<< merchandisings merchandized >>

merchandize Meaning in Odia (Oriya). ( merchandize ଶବ୍ଦର ଓଡିଆ ଅର୍ଥ)



ବାଣିଜ୍ୟ କର,

Verb:

ଶୀଘ୍ର ଆସୁଅଛି,

merchandize తెలుగు అర్థానికి ఉదాహరణ:

ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ ।

ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।

କିନ୍ତୁ, ଓଡ଼ିଶାର ନୌବାଣିଜ୍ୟର ପ୍ରତିଷ୍ଠାକୁ ପ୍ରତିହତ କରିବା ପାଇଁ ନବାବମାନେ ବିଦେଶୀ ବଣିକକୁ ଓଡ଼ିଶା ଉପକୂଳରେ ନୌବାଣିଜ୍ୟ କରିବା ପାଇଁ ଅନୁମତି ଦେଲେ ।

|ପ୍ରାଚୀନ କଳିଙ୍ଗର ନରପତିଙ୍କ ସମୟରେ ଯେତେବେଳେ ଜବା ଦ୍ୱୀପ (ଜାଭା), ସୁମାତ୍ରା, ବାଲି ଦ୍ୱୀପକୁ କଳିଙ୍ଗର ବଣିକମାନେ ନୌବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ମଧ୍ୟ କୋଶାମ୍ବ ବାଲେଶ୍ୱର ପରମିଟ ଘାଟ ବନ୍ଦରରୁ ପଣ୍ୟ ଦ୍ରବ୍ୟ ବିକାହେବା ପାଇଁ ଯାଉଥିଲା ।

ଓଡ଼ିଶାର ବଣିକମାନେ ଜାଭା, ସୁମାତ୍ରା ଅଦି ଦ୍ୱୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।

ପୂର୍ବକାଳରେ କଳିଙ୍ଗ ଦେଶର ସାଧବପୁଅମାନେ ଏହି କଟକ ଯୋବ୍ରା ମହାନଦୀ ଦେଇ ଜଳପଥ ଦେଇ ନୌବାଣିଜ୍ୟ କରୁଥିଲେ।

ଯେଉଁ ଜାତି ଏକ ଦୁର୍ଦ୍ଦଷ ଏବଂ ବୈଷୟିକ କଳାରେ ପାରଦର୍ଶୀ ତଥା ଉତ୍କୃଷ୍ଟ କଳାନୈପୁଣ୍ୟରେ ଅଖଣ୍ଡ ଭାରତରେ ପ୍ରସିଦ୍ଧି ଲାଭ କରିଥିଲା, ସେ ଜାତି କଣ ରୁଗ୍ଣ ମାନସିକ ସଂକ୍ରାମଣର ଶିକାର ହୋଇଥିଲା ଯେ ବିଦାୟକାଳୀନ ପରିବେଶକୁ ଉତ୍ସବମୁଖର କରି ଉପଭୋଗ କରୁଥିଲା ?|ଦ୍ୱିତୀୟତଃ କଳିଙ୍ଗର ସାଧବ ଗୋଟିଏ ସ୍ଥାନରୁ ବାଣିଜ୍ୟ କରିବାକୁ ଯାଉନଥିଲା ।

ସେ "ଏଚଆର କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ" କଲେଜରୁ ବାଣିଜ୍ୟ କରିଥିଲେ ।

୧୯୮୯ରେ ସେ ଓଡ଼ିଶା ଅର୍ଥ ସେବାରେ ଯୋଗ ଦେଇ ୨୦୧୯ରେ ଅତିରିକ୍ତ ବାଣିଜ୍ୟ କର ଆୟୁକ୍ତ ଭାବରେ ଅବସରଗ୍ରହଣ କରିଥିଲେ ।

merchandize's Usage Examples:

[citation needed] Doenecke married Carol Anne Soukup, merchandizer and later a pastel artist, on March 21, 1970.


wool, hides of beasts, wine, corn or grain, and other exotic or foreign merchandize are transferred, carried or conveyed to be sold".


and exchanging of, for, and with any negro slaves, goods, wares and merchandizes whatsoever to be vended or found” in western Africa.


the Brataualung taking up jobs with settlers in exchange for food and merchandize.


death; or, if any captain or mariner of any ship or other vessel, shall piratically and feloniously run away with such ship or vessel, or any goods or merchandize.


owner, and put the same to the sea, fraighted with their goodes and merchandizes the 20th September last past to traffique with the same to a place called.


In the supply chain for supplier-merchandized product, retailers will experience a reduction in cost of inventory.


January 1775 import from Great Britain any East India Goods, or any merchandize whatever, medicines excepted, nor will we after that day import from.


Anne"s Kunsthalle are merchandized together as St.


Santa Gertrudis was carrying "1,215,000, and merchandize.


It was never supposed to be a merchandized commodity to be bought and sold.


from Paris, Costa began selling his fashion sketches to designers and merchandizers including Oleg Cassini and Ceil Chapman.


Four likely negros, and sundry sort of merchandize, all to be seen at the place of sale from two of the clock till the sale.



merchandize's Meaning in Other Sites