<< fathering fatherland >>

fatherinlaw Meaning in Odia (Oriya). ( fatherinlaw ଶବ୍ଦର ଓଡିଆ ଅର୍ଥ)



ଠାକୁର, ଶଶୁର,

fatherinlaw తెలుగు అర్థానికి ఉదాహరణ:

| ପ୍ରାରମ୍ଭିକ ଜୀବନ |ଠାକୁର ଝାଡଖଣ୍ଡର ଗୋଦଡା ଜିଲ୍ଲାର ଠାକୁର ଗାଙ୍ଗଟି ଗାଁରେ ଜନ୍ମଗ୍ରହଣ କରିଥିଲେ ।

ଏହି ଉତ୍ସବର ସ୍ୱତନ୍ତ୍ର ନୀତି ମୁତାବକ ମଧ୍ୟାହ୍ନ ଧୂପ ବେଶରେ ବଡ଼ ଠାକୁର ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ ।

ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ ।

କାଳଭୈରବ ଆଜ୍ଞାମାନି ନିଜକୁ ଗୋଡ଼ପଟରୁ ଭକ୍ଷଣ କରି ଛାତି ପାଖରେ ପହଞ୍ଚିବା ପରେ ଶିବ ତାକୁ ସେଇଠି ଅଟକି, ସେହି ରୂପରେ ମନ୍ଦିରର ମୁଖଶାଳା ବା ପ୍ରବେଶଦ୍ୱର ସାଜିବାକୁ ନିର୍ଦ୍ଦେଶ ଦେଲେ ଓ ଯେଉଁ ଭକ୍ତ ସେଥିମଧ୍ୟରେ ପ୍ରବେଶ କରି ଠାକୁର ଦର୍ଶନକୁ ଯିବ ତାହର ସମସ୍ତ ପାପ କ୍ଷୟ ହେବ ବୋଲି ମହାଦେବ ଆଜ୍ଞା କଲେ ।

' ଯଯାତି କେଶରୀ ମହାରାଜା ସୋନପୁର ପର୍ଯ୍ୟନ୍ତ ଆସି ଖଣ୍ଡାୟତମାନଙ୍କୁ ପଚାରନ୍ତେ ଠାକୁରମାନେ ପାତାଳୀ ହୋଇଥିବା|ସେମାନଙ୍କଠାରୁ ଶୁଣିଲେ କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପାତାଳୀ ହୋଇଛନ୍ତି କେହି କହିପାରିଲେ ନାହିଁ ।

| ଅଳଙ୍କାର |ଗଜଉଦ୍ଧାରଣ ବେଶରେ ତିନି ଠାକୁରଙ୍କ ମଥାରେ ଚୂଳ ଓ କିରୀଟ ସହ ସୁବର୍ଣ୍ଣ ନିର୍ମିତ ପଦ୍ମମାଳି, କଦମ୍ବମାଳି ପ୍ରଭୃତିରେ ଭୁଷିତ ହୋଇଥାନ୍ତି ।

ତେଣୁ ଦକ୍ଷ ପ୍ରଜାପତି ମନ୍ଦିରଟି ହେଲା ସେହି ଠାକୁରାଣୀଙ୍କର ପିତ୍ରାଳୟ ।

| ଆଧାର |ହିନ୍ଦୁ ଦେବୀ|Wiki loves Women South Asia 2020 ଦେବୀ (ଇଂରାଜୀ ଭାଷାରେ Devī , Sanskrit: देवी) ଏକ ସଂସ୍କୃତ ଶବ୍ଦ ଯାହା ଠାକୁରାଣୀ ଅର୍ଥରେ ପ୍ରୟୋଗ ହୁଏ; ଏହାର ପୁଂଲିଙ୍ଗ ଶବ୍ଦ: ଦେବ ବା ଦେବତା ଅର୍ଥ ସ୍ୱର୍ଗୀୟ ବା ଅତ୍ୟୁତ୍ତମ ।

ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଖଳି ବିଜେରେ ତିନି ଜଣ ସେବାୟତ ଶ୍ରୀମନ୍ଦିର ଯାଇଥାଆନ୍ତି ।

ଏ ପର୍ଯ୍ୟନ୍ତ ବସି ରହିଛନ୍ତି ?’ ତାହାର ଉତ୍ତରରେ ମା’ ଧୀରେ ଧୀରେ କହିଲେ, ‘ବାପା, ଶୋଇବି କଅଣ ? ମୋ ଆଖିରେ କ’ଣ ନିଦ ଅଛି ? ଏଠାରୁ ଦୀକ୍ଷାର୍ଥୀମାନେ ତ ଦୀକ୍ଷା ନେଇ ଯାଆନ୍ତି, କିନ୍ତୁ କିଛି କରନ୍ତି ନାହିଁ; ତେଣୁ ପିଲାମାନଙ୍କ ପାଇଁ କିଛି କରୁଛି, ଆଉ ଠାକୁରଙ୍କୁ ଜଣାଉଛି, ‘ହେ ଠାକୁର ! ଏମାନଙ୍କ ଇହକାଳ ଓ ପରକାଳର କଲ୍ୟାଣ କର ।

ଠାକୁରଙ୍କ ତରଫରୁ ଜଗନ୍ନାଥ ବଲ୍ଲଭ ମଠକୁ ଯାଇ ଶିକାର କରନ୍ତି ।

ରାତିରେ ଠାକୁର ଝୁଲଣରେ ଥାଆନ୍ତି ।

କେତେକ ଦେଉଳରେ ମଧ୍ୟ ଏଗୁଡ଼ିକ ଅଧୀଷ୍ଠିତ ଠାକୁରଙ୍କ ପ୍ରତିମା ରଖିବା ପାଇଁ ବ୍ୟବହାର କରାଯାଇଥାଏ ।

fatherinlaw's Usage Examples:

His fatherinlaw Shethjee Chaturbhujdas Chimanlal Zaverchand Laxminchand Parikh of Panchwati.



fatherinlaw's Meaning in Other Sites