<< onsets onsetting >>

onsetter Meaning in Odia (Oriya). ( onsetter ଶବ୍ଦର ଓଡିଆ ଅର୍ଥ)



ଆରମ୍ଭ,

Noun:

ଗୁପ୍ତଚର |,

People Also Search:

onsetting
onshore
onside
onsight
onslaught
onslaughts
onst
onstage
ontario
onto
ontogenesis
ontogenetic
ontogeny
ontological
ontologically

onsetter తెలుగు అర్థానికి ఉదాహరణ:

ଏହାକୁ ପ୍ରଥମେ ପାଇଲଟ୍‌ ପ୍ରକଳ୍ପ ଭାବେ କର୍ଣ୍ଣାଟକରେ ଆରମ୍ଭ କରାଯିବ।

ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ ସ୍ୱାମୀ ପୁରୀରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ।

|ଇତି ମଧ୍ୟରେ ଆଇ.ବି.ଏମ୍.(IBM)ନିଜର ପ୍ୟାଟେଣ୍ଟ କୌଶଳ ଭିତ୍ତିରେ ନିଜସ୍ୱ କି-ବୋର୍ଡ଼ ନିର୍ମାଣ ଆରମ୍ଭ କରିଦେଲା।

ପ୍ରବଳ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଭଲ ନଥିଲେ ଏକ ସୁରକ୍ଷା ଗାଡ଼ି (ଇଂରାଜୀରେ Safety Car) ଆଗରେ ରଖି ଦୌଡ଼ ଆରମ୍ଭ ହେଉଥିଲା ।

| କର୍ମ ଜୀବନ |ରାଧାନାଥ ରଥ, ନିଜ କର୍ମ ଜୀବନ, ସିଂହଭୂମି ଜିଲ୍ଲାର ବନ ବିଭାଗରେ ଏକ କିରାଣୀ ପଦରୁ ଆରମ୍ଭ କରିଥିଲେ ।

୧୯୯୧ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନେତ୍ରୀ ରୁକ୍ମଣୀ ଦେବୀଙ୍କ ପ୍ରେରଣାରେ, ୧୯୭୮ ମସିହାରେ ସେ ଗୌରୀ କଥାଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।

|ଉପର ଓଠର ଦୁଇକୋଣରେ ପ୍ରଥମ କେଶ ଉଠିବା ଆରମ୍ଭ କରେ (୧୧-୧୫ ବର୍ଷ)|ଏହା ବଢ଼ି ପୂରା ଉପର ଓଠକୁ ମାଡ଼ିଯାଏ (୧୬-୧୭ ବର୍ଷ)|ପରେ ତଳ ଓଠର ତଳେ ଓ ଗାଲର ନିମ୍ନ ଅଂଶରେ କେଶର ଆବିର୍ଭାବ ହୁଏ (୧୬-୧୮ ବର୍ଷ)|ଶେଷରେ କେଶ ଚିବୁକର ଦୁଇ ପାର୍ଶ୍ୱ ତଥା ମୁହଁର ନିମ୍ନ ଅଂଶକୁ ଦାଢ଼ିରେ ଘୋଡ଼ାଇ ଦିଏ।

|ଗୁମ୍ଫା ୧୪, ୧୫ ଓ ୧୬ ରାଷ୍ଟ୍ରକୂଟ ବଂଶର ଶାସନ ସମୟରେ ଖୋଦିତ ହୋଇଥିଲା, ଯେଉଁମାନଙ୍କ ମଧ୍ୟରୁ କେତୋଟି ୮ମରୁ ୧୦ମ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିଲା ।

୨୦୧୪ ମସିହାରେ ଏଥିରେ ବାତାନୁକୁଳିତ ବସ ସେବା ମଧ୍ୟ ଆରମ୍ଭ କରାଯାଇଥିଲା ।

ଏହାପରେ ରଥଟଣା ଆରମ୍ଭ ହୋଇଥାଏ।

ସେହି ଅଞ୍ଚଳରେ ବନ୍ଦ ପ୍ରାୟ ଥିବା ହାଇସ୍କୁଲରେ ସେ ସେଠାକାର ତିନିଜଣ ଛାତ୍ରଙ୍କୁ ଶିକ୍ଷକ ଭାବରେ ନିଯୁକ୍ତି କରାଇ ପାଠପଢ଼ାରେ ବିକାଶ କରିବା ଦିଗରେ କାର୍ଯ୍ୟ ଆରମ୍ଭକରିଥିଲେ ।

ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ ।

onsetter's Usage Examples:

The whole lighted tup was then, on instruction from the onsetter of "send away" would be raised to the surface.


The counterpart role at pit bottom is the onsetter.


attempted to get into the cage, but the engineman, not knowing there was no onsetter there, dropped the cage at once, and Brown was caught and killed Craig.


the words "white person" were inserted in the definition of banksman, onsetter, ganger and mine manager.


In the case of a fireman, examiner, deputy, onsetter, pump minder, fanman or furnace man, the maximum period for which he may.


The onsetter, Matthew Elliott, was the only man to have survived from the Busty seam.


John Wilkinson, aged 12, was accidentally knocked through a hole in the brattice by the onsetter, who was taking a tub out of the cage.



onsetter's Meaning in Other Sites