<< gan ganch >>

ganapati Meaning in Odia (Oriya). ( ganapati ଶବ୍ଦର ଓଡିଆ ଅର୍ଥ)



ଗଣପତି,

Noun:

ଗଣପତି,

People Also Search:

ganch
ganching
ganda
gander
ganders
gandhara
gandhi
gandhian
gandhism
gandhist
ganesa
ganesh
ganesha
gang
gang fight

ganapati తెలుగు అర్థానికి ఉదాహరణ:

ସେ ନବଗ୍ରହ ସମୂହର ନାୟକ ବୋଲି ଜଣାଯାଏ, ସେଥିପାଇଁ ତାଙ୍କୁ ଗଣପତି ବୋଲି ବିଶ୍ୱାସ କରାଯାଏ ।

ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା ।

ସେଠାରେ ଗଣପତି ଓ ଦଶଦିଗପାଳଙ୍କ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥାଏ ।

ତାଙ୍କ ପିତାଙ୍କ ନାମ ପୁମ୍ପୁ ଗଣପତି (‌Pumpu Ganapathy) ଆୟାର ଓ ମାତାଙ୍କ ନାମ ମୀନାକ୍ଷୀ ଆୟାର ଥିଲା ।

ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ।

ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍‌କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ ।

| ଶାସନ |ରୁଦ୍ରମା ଦେବୀ ସମ୍ଭବତଃ ୧୨୬୧-୬୨ ମସିହାରେ ତାଙ୍କ ପିତା ଗଣପତି ଦେବଙ୍କ ସ‌ହ ମିଳିତ ଭାବରେ କାକତୀୟ ସାମ୍ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ ।

|ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ତାଙ୍କ ବାପାଙ୍କ ନାମ ଗଣପତି ସାହୁ ଏବଂ ପତ୍ନୀଙ୍କ ନାମ ସୀତା ସାହୁ ।

| ଆଧାର |ଚିକିତ୍ସା ବିଜ୍ଞାନ ମହାଦେବ ଆୟାର ଗଣପତି (୧୯୦୩–୧୯୭୬) ଜଣେ ଇଞ୍ଜିନିୟର ଓ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ।

ଲୋକମାନଙ୍କର ପୂଜା ଓ ଧ୍ୟାନ ପଦ୍ଧତି ଅନୁସାରେ ଓ ବିଭିନ୍ନ ପରମ୍ପରା ଅନୁସାରେ ତାଙ୍କୁ ଏକ ବାଳକ (ବାଳ ଗଣପତି) (बाल गणपति; ) ବା ଏକ ତାନ୍ତ୍ରୀକ ଭଗବାନ ରୂପରେ ମଧ୍ୟ ପୂଜା କରାଯାଏ ।

ganapati's Usage Examples:

"Sri Mahaganapatim" (Gowlai) came through arresting with the costmary rhythmic gait variations in the chittaswaras.



ganapati's Meaning in Other Sites