<< distal distance >>

distally Meaning in Odia (Oriya). ( distally ଶବ୍ଦର ଓଡିଆ ଅର୍ଥ)



ଦୂରରେ,

ଦୂର,

distally తెలుగు అర్థానికి ఉదాహరణ:

ଉଖି ମଠ ରୁଦ୍ରପ୍ରୟାଗରୁ ୪୧ କି ମି ଦୂରରେ ଅବସ୍ଥିତ ।

|ସଂସ୍କୃତି|ଏହି ଗାଆଁଠାରୁ ଅଳ୍ପ ଦୂରରେ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଅଛି ।

ଏହା ଢେଙ୍କାନାଳ ସହରଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ ।

ମହାମାୟା ମନ୍ଦିରର ଅନତୀ ଦୂରରେ କାଳଭୈରବ ମନ୍ଦିର ଓ କଡେଇଡିଅଲ ଶିବ ମନ୍ଦିର ଅବସ୍ଥିତ ।

ଏହା ସମ୍ବଲପୁରରୁ ରାଉରକେଲା ଯିବା ରାଜ୍ୟ ରାଜପଥରେ ସମ୍ବଲପୁରଠାରୁ ୩୩ କିଲୋମିଟର ଓ ଝାରସୁଗୁଡ଼ା ସହରଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ।

ସିଂହଦ୍ୱାରର ଅନତି ଦୂରରେ ଶ୍ୱେତଗଙ୍ଗା ତୀର୍ଥର ପୂର୍ବରୁ ସମାଧିମଠର ସମ୍ମୁଖରେ ପୂର୍ବକୁ ଥିବା ଗଳିର ପ୍ରାୟ ଏକ ଶହ ଫୁଟ ଦୂରରେ ଅବସ୍ଥିତ ।

ସାମାନ୍ୟ ଦୂରରେ ରହିଛି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ।

| ଶିକ୍ଷା |ଏଠାରେ ଗୋଟିଏ ପ୍ରାଥମିକ ଓ ଏହାର ଅନତି ଦୂରରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।

ଆଫ୍ରିକାର କ୍ରୁଗର୍ ଜାତୀୟ ଉଦ୍ୟାନରେ କଲରାପତରିଆ ବାଘମାନେ ପରସ୍ପରଠାରୁ ୧ କି.ମି. ଦୂରରେ ରହିବା ଦେଖାଯାଇଛି ।

ଏହା କାକଟପୁରଠାରୁ ୪ କି.ମି. ଦୂରରେ ଅବସ୍ଥିତ ।

ଏହା ମଥୁରାଠାରୁ ଦକ୍ଷିଣ -ପୂର୍ବ ଦିଗରେ 15 କିଲୋମିଟର ଦୂରରେ ଅବସ୍ଥିତ ।

, ପିନଯୋର ସହରରୁ ଏହା 5 କିଲୋମିଟର ଏବଂ ବୀର ଶିକାରଗଡ ଅଭୟାରଣ୍ୟ ଠାରୁ 13 କିଲୋମିଟର ଦୂରରେ ରହିଛି ।

ମୂଳ ମନ୍ଦିର ଭୁଜର ୮୦କି:ମି: ଦୂରରେ ଅଛି ଓ ହଜାର ହଜାର ବର୍ଷର ପୁରୁଣା ମନ୍ଦିର ଥିଲା ।

distally's Usage Examples:

pisohamate ligament more proximally, and laterally bounded by the hook of the hamate more distally.


Hindwing whitish, greyer distally, sometimes with one or two fairly well-defined grey lines not far.


The regions between the veins are smooth and glabrous near the base of the paleas and become scabrous or puberulent distally.


The chartaceous or sometimes coriaceous lemmas have somewhat dorsally rounded and distally keeled bases.


In the most dependent parts of the body (those hanging distally), it may be called dependent edema.


lunulate postmedial fascia, edged distally with white posteriorly.


posterodistally deflected ulnar facet of the humerus, large ulna with concave and edgy posterior surface and ischiopubis with obturator foramen.


The sporangia split (dehisced) distally into two equal parts in order to release the unornamented spores.


2 left, 1 right 1 bladder 1 set of reproductive organs 2 separate half-sacrums, which converge distally 1 slightly broad pelvis 2 legs Upon their birth.


The omohyoid muscle is proximally attached to the scapula and distally attached to the hyoid bone, stabilising.


The hindwings are bluish grey, with the fringe scales basally ochrous grey and distally bluish white.


, the homoclinal ramp or the distally-steepened ramp.


autapomorphies: "deep tail, comprised of long, posteriorly directed, round-ended haemal spines in contact