<< fathership fathom >>

fathersinlaw Meaning in Odia (Oriya). ( fathersinlaw ଶବ୍ଦର ଓଡିଆ ଅର୍ଥ)



ପିତୃପୁରୁଷ,

ଶଶୁର,

fathersinlaw తెలుగు అర్థానికి ఉదాహరణ:

|ପ୍ରାଚୀନ ମିଶର୍ ସଭ୍ୟତାର ଆରମ୍ଭ ବେଳକୁ ସେଠାକାର ଲୋକେ ବିଶ୍ୱାସ କରୁଥିଲେ ଯେ ଭଗବାନ, ମନୁଷ୍ୟ ଓ ପିତୃପୁରୁଷଙ୍କଦ୍ୱାରା ଆମ ଜଗତ ଗଠିତ ।

|ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାବେଳେ କଞ୍ଚା ଲେଉଟିଆ ଶାଗ ଦରକାର ହୋଇଥାଏ ।

ସେମାନଙ୍କ ଧାରଣା ପିତୃପୁରୁଷଗଣ ଅଲୌକିକ ଶକ୍ତିମାନଙ୍କ ସହିତ ଏଣେତେଣେ ବିଚରଣ କରିଥା'ନ୍ତି ।

କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ ।

ଦଶହରା ମାସ ପିତୃପକ୍ଷରେ ପରଲୋକଗତ ପିତୃପୁରୁଷଙ୍କୁ ପିଣ୍ଡପ୍ରଦାନ ପରେ ଗଙ୍ଗାସ୍ନାନ ବିଧି ରହିଥିବାରୁ ପଶ୍ଚିମ ଓଡ଼ିଶାର ଲୋକେ ବିକଳ୍ପ ସଦୃଶ୍ଯ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀବେଶ ଦର୍ଶନ କରିଥାଆନ୍ତି ।

|ଏହାର ଅର୍ଥ ହେଲା – ହେ ପିତୃପୁରୁଷ

ଦକ୍ଷିଣ ପଟକୁ ରହିଥିବା ୧୨ଟି କୋଠରୀ ପିତୃପୁରୁଷମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ।

ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଦୀପାବଳୀ ଦିନ ପିତୃଲୋକକୁ ପୁନର୍ଗମନ କରନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

| ବୈଶିଷ୍ଟ୍ୟ |ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।

ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ ।

ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।

|ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ ।

fathersinlaw's Meaning in Other Sites