<< onslaught onst >>

onslaughts Meaning in Odia (Oriya). ( onslaughts ଶବ୍ଦର ଓଡିଆ ଅର୍ଥ)



ଆକ୍ରମଣ,

Noun:

ଆକ୍ରମଣ,

People Also Search:

onst
onstage
ontario
onto
ontogenesis
ontogenetic
ontogeny
ontological
ontologically
ontologies
ontologist
ontologists
ontology
onus
onuses

onslaughts తెలుగు అర్థానికి ఉదాహరణ:

ଏହି ଦଳର ସବୁଠାରୁ ଆକ୍ରମଣାତ୍ମକ ଅଣ୍ଡିରାମାନେ ଯକ୍ଷ୍ମା ରୋଗରେ ପଡ଼ି ପ୍ରାଣ ହରାଇବା ପରେ ଦଳର ଅନ୍ୟ ଅଣ୍ଡିରା ସଦସ୍ୟମାନଙ୍କ ମଧ୍ୟରେ ପୂର୍ବବତ ଆକ୍ରମଣାତ୍ମକ ସଂଘର୍ଷ ଘଟୁନଥିଲା ।

ଗୋଠର ଏପରି ଅତର୍କିତ ଆକ୍ରମଣରେ ବାଘକୁ ବାଧ୍ୟ ହୋଇ ଶିକାରରୁ ବ୍ୟାହତ ହେବାକୁ ପଡିଲା ।

୬୫୦ ନିୟୁତ ଲୋକଙ୍କୁ ଆକ୍ରମଣ କରି ସନ ୨୦୧୦ରେ ଏହା ସାରା ପୃଥିବୀରେ ୮ମ ସାଧାରଣ ରୋଗର ସ୍ଥାନ ଅଧିକାର କରିଥିଲା ।

ତେଣୁ ଖୋଲା ଯାଗାରେ ଶିକାର କରିବାର ସୁବିଧା ଯୋଗୁଁ ଭାଲୁଙ୍କୁ ଆକ୍ରମଣ ବା ଶିକାର କରିବା ବେଳେ ଭାଲୁକୁ କୌଣସି ଗୁମ୍ଫା ମଧ୍ୟକୁ ପଶିଯିବାରୁ ଅଟକାଇବାକୁ ଚେଷ୍ଟା କରନ୍ତି ।

ସମୟ କ୍ରମେ ଏହି ଆକ୍ରମଣ ହାର କମିଯାଏ ।

ଭାରତକୁ ଆକ୍ରମଣ ଓ ଅଧିକାର କରିଥିବା ମହମ୍ମଦ ବିନ୍ କାଶିମ୍, ଗଜନୀର ମାମୁଦ, ମହମ୍ମଦ ଘୋରୀ, ତୈମୁରଲଂଗ, ବାବରଙ୍କ ପରି ମୁସ୍‍ଲିମ୍ ଶାସକ ଓ ତାଙ୍କ ସୈନ୍ୟବାହିନୀ ବିଭିନ୍ନ ସମୟରେ ସିନ୍ଧୁ ନଦୀ ଅତିକ୍ରମ କରି ଭାରତରେ ପ୍ରବେଶ କରିଥିଲେ ।

ହେରେରାଙ୍କ ଖେଳାଳି ସଜ୍ଜା ଅନୁସାରେ ଆକ୍ରମଣକାରୀ ଫୁଲ୍‍ବ୍ୟାକ୍ ସ୍ଥାନରେ ତାର୍ଚିସିଓ ବୁର୍ଗନିଶ ଓ ଜିଆଚିନ୍ତୋ ଫାଚ୍ଚେଟି; ସ୍ୱିପର୍ ସ୍ଥାନରେ ଆର୍ମାଣ୍ଡୋ ପିଚ୍ଚି, ପ୍ଲେମେକର୍ ସ୍ଥାନରେ ସୁଆରେଜ୍, ହାଏର୍ ଡା କୋଷ୍ଟା ୱିଂଗର୍ ସ୍ଥାନରେ, ମାରିଓ କୋର୍ସୋ ବାମ ମିଡ୍‍ଫିଲ୍‍ଡର୍ ଭାବରେ ଓ ସାଣ୍ଡ୍ରୋ ମାଜ୍ଜୋଲା ଇନ୍‍ସାଇଡ୍‍-ଡାହାଣ ସ୍ଥାନରେ ରହି ଖେଳୁଥିଲେ ।

