<< merchandizes merchandizings >>

merchandizing Meaning in Odia (Oriya). ( merchandizing ଶବ୍ଦର ଓଡିଆ ଅର୍ଥ)



ବାଣିଜ୍ୟ କରିବା,

Noun:

ଦ୍ରବ୍ୟ,

merchandizing తెలుగు అర్థానికి ఉదాహరణ:

ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ ।

କିନ୍ତୁ, ଓଡ଼ିଶାର ନୌବାଣିଜ୍ୟର ପ୍ରତିଷ୍ଠାକୁ ପ୍ରତିହତ କରିବା ପାଇଁ ନବାବମାନେ ବିଦେଶୀ ବଣିକକୁ ଓଡ଼ିଶା ଉପକୂଳରେ ନୌବାଣିଜ୍ୟ କରିବା ପାଇଁ ଅନୁମତି ଦେଲେ ।

|ପ୍ରାଚୀନ କଳିଙ୍ଗର ନରପତିଙ୍କ ସମୟରେ ଯେତେବେଳେ ଜବା ଦ୍ୱୀପ (ଜାଭା), ସୁମାତ୍ରା, ବାଲି ଦ୍ୱୀପକୁ କଳିଙ୍ଗର ବଣିକମାନେ ନୌବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ମଧ୍ୟ କୋଶାମ୍ବ ବାଲେଶ୍ୱର ପରମିଟ ଘାଟ ବନ୍ଦରରୁ ପଣ୍ୟ ଦ୍ରବ୍ୟ ବିକାହେବା ପାଇଁ ଯାଉଥିଲା ।

ଓଡ଼ିଶାର ବଣିକମାନେ ଜାଭା, ସୁମାତ୍ରା ଅଦି ଦ୍ୱୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।

ଯେଉଁ ଜାତି ଏକ ଦୁର୍ଦ୍ଦଷ ଏବଂ ବୈଷୟିକ କଳାରେ ପାରଦର୍ଶୀ ତଥା ଉତ୍କୃଷ୍ଟ କଳାନୈପୁଣ୍ୟରେ ଅଖଣ୍ଡ ଭାରତରେ ପ୍ରସିଦ୍ଧି ଲାଭ କରିଥିଲା, ସେ ଜାତି କଣ ରୁଗ୍ଣ ମାନସିକ ସଂକ୍ରାମଣର ଶିକାର ହୋଇଥିଲା ଯେ ବିଦାୟକାଳୀନ ପରିବେଶକୁ ଉତ୍ସବମୁଖର କରି ଉପଭୋଗ କରୁଥିଲା ?|ଦ୍ୱିତୀୟତଃ କଳିଙ୍ଗର ସାଧବ ଗୋଟିଏ ସ୍ଥାନରୁ ବାଣିଜ୍ୟ କରିବାକୁ ଯାଉନଥିଲା ।

merchandizing's Usage Examples:

issued Teste Rege titled: "A Proclamation for establishing of trade and merchandizing and traffique within the towne and marches of Callice with divers immunities.


undersigned have formed a co-partnership for the transaction of a general merchandizing business under the name and firm of Lazard " Wolfskill.


she oversaw all aspects of business from construction, buying, and merchandizing to finance and payroll.


Young, and is currently active in merchandizing The Swan Princess brand and creating more animated films with Sony Pictures.


It is involved in the production of audio-visual presentations and merchandizing of products.


and commerce-related solutions in fraud, risk management, analytics, merchandizing and global payment connectivity.


back to his birthplace of Portland where he took a job working as a merchandizing salesman for Associated Oil.


1970s, however, thanks to Seuling"s changes to distribution — and the merchandizing success of such comic-book-styled films as Star Wars and Superman —.


Moore attended BYU where she majored in fashion merchandizing and minored in business management.


Examples involve Kalkofe himself and merchandizing relating to his shows referring to him as Kalkinator (in reference to.


technology, medical, and industrial products as well as services and retail merchandizing.


were Jews, and a similar proportion accounted for Jewish ownership and merchandizing of alcohol.


meat, egg, and oilseed processing, livestock feed, grain handling and merchandizing.



merchandizing's Meaning in Other Sites