦ୍ର କର ଓ ଡକ୍ଟର ଗାୟତ୍ରୀ ଦେବୀଙ୍କ ପୁତ୍ର ।
|ଚିକିତ୍ସା|ଯଦି ଜଣଙ୍କୁ ଏହି ରୋଗ ହୋଇଥାଏ, ସେ ଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ।
|ଚିକିତ୍ସା|ଏପରି ଲକ୍ଷଣ ଦେଖାଦେଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କରିବା ଉଚିତ୍ ।
ସନ ୧୯୦୬ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଓ ପାଥୋଲୋଜିସ୍ଟ ଆଲଇସ୍ ଆଲ୍ଜ୍ହେମର୍ସ୍ ଏହି ରୋଗ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା ।
ଏହାକୁ ରୋଗ ବୋଲି ଭାବି ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା କଲେ ଏହି ରୋଗରୁ ଉପଶମ ମିଳିଥାଏ ।
| ଆଧାର |Dowson's Classical Dictionary of Hindu Mythology|Buck's Ramayana|ରାମାୟଣର ଚରିତ୍ର ସମ୍ରାଟ କର (ଜନ୍ମ ୫ ଜୁଲାଇ ୧୯୭୬) ଜଣେ ମାନସିକ ରୋଗ ବିଶେଷଜ୍ଞ ।
|ଚିକିତ୍ସା|ଏହି ରୋଗର ଲକ୍ଷଣ ଦେଖାଦେଲେ ଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।
psychiatrists's Usage Examples:
especially from psychiatry; this is because Kashchenists consider themselves jocularly as "network psychiatrists", and imitate either medical staff or, conversely.
Bulgarian psychiatrists and Georgi Lozanov also studied the capabilities of Vanga.
digital evidence experts, psychiatrists, engineers, physicists, chemists, criminalists, educators, researchers, and others.
In 1906, Pelletier alongside Constance Pascal became two of the first French women to sit the examination to become a psychiatrists; they were also the first women to work as interns in state asylums.
Unlike psychiatrists, psychologists usually cannot prescribe medication to patients.
John Spiegel developed Narcosynthesis which was widely used by psychiatrists in World War II.
He was diagnosed as a paranoid schizophrenic by court psychiatrists and sentenced to the Atascadero State Hospital as a criminally insane.
with the firmly biological approach taken by many other mid-century psychiatrists.
Unlike other physicians and neurologists, psychiatrists specialize in the doctor–patient relationship and are trained to varying.
The report goes on to describe psychiatrists then attempting to treat the individuals using psychiatric medications; all eight were described as being self-discharged within 7 to 52 days, after having stated that they accepted their diagnosis.
Commonly unsuspected even by psychiatrists, BDD has been underdiagnosed.
psychiatrists for diagnosing to avoid embarrassing public trials and to discredit dissidence as the product of ill minds.
Synonyms:
analyst, medical specialist, alienist, shrink, psychoanalyst, specialist, head-shrinker,
Antonyms:
stretch, expand, stand still, increase, generalist,