ଶୋଗୁନେତର ଏହି ନିୟମକୁ କାର୍ଯ୍ୟକାରୀ କରାଇବାର ଉଦ୍ଦେଶ୍ଯ ନ ଥିଲା କିନ୍ତୁ ଏହା ଶୋଗୁନେତ ତଥା ବିଦେଶୀମାନଙ୍କ ପ୍ରତି ଆକ୍ରମଣ କରିବାକୁ ଉତ୍ସାହିତ କଲା ।

ପରବର୍ଷ ଗ୍ରୀକ ସୈନ୍ୟ ମାନେ ଏହି ସୈନ୍ୟଙ୍କୁ ପରାସ୍ତ କରି ପାରସ୍ୟର ୨ୟ ଗ୍ରୀକ ଆକ୍ରମଣରେ ପୁନର୍ଚ୍ଛେଦ ପକାଇଲେ ।

ସେ ପ୍ରଥୟମେ ଏକ ବିଶାଳ ମଗଧ ରାଜ୍ୟର ପରିକଳ୍ପନା କରି ଅଙ୍ଗେ ରାଜ୍ୟକୁ ଆକ୍ରମଣ କରି ଅଧିଗ୍ରହଣ କରିଥିଲେ ।

ଏମାନେ ନିଜ ବସା ପାଖକୁ ଆସୁଥିବା ବଡ଼ ବଡ଼ ପକ୍ଷୀ, ଯଥା କାଉ ଓ ଅନ୍ୟାନ୍ୟ ଶିକାରୀ ପକ୍ଷୀମାନଙ୍କୁ ଆକ୍ରମଣ କରିଥାନ୍ତି ।

|ଆଧାର|ବାହାର ଆଧାର|ନେପାଳର ହ୍ରଦ ଓନିକୋମାଇକୋସିସ Onychomycosis, ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ/tinea unguium) ଏକ ପ୍ରକାର କବକ ସଂକ୍ରମଣ (fungal infection) ଯାହା ନ‌ଖକୁ (nail) ଆକ୍ରମଣ କରେ ।

ଏହି ଆକ୍ରମଣରେ ସାଙ୍ଗାଙ୍କର କାନ୍ଦରେ ଆଘାତ ଲାଗିଥିଲା ।

onslaughts's Usage Examples:

take control of a trio of gigantic monsters trying to survive against onslaughts of military forces.


Tamil Nadu" and the protective barrier for the southern region defending onslaughts from invaders with motives of imperialism and exploitation.


Ashraf Khan halted both the Russian and Turkish onslaughts.


progressive and democratic forces were facing an uphill task of struggling the onslaughts by imperialism.


and massacred his kindred, chanting the Shiva Panchakshara, following onslaughts from all sides.


conquered or destroyed, withstanding not only wars, but also the natural onslaughts of ice and floods by the river.


players take control of gigantic monsters trying to survive against onslaughts of military forces.


As a result, when he read Leslie Stephen's An Agnostic's Apology, I found myself defenceless – thanks to the miserable deficiency of Anglican education – against his onslaughts.


"nbsp;269):The only way of avoiding the onslaughts of the ghāzīs was to become subjects of the Islamic state.


painted on the wall of the Kleinbasel churchyard, has survived numerous onslaughts over the years.


"the murderous onslaughts of the mounted Native Police and to venereal diseases and measles, which.


According to Plutarch, she was born in Ionia and "made her onslaughts upon the most influential men" of her times.


Prakash faces these onslaughts bravely.



Synonyms:

strike, blitz, onset, firing, fire, assault, bombardment, ground attack, attack, bombing, military operation, diversion, counterattack, diversionary attack, strafe, banzai attack, operation, onrush, blitzkrieg, banzai charge, coup de main, surprise attack, countermove, charge, incursion, penetration,

Antonyms:

overcharge, calm, absolve, linger, inability,

onslaughts's Meaning in Other Sites