<< fatherinlaw fatherlands >>

fatherland Meaning in Odia (Oriya). ( fatherland ଶବ୍ଦର ଓଡିଆ ଅର୍ଥ)



ମାତୃଭୂମି,

Noun:

ଜନ୍ମସ୍ଥାନ, ମାତୃଭୂମି |,

fatherland తెలుగు అర్థానికి ఉదాహరణ:

ମାତୃଭୂମି ଧାରଣ ମେକ୍ସିକୋ, ଚୀନ, ଋଷିଆ ଇତ୍ୟାଦି ଦେଶମାନଙ୍କରେ ଥିଲେ ମଧ୍ୟ ଏହା ସମସ୍ତ ଲୋକଙ୍କ ପ୍ରତି ପ୍ର‌ଯୁଜ୍ୟ ହୋଇଛି ଓ ଭାରତ ଭଳି କୌଣସି ଧର୍ମ ସ‌ହିତ ସଂଯୁକ୍ତ ହୋଇନାହିଁ ।

ସଂଖ୍ୟାଲଘୁ ଗୋରା ଲୋକଙ୍କର ବ୍ରିଟିଶ ସାମ୍ରାଜ୍ୟ (British Empire) ତାଙ୍କ ନିଜ ମାତୃଭୂମି ଉପରେ ଶାସନ କରୁଥିବା ଦେଖି ସେ କ୍ରୋଧାନ୍ୱିତ ମୁଗାବେ ମାର୍କିସ୍ଟ ହୋଇ କଳା ଲୋକଙ୍କ ଶାସନାଧୀନ ସ୍ୱାଧୀନ ଦେଶ ଗଢ଼ିବା ଲକ୍ଷରେ ଆଫ୍ରିକାନ ନ୍ୟାସନାଲିସ୍ଟ ଦଳରେ ଯୋଗଦାନ କଲେ ।

ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ ।

ପାହାଡ଼ ଉପରେ ମାତୃଭୂମିର ଡାକ ସୂଚକ ପ୍ରତିମୂର୍ତ୍ତି (Родина-мать зовёт! – ରୋଡିନା ମାଟ୍ ଜୋଭ୍ୟୋତ୍) ମଧ୍ୟ ସ୍ଥାପିତ ହେଲା ।

୧୯୫୮-୬୦ ଯାଏଁ, ସେ ମାତୃଭୂମି ଓ ୧୯୬୦-୬୯ ଯାଏଁ କଳିଙ୍ଗରେ ସାମ୍ବାଦିକତା କରିଥିଲେ ।

୧୯୬୭ ମସିହାରେ ଏଠାରେ ନିର୍ମିତ ମାତୃଭୂମିର ଡାକ (The Motherland Calls) ପ୍ରତିମୂର୍ତ୍ତି ସେହି କାଳର ମୁକ୍ତ ଭାବେ ଦଣ୍ଡାୟମାନ ବିଶ୍ୱର ବୃହତ୍ତମ ମୂର୍ତ୍ତି ଥିଲା ।

|କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, ପ୍ରଜାତନ୍ତ୍ରର ମୀନାବଜାର, ସମାଜର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା ।

|ଆଧାର|ମୃଗ ପ୍ରଜାତି ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ (କେ ଜେଡ୍ ଏଫ୍) ଏକ ସୈନ୍ୟବାହିନୀ ଓ ଏକ ଶିଖ ମାତୃଭୂମି ଖଲିସ୍ଥାନ ସୃଷ୍ଟି କରିବା ପାଇଁ ଅସ୍ତ୍ରଶସ୍ତ୍ରଦ୍ୱାରା ହୋଇଥିବା ଖଲିସ୍ଥାନ ଆନ୍ଦୋଳନର ଏକ ଅଂଶ ।

|ଜର୍ମାନୀ ମଧ୍ୟ ଅନେକ ଉଦ୍ଭାବକ ଓ ଯନ୍ତ୍ରୀଙ୍କ ମାତୃଭୂମି

ନିଷ୍ଠୁର ଇଂରେଜ ଶାସନରୁ ନିଜ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାଲାଗି ସଂକଳ୍ପବଦ୍ଧ ହୋଇଥିଲେ ।

ଓଡ଼ିଆମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତ‌ଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତାମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ।

"ଦୈନିକ ପ୍ରଜାତନ୍ତ୍ର" (୧୯୪୭–୧୯୫୧) ଓ "ଦୈନିକ ମାତୃଭୂମି" (୧୯୫୧–୧୯୫୬)ର ସେ ସମ୍ପାଦକ ଥିଲେ ।

fatherland's Usage Examples:

The Parianeros, realizing Viceroy Garibay"s control over his countrol, they put on airs as saviors of the fatherland.


coat of arms reads Præferre Patriam Liberis Parentem Decet (Latin: "It is seemly for a parent to put his fatherland before his children"), also a nod to.


girl! My blue eyes look enraged upon him, And my heart hates him, Who misjudges his fatherland.


What we must fight for is to safeguard the existence and reproduction of our race and our people, the sustenance of our children and the purity of our blood, the freedom and independence of the fatherland, so that our people may mature for the fulfillment of the mission allotted it by the creator of the universe.


blood!” What joy, for fatherland to die! Death"s darts e"en flying feet o"ertake, Nor spare a recreant chivalry, A back that cowers, or loins that quake.


Hail to Biafra, consecrated nation,O fatherland, this be our solemn pledge:Defending thee shall be a dedication,Spilling our blood we’ll count a privilege;The waving standard which emboldens the freeShall always be our flag of liberty.


(otechestvo means "the fatherland"), as opposed to a campaign abroad (заграничная война), and later was reinterpreted as a war for the fatherland, i.


gynybos koledžas Emblem Motto Ad securitatem patriarum (Latin: For the fatherlands’ security) Type Military college Established 25 February 1999 Academic.


and those also who, exiled from their fatherlands, wander about in wretchedness or still languish in captivity, may receive heavenly consolations and.


Most of their lyrics feature topics such as fatherland, honor, war, patriotism and Lithuanian traditions.


fatherland, to respect the rights of my co-citizens, and to fulfill without fail the obligations of a citizen.


A homeland may also be referred to as a fatherland, a motherland, or a mother country, depending on the culture and language.


Party to power in Germany, the CEDA aligned itself with similar propaganda ploys to the Nazis, including the Nazi emphasis on authority, the fatherland,.



Synonyms:

motherland, old country, country of origin, homeland, mother country, country, native land, state, land,

Antonyms:

utopia, nonexistence, nonbeing, leave, embark,

fatherland's Meaning in Other Sites