<< distally distanced >>

distance Meaning in Odia (Oriya). ( distance ଶବ୍ଦର ଓଡିଆ ଅର୍ଥ)



ଦୂରତା,

Noun:

ବ୍ୟବଧାନ, ପାର୍ଥକ୍ୟ, ଦୂରତା |, ପାଲା |,

Verb:

ଛାଡିଦିଅ |,

distance తెలుగు అర్థానికి ఉదాహరణ:

|ଏହି ହିସାବ ଅନୁସାରେ ଆଲୋକ ବେଗ ଅତି ଅଧିକ ଓ ଇନଫିନିଟି ହେବ କାରଣ ଅତି ଛୋଟ ଦୂରତାକୁ ନେଇ ହିସାବ କରାଯାଇଛି ।

ବାଲେଶ୍ୱରଠାରୁ ଏହାର ଦୂରତା ୧୧ କି.ମି. ଓ ନୀଳଗିରି ଠାରୁ ୮ କି.ମି.| ବିଶେଷତ୍ୱ |ସେରଗଡ଼ ବାଲେଶ୍ୱର ଜିଲାର ଏକ ବେପାର ବଣିଜର ମାଧ୍ୟମ ଭାବରେ କାମ କରିଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ଅନୁସାରେ ଏହି ପାଇଖାନା ଘରଠାରୁ ଯୁକ୍ତିଯୁକ୍ତ ଦୂରତାରେ କରାଯିବ ଯେପରିକି ସ‌ହଜରେ ସେଠାକୁ ଯାଇହେବ ତ‌ଥା ସେଠାରୁ ଦୁର୍ଗନ୍ଧ ଆସି ପାଇବ ନାହିଁ ।

ଏହି ସଭ୍ୟତାଦ୍ୱାରା ଆବୃତ ଅଞ୍ଚଳ ପ୍ରାୟ ୧୫୦୦ ମାଇଲ ଦୂରତା ସହିତ ବହୁତ ବଡ଼ ହୋଇଥାନ୍ତା ।

ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ ।

ଅବଲୋହିତ ଦୂରତା ସନ୍ଧାନକାରୀ ଓ ଜିପିଏସ୍ ଉପକରଣମାନଙ୍କ ସହାୟତାରେ ଏହା କରାଯାଇପାରିଲା ।

ଏହା ପୁରୁଣା ଷ୍ଟେସନ ବଜ଼ାର ନିକଟସ୍ଥ କଟକ-ପୁରୀ ରୋଡଠାରୁ ଖୁବ ଅଳ୍ପ ଦୂରତାରେ ଚିନ୍ତାମଣିଶ୍ୱର ରୋଡରେ ସ୍ଥାପିତ ।

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁଠାରୁ ଓ ଧର୍ମପୁରୀ ସହରଠାରୁ ଏହି ଜଳପ୍ରପାତର ଦୂରତା ଯଥାକ୍ରମେ ୧୮୦ କି.ମି. ଏବଂ ୪୬ କି.ମି. ।

ଆମୁ ଦରିଆ ଅବବାହିକା, ଆଫଗାନିସ୍ତାନର ଗିରିପଥ ମାଧ୍ୟମରେ ଇରାନ ଓ ଭାରତ ତଥା ଚୀନର ପୂର୍ବ ପଟରେ ଗଢ଼ି ଉଠିଥିବା ସଭ୍ୟତାମାନଙ୍କଠାରୁ ତାକଲାମାକାନ ମରୁଭୂମି ସମଦୂରତାରେ ଅବସ୍ଥିତ ।

ଆହୁରି ମଧ୍ୟ ପୃଥିବୀର ଆକାର ଏବଂ ବିଭିନ୍ନ ମହାକାଶୀୟ ପିଣ୍ଡମାନଙ୍କ ମଧ୍ୟରେ ଥିବା ଦୂରତା ବିଷୟରେ ଉଲେ୍ଲଖ କରିଥିଲେ ।

ନିକଟତମ ରେଳଷ୍ଟସନ କେସିଙ୍ଗାଠାରୁ ଧର୍ମଗଡ଼ର ଦୂରତା ୮୦କିଲୋମିଟର| ଆଧାର |ଓଡ଼ିଶାର ହିନ୍ଦୁ ମନ୍ଦିର ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସ୍ୱୟଂସିଦ୍ଧା ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା ।

distance's Usage Examples:

In addition to having to track a longer distance after break-off (tracking away for separation before opening), they also have to be more aware of other jumpers around them and have to be able to track in a straight line away from the center of the formation.


Trail DataTotal distance: 23 miles (11.


Many organisms feed on feces, from bacteria to fungi to insects such as dung beetles, who can sense odors from long distances.


It quantifies both the distance and direction of the net or total motion along a straight.


Unlike the later 4 × 400 metres relay, however, the athletes had different distances to run.


Estimates of evolutionary distances (numbers of substitutions that have occurred since a pair of sequences diverged from a common ancestor) are typically calculated using substitution models (evolutionary distances are used input for distance methods such as neighbor joining).


16 at the mile distance in winning by lengths for his owner, George Steinbrenner.


The distances between settlements are also given.


Through her writing, de Valdés says, Esperanza creates herself as a subject of her own story and distances herself from these gendered expectations.


suburbia) is a mixed-use or residential area, existing either as part of a city/urban area, or as a separate residential community within commuting distance.


phylogeny as non-parametric distance methods and were originally applied to phenetic data using a matrix of pairwise distances.


The torpedo boats were not very effective and were easily countered by simple measures such as hanging chains over the sides of ships to foul the screws of the torpedo boats, or encircling the ships with wooden booms to trap the torpedoes at a distance.



Synonyms:

close, spacing, way, yardage, wheelbase, hour, span, separation, far, remoteness, leap, farness, near, closeness, elevation, hyperfocal distance, minute, wavelength, farawayness, piece, mean distance, distant, nigh, remove, focal distance, focal length, spatial arrangement, interval, nearness, milage, mileage, hour angle,

Antonyms:

close, far, distant, farness, near, nearness,

distance's Meaning in Other Sites