<< ganesh gang >>

ganesha Meaning in Odia (Oriya). ( ganesha ଶବ୍ଦର ଓଡିଆ ଅର୍ଥ)



ଗଣେଶ,

Noun:

ଗଣେଶ,

People Also Search:

gang
gang fight
gang rape
gang up
gang war
ganga
gangbang
gangbangs
gangboard
gangboards
ganged
ganger
gangers
ganges
gangetic

ganesha తెలుగు అర్థానికి ఉదాహరణ:

ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ:|୨୦୧୪: ଗଣେଶ୍ୱର ପାତ୍ର (ବିଜଦ)|୨୦୦୯: (୩୨): ମନୋରଞ୍ଜନ ସେଠୀ (ବିଜଦ)|ଆଧାର|ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ସୋର (କ୍ରମିକ ସଂଖ୍ୟା: ୪୧) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ ।

କଳ୍ପବଟ ତଳେ ବଟଗଣେଶ ଏବଂ ବଟମଙ୍ଗଳାଙ୍କୁ ଦର୍ଶନ କରି ସାତପାହାଚ ବାଟେ ନାଟମଣ୍ଡପରେ ପ୍ରବେଶ କରନ୍ତି ।

|ଉତ୍ତରଦ୍ୱାର ପାହାଚ ଉପର ବାମପାଖରେ ଥିବା ପର୍ଶୁନାଥ ଓ ଧବଳେଶ୍ୱର ମନ୍ଦିରର ଦକ୍ଷିଣପାଖ ଦେବତା ଗଣେଶ ଥିବା ସ୍ଥଳେ ଧବଳେଶ୍ୱର ମନ୍ଦିର ସାମ୍ନାପଟ କାନ୍ଥରେ ଗଣେଶଙ୍କର ଏକ ଚିତ୍ର ପ୍ରତିମା ରହିଛି ।

ମରାମତି ସମୟରେ ଏଠାରୁ ସୂର୍ଯ୍ୟମୂର୍ତ୍ତି, ଚାରିଭୂଜା ମହିଷାମର୍ଦ୍ଦିନୀ, ଅଷ୍ଟଭୂଜା ଚାମୁଣ୍ଡା, ଚାରିଭୂଜା ଚାମୁଣ୍ଡା ପାର୍ବତୀମୂର୍ତ୍ତି, ଗଣେଶମୂର୍ତ୍ତି, ପ୍ରାଚୀନ ମନ୍ଦିରର ବଜ୍ରମସ୍ତକ, ଆମଳକ ଶିଳା, ଅନେକ ପ୍ରାଚୀନ ସ୍ତମ୍ଭର ଉପରିଭାଗ, ମିଥୁନମୂର୍ତ୍ତି, କ୍ଷୁଦ୍ରକ୍ଷୁଦ୍ର ବୌଦ୍ଧ ସ୍ତୂପ ଭଳି ପଥରଖଣ୍ଡ ଯେଉଁଥିରେ କି ପୂଜକ ଶିବଲିଙ୍ଗକୁ ପୂଜା କରୁଥିବାର ଦୃଶ୍ୟ ଖୋଦିତ ହୋଇଛି, ତାନ୍ତ୍ରିକ ମନ୍ଦିରର ଉପରିଭାଗ ଆଦି ମିଳିଛି ।

|ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଉଭୟ ପବିତ୍ର ଦିବସରେ ଓଡ଼ିଆମାନେ ବାଲ୍ୟକାଳରେ ଜୀବନରେ ମାତ୍ର ଥରେ ସିଲଟ ଉପରେ ପ୍ରଥମ ଅକ୍ଷର ଲେଖି ବିଦ୍ୟାର ବୀଜ ବୁଣନ୍ତି ।

ଶ୍ରୀମନ୍ଦିର ସ୍ୱତ୍ୱଲିପି (୨ୟ ଭାଗ)ରେ ଏହି ମନ୍ଦିରର ନାମ କାଞ୍ଚି ଗଣେଶଙ୍କର ମନ୍ଦିର ବୋଲି ଉଲ୍ଲେଖ ଅଛି ।

|ମୁଖ୍ୟମନ୍ଦିର ବିମାନର ଦକ୍ଷିଣପୂର୍ବ ରାହାପାଗ ଅଂଶରେ ତଳୁପ୍ରାୟ ୩୦ରୁ ୪୦ ଫୁଟ ଉଞ୍ଚରେ ଏକ ଦକ୍ଷିଣାଭିମୁଖୀ ଗଣେଶ ଏବଂ ପା ଭାଗରେ ପଟା ଅଂଶରେ କେତେକ ଦେବାଦେବୀଙ୍କ ସହ ଏକ ଗଣେଶ ମୂର୍ତ୍ତି ଅବସ୍ଥିତ ।

|ରୋଷ ଘରେ ଥିବା ଗଙ୍ଗା ଓ ଯମୁନା କୂଅ ନିକଟସ୍ଥ କାନ୍ଥରେ ଦୁଇଟି ପଥର ନିର୍ମିତ ଗଣେଶ ମୂର୍ତ୍ତି ଦେଖାଯାଏ ।

|ଦୂର୍ଗାପୂଜା|ଗଣେଶ ପୂଜାଠାରୁ ପାର୍ବଣ ଆରମ୍ଭ ହୋଇଥାଏ ।

|ଶୀତଳାଙ୍କ ମନ୍ଦିର ଭିତରେ ଏକ ଗଣେଶ ମୂର୍ତ୍ତି ବିରାଜିତ ।

|ସମ୍ପର୍କର ବ୍ୟାଖ୍ୟା|ଶିବ ପୁରାଣର ଏକ କାହାଣୀ ଅନୁସାରେ ପ୍ରଜାପତିଙ୍କର ସିଦ୍ଧି ଓ ବୁଦ୍ଧି ନାମକ ଦୁଇ ଝିଅଙ୍କୁ ବିବାହ କରିବା ନିମନ୍ତେ ଗଣେଶ ଓ ତାଙ୍କ ଭାଇ ସ୍କନ୍ଦଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲେ ଯେଉଁଥିରେ ଗଣେଶ ବୁଦ୍ଧିମତ୍ତାରେ ଜିତିଥିଲେ ।

ganesha's Meaning in Other Sites