<< ontario ontogenesis >>

onto Meaning in Odia (Oriya). ( onto ଶବ୍ଦର ଓଡିଆ ଅର୍ଥ)



ଉପରେ,

Preposition:

ଉପରେ,

onto తెలుగు అర్థానికి ఉదాహరణ:

ଏହା ଗୌତମ ବୁଦ୍ଧଙ୍କ ଉପରେ ଆଧାରିତ ଥିଲା ।

ଅଗଣା ମଝିରେ କଙ୍କ୍ରିଟ ଛତାଟିଏ ଏକ ପତଳା ସ୍ତମ୍ଭ (ସ୍ପାନିଶ ଭାଷାରେ "ଏଲ ପାରାଗୁଆସ" ଅଥବା "el paraguas" ନାମରେ ଜଣା) ଉପରେ ରହିଛି ।

ଜଣେ ଯୁବ ରାଜକୁମାର ହିସାବରେ ସେ ଶକ୍ତି ପାଇଁ ମୋହଗ୍ରସ୍ତ ଥିଲେ ଏବଂ ସିଂହାସନ ଉପରେ ନିଜର ଦାବି ଉପସ୍ଥାପନ କରିଥିଲେ ।

ପ୍ରତ୍ୟେକ ରୋଗୀ ଦେହରେ ରୋଗ ଆକାର, ସ୍ଥାନ,କେତେ ମାଡି ଯାଇଛି, କେଉଁ ସୋପାନ୍ନରେ ଅଛି ଓ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଚିକିତ୍ସା ନିର୍ଭର କରେ ।

ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି ।

ସେତେବେଳ ବିକ୍ରମ କୁମାରଙ୍କର କାହଣୀ ଉପରେ ନିତୀନ୍ ଏବଂ ନିତ୍ୟା ମେନନ୍‌ଙ୍କର ‌ଇସ୍କ‌ ଚଳଚ୍ଚିତ୍ରରେ ସୁଟିଂ ଚାଲିଥିଲା ।

ଦୂରଦର୍ଶନ ତାଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ଏକ ଘଣ୍ଟା ବ୍ୟାପୀ ଗୋଟିଏ ଡକୁମେଣ୍ଟାରି ପ୍ରସାରଣ କରିଥିଲା ।

|ସମ୍ବିଧାନ ଧାରା ୨୨୬ ଓ ୨୨୭ ଅନୁସାରେ, ଅଧିକାଂଶ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟ ମୁଖ୍ଯ ରୂପେ ନିମ୍ନ ଅଦାଲତଗୁଡିକର ରାୟ ବରୁଦ୍ଧରେ ଏବଂ ଲିଖିତାଦେଶ ନିବେଦନ ଉପରେ ଶୁଣାଣି କରିବା ।

ଏହା ବାସୁ ଭଟାଚାର୍ଜ୍ୟଙ୍କ ନିର୍ଦେଶିତ ଓ ଫଣୀ ରାୟଙ୍କ ଲିଖିତ ହିନ୍ଦୀ ଗଳ୍ପ 'ମାରେ ଗୟେ ଗୁଲଫମ ' ଉପରେ ଆଧାରିତ ।

ଭିନକା ଆଲକାଲଏଡ ଉପରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପର୍ଯ୍ୟବସିତ ଥିଲା ଓ ଅପସ୍ମାର ବାତ (Epilepsy) ତଥା ମ୍ୟାଲେରିଆର ଔଷଧ ଖୋଜିବା ତାଙ୍କର ଅନ୍ୟତମ କାମ ଥିଲା ।

ଏହି ମନ୍ଦିରଟିର ଏକ ଚଟାଣ ଉପରେ ଇଟାରେ ନିର୍ମାଣ ହୋଇଛି ।

onto's Usage Examples:

|| Edmonton|| 3|}ChampionshipsThe St.


Contos may refer to: Conto, the unofficial multiple of the Portuguese escudo: 1 conto meant 1,000"00, 2 contos meant 2,000"00 and so on.


)In Alberta, CJCA in Edmonton moved from clear channel 730 to regional channel 930.


with impingement of attitude control system thruster plumes onto sensitive subsystems like solar arrays and star trackers, or with the impingement of rocket.


acoustic impression is similar to that of a rising tone like the rising pitch contour of the Mandarin second tone, but the Tuvan pitch begins much lower.


the heart-shaped blade may have been the ornate European pole-arm, the spontoon.


It was the first home of the Art Museum of Toronto.


Toronto: CANAV Books, 1995.


org/anatomy-and-variants/anterior-cerebral-artery/Arteries of the head and neck Television in Canada officially began with the sign-on of the nation's first television stations in Montreal and Toronto in 1952.


Becher was a very popular conversationalist and story-teller and was famed for his party trick of leaping onto.


She studied at Ontario College of Art and Design University in Toronto, Ontario, Canada; Mimar Sinan University in Istanbul, Turkey; and Chelsea College of Art and Design (University of the Arts London) in London, England.


take on the responsibility and effort of trying the case he withdraws and foists the case onto Willy.



onto's Meaning in Other Sites