merchanted Meaning in Odia (Oriya). ( merchanted ଶବ୍ଦର ଓଡିଆ ଅର୍ଥ)
ବଣିକ,
Noun:
ଡିଲର, ବ୍ୟବସାୟୀ, ସତ୍ୟବାଦର, ଷ୍ଟୋରକିପର,
People Also Search:
merchantingmerchantman
merchantmen
merchantries
merchantry
merchants
merchet
mercian
mercies
mercified
merciful
mercifully
mercifulness
mercifulnesses
mercify
merchanted తెలుగు అర్థానికి ఉదాహరణ:
ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ ।
ସ୍ଥାନୀୟ ରାଜା, ବଣିକ ଶ୍ରେଣୀ, ଅନ୍ୟ ସମ୍ଭ୍ରାନ୍ତ ଓ ଧନୀ ବର୍ଗର ଲୋକଙ୍କ ଆର୍ଥିକ ସହାୟତାରେ ଏହି ସବୁ ଗୁମ୍ଫାର ଖୋଦନ କରାଯାଇଥିଲା ।
|୧୫୨୮ରୁ ୧୫୩୮ ମସିହା ସମୟରେ ମାଲାକାରେ କେଲିଂଗ୍ ନାମକ ଏକ ବଣିକ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ ବୋଲି ଷୋଡ଼ଶ ଶତାବ୍ଦୀର ପର୍ତ୍ତୁଗୀଜ ପରିବ୍ରାଜକ କାଷ୍ଟାନେଡ଼ା କହିଛନ୍ତି ।
ନୈାବାଣିଜ୍ୟରେ ପ୍ରସିଦ୍ଧ କଳିଙ୍ଗ ବଣିକ କାରପାଶ ବସ୍ତ୍ର, ରେଶମ ବସ୍ତ୍ରକୁ ନେଇ ଯେପରି ପୃଥିବୀ ବାଣିଜ୍ୟର ମାନଚିତ୍ରରେ ଯେଉଁ ସ୍ୱତନ୍ତ୍ରତା ସୃଷ୍ଟି କରିଥିଲେ ,ତାହା ଓଡ଼ିଆଙ୍କୁ ଆଜି ମଧ୍ୟ ଚମତ୍କୃତ କରେ ।
ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।
|ରାମପୁର ପଶ୍ଚିମ ତିବ୍ୱତରେ ଥିବା ହିନ୍ଦୁ ,ବୁଦ୍ଧ ଓ ବନ ଧର୍ମସ୍ଥଳୀ ପାଇଁ ତଥା କୈଳାଶ ପର୍ବତ ଓ ମାନସରୋବର ହ୍ରଦକୁ ଯିବାର ରାସ୍ତାରେ ରହିଥିବାରୁ ଏଠାରେ ସର୍ବଦା ତୀର୍ଥ ଯାତ୍ରୀ ତଥା ବଣିକ ମାନଙ୍କ ଗହଳି ରହିଥାଏ ।
ବିଭିନ୍ନ ସମୟରେ ଏହି ପଥସବୁ ଯୋଡ଼ିଥିଲା ଏସିଆ ମହାଦେଶ ସହ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଭିତରେ ଚଳଣିଗତ ପରିବହନ ନିମନ୍ତେ ଚୀନ ଓ ଭାରତର ବଣିକ, ତୀର୍ଥଯାତ୍ରୀ, ସାଧୁ, ଯାଯାବର ଓ ସହରୀ ଲୋକଙ୍କୁ ଭୂମଧ୍ୟ ସାଗର ସହ ଯୋଡ଼ିଥିଲା ।
ହରପ୍ପାନ୍ ବଣିକମାନଙ୍କର ମେସୋପୋଟାମିଆରେ କ୍ରୟ କଲୋନୀ ମଧ୍ୟ ଥିଲା ଯାହାକି ବାଣିଜ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା ।
ଭାରତୀୟ ବଣିକମାନେ ଫୁନାନ ଓ ଅଂକୋରର କ୍ଷ୍ମେର୍ ସାମ୍ରାଜ୍ୟ ଓ ଶ୍ରୀବିଜୟଙ୍କ ସହିତ ବାଣିଜ୍ୟିକ ସମ୍ପର୍କ ରଖିଥିଲେ ଓ ଦକ୍ଷିଣ-ପୂର୍ବ ଏସିଆରେ ରାମାୟଣ ଭାରତୀୟ ବଣିକ ଓ ବିଦ୍ୱାନମାନଙ୍କଦ୍ୱାରା ହିଁ ପ୍ରଚାରିତ ହୋଇଥିଲା ।
କଳିଙ୍ଗରୁ ବାହାରିଥିବା ଏକ ବଣିକଦଳ ଖ୍ରୀ.ପୂ. ୭୫ରେ ଏଠାରେ ଏକ ଜନବସତି ସ୍ଥାପନ କରିଥିଲେ ।
ଏହି ମୃତ୍ୟୁଲେଖ (obituary)ରେ ଆଲ୍ଫ୍ରେଡ୍ଙ୍କୁ "ମୃତ୍ୟୁର ବଣିକ" (Merchant of Death) ରୂପେ ବର୍ଣ୍ଣନା କରାଗଲା।