distantness Meaning in Odia (Oriya). ( distantness ଶବ୍ଦର ଓଡିଆ ଅର୍ଥ)
ଦୂରତା,
Noun:
ବ Features ଶିଷ୍ଟ୍ୟଗୁଡିକ,
People Also Search:
distastedistasted
distasteful
distastefully
distastefulness
distastes
distasting
distemper
distemperate
distempered
distempering
distempers
distend
distended
distending
distantness తెలుగు అర్థానికి ఉదాహరణ:
|ଏହି ହିସାବ ଅନୁସାରେ ଆଲୋକ ବେଗ ଅତି ଅଧିକ ଓ ଇନଫିନିଟି ହେବ କାରଣ ଅତି ଛୋଟ ଦୂରତାକୁ ନେଇ ହିସାବ କରାଯାଇଛି ।
ବାଲେଶ୍ୱରଠାରୁ ଏହାର ଦୂରତା ୧୧ କି.ମି. ଓ ନୀଳଗିରି ଠାରୁ ୮ କି.ମି.| ବିଶେଷତ୍ୱ |ସେରଗଡ଼ ବାଲେଶ୍ୱର ଜିଲାର ଏକ ବେପାର ବଣିଜର ମାଧ୍ୟମ ଭାବରେ କାମ କରିଥାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ଅନୁସାରେ ଏହି ପାଇଖାନା ଘରଠାରୁ ଯୁକ୍ତିଯୁକ୍ତ ଦୂରତାରେ କରାଯିବ ଯେପରିକି ସହଜରେ ସେଠାକୁ ଯାଇହେବ ତଥା ସେଠାରୁ ଦୁର୍ଗନ୍ଧ ଆସି ପାଇବ ନାହିଁ ।
ଏହି ସଭ୍ୟତାଦ୍ୱାରା ଆବୃତ ଅଞ୍ଚଳ ପ୍ରାୟ ୧୫୦୦ ମାଇଲ ଦୂରତା ସହିତ ବହୁତ ବଡ଼ ହୋଇଥାନ୍ତା ।
ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ ।
ଅବଲୋହିତ ଦୂରତା ସନ୍ଧାନକାରୀ ଓ ଜିପିଏସ୍ ଉପକରଣମାନଙ୍କ ସହାୟତାରେ ଏହା କରାଯାଇପାରିଲା ।
ଏହା ପୁରୁଣା ଷ୍ଟେସନ ବଜ଼ାର ନିକଟସ୍ଥ କଟକ-ପୁରୀ ରୋଡଠାରୁ ଖୁବ ଅଳ୍ପ ଦୂରତାରେ ଚିନ୍ତାମଣିଶ୍ୱର ରୋଡରେ ସ୍ଥାପିତ ।
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁଠାରୁ ଓ ଧର୍ମପୁରୀ ସହରଠାରୁ ଏହି ଜଳପ୍ରପାତର ଦୂରତା ଯଥାକ୍ରମେ ୧୮୦ କି.ମି. ଏବଂ ୪୬ କି.ମି. ।
ଆମୁ ଦରିଆ ଅବବାହିକା, ଆଫଗାନିସ୍ତାନର ଗିରିପଥ ମାଧ୍ୟମରେ ଇରାନ ଓ ଭାରତ ତଥା ଚୀନର ପୂର୍ବ ପଟରେ ଗଢ଼ି ଉଠିଥିବା ସଭ୍ୟତାମାନଙ୍କଠାରୁ ତାକଲାମାକାନ ମରୁଭୂମି ସମଦୂରତାରେ ଅବସ୍ଥିତ ।
ଆହୁରି ମଧ୍ୟ ପୃଥିବୀର ଆକାର ଏବଂ ବିଭିନ୍ନ ମହାକାଶୀୟ ପିଣ୍ଡମାନଙ୍କ ମଧ୍ୟରେ ଥିବା ଦୂରତା ବିଷୟରେ ଉଲେ୍ଲଖ କରିଥିଲେ ।
ନିକଟତମ ରେଳଷ୍ଟସନ କେସିଙ୍ଗାଠାରୁ ଧର୍ମଗଡ଼ର ଦୂରତା ୮୦କିଲୋମିଟର| ଆଧାର |ଓଡ଼ିଶାର ହିନ୍ଦୁ ମନ୍ଦିର ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସ୍ୱୟଂସିଦ୍ଧା ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା ।
distantness's Usage Examples:
As Aoi and Rina paint, Aoi is dismayed by Riku"s distantness, but maintains that she"s content with staying friends with Riku throughout.
interlocutor(s) by the word choice of tu or vous to show intimacy or distantness.