gandhi Meaning in Odia (Oriya). ( gandhi ଶବ୍ଦର ଓଡିଆ ଅର୍ଥ)
ଗାନ୍ଧୀ,
Noun:
ଗାନ୍ଧୀ,
People Also Search:
gandhiangandhism
gandhist
ganesa
ganesh
ganesha
gang
gang fight
gang rape
gang up
gang war
ganga
gangbang
gangbangs
gangboard
gandhi తెలుగు అర్థానికి ఉదాహరణ:
|ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରା ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା ।
| ଆଧାର |ମେସିନ ଅନୁବାଦରେ ତିଆରି ପ୍ରସଙ୍ଗ କାନୁ ଗାନ୍ଧୀ (୧୯୨୮ - ୭ ନଭେମ୍ବର ୨୦୧୬) ଜଣେ ଭାରତୀୟ ବୈଜ୍ଞାନିକ ଥିଲେ ।
ହୁଏତ ଗାନ୍ଧୀ ସର୍ବଦା କୁହନ୍ତି କି , ଯେବେ ସେ ମରିବେ ସେବେ ତାଙ୍କ ମୁଖରୁ କେବଳ "ରାମନାମ" ହିଁ ଥିବ ।
ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବବୋଲି ବିଶ୍ୱାସ ରଖିଥିଲେ ।
ଗାନ୍ଧୀଙ୍କୁ ମଧ୍ୟ ଗିରଫ କରାଯାଇ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା କିନ୍ତୁ ଅସୁସ୍ଥତା ହେତୁ ଫେବୃଆରୀ ୧୯୨୪ରେ ମୁକ୍ତ କରାଯାଇଥିଲା।
ନିର୍ମଳା ସୀତାରାମଣ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ; ତେବେ ପ୍ରଧାନମନ୍ତ୍ରୀ ଥିବାବେଳେ ଇନ୍ଦିରା ଗାନ୍ଧୀ ଏହି ମନ୍ତ୍ରାଳୟକୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ।
୭୮ ବର୍ଷ ବୟସରେ ୧୯୩୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଓଡ଼ିଶା ଆସି ବନ୍ୟା ପ୍ରପୀଡ଼ିତ ଓଡ଼ିଶାର ଦୁର୍ଦ୍ଦଶା ଲାଘବ ନିମିତ୍ତ ମହାନଦୀ ଅବବାହିକାର ଉପର ମୁଣ୍ଡରୁ ତଳମୁଣ୍ଡ ପର୍ଯ୍ୟନ୍ତ ଅଗମ୍ୟ ଅଞ୍ଚଳମାନଙ୍କୁ ହାତୀରେ ଯାଇ ସର୍ବେକ୍ଷଣ କରିଥିଲେ ।
|| ଗାନ୍ଧୀ:ଜଣା-ଅଜଣା |ନୋବେଲ ଶାନ୍ତି ପୁରସ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚଥର ଚୟନ କରାଯାଇଥିଲା ।
ଏହି ଗସ୍ତକାଳରେ ଗାନ୍ଧୀଜୀଙ୍କ ଇଂରେଜ ବନ୍ଧୁ ଏସ. ଏଫ. ଆଣ୍ଡୃଜ ତାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଲିଖିତ ‘ଇଣ୍ଡିଆ ଆଣ୍ଡ ସାଇମନ କମିଶନ ରିପୋର୍ଟ’ରେ ଏହି ବନ୍ୟାର କରୁଣ ଚିତ୍ର ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ, ଯାହା ଫଳରେ ସେ କାଳର ବିହାର-ଓଡ଼ିଶା ସରକାର ବାଧ୍ୟ ହୋଇ ଓଡ଼ିଶାକୁ ତୁରନ୍ତ ରିଲିଫ ସାମଗ୍ରୀ ପଠାଇଥିଲେ ।
|ଏକଦା ମଧ୍ୟ ପ୍ରଦେଶର ଜଣେ ଥିଏଟର କଳାକାର ହବିବ ତନବିର ତାଙ୍କ ପ୍ରତିଭା ଦେଖି ପ୍ରଭାବିତ ହେଲେ ଓ ସେତେବେଳର ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାକୁ ଡକରା ପାଇ ଗଲେ ଓ ପ୍ରଦର୍ଶନ କରିଥିଲେ ।
ଗାନ୍ଧୀଙ୍କ ପାଖକୁ ଏହିପରି ଖବର ଆସିବା ହେତୁ ସେ ବହୁ ଦୁଃଖୀ ଥିଲେ ଏବଂ ସେ ଏସବୁର ଜବାବ ଦେବାକୁ ଚାହୁଁଥିଲେ ।
|ରାଜନୀତି ଜୀବନ|ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ ।
ତିନି ଥର ଭାରତୀୟ ସୁକ୍ଷ୍ମ କଳା ସୋସାଇଟି ପୁରସ୍କାର, ପୃଥିବୀ ତେଲୁଗୁ ଫେଡେରେସନ ପୁରସ୍କାର, ପଦ୍ମ ସାଧନା, ଆସେଣ୍ଡାସ ଏକସେଲେନ୍ସ ପୁରସ୍କାର ଓ ରାଜୀବ ଗାନ୍ଧୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ୟୁଥ ଡେଭଲପମେଣ୍ଟର ସ୍ୱର ତନଙ୍ଗିଣୀ ପୁରସ୍କାର ମଧ୍ୟ ପାଇଥିଲେ ।
gandhi's Usage Examples:
Other major playsOther great plays include Ratnavali, Nagananda and Priyadarsika by Sri Harsha (7th century CE), Mahendra Vikram Varman Mattavilasa Prahasana, Shakti Bhadra's Āścaryacūḍāmaṇi, Kulasekhara's Subhadra Dhananjaya and Tapatisamvarana, Neelakanta's Kalyana Saugandhika and Sri Krishna Charita.
Acharya Ramamurti (1913–2010) was an Indian social activist, gandhian, educationist and academic.
Many people have referenced Strung Out, Hot Water Music, Propagandhi, and Strike Anywhere as the band's similar artists.
Bakavadham, Kalyanasaugandhikam, Kirmeeravadham and Kalakeyavadham punctiliously conform to the strict rules of kathakali, they are particularly favoured.
and it is closest to gandhi market which has everything which you can ever ask for from low brand cloths to showroom and from street food to restaurants.
Canadian punk band, Propagandhi, has a track titled Nigredo on their 2017 album Victory Lap.
famous dandi march after gandhiji here mango"s tree under palm date"s bark"s one hut-in date.
Synonyms:
Indira Gandhi, Mrs. Gandhi, Indira Nehru Gandhi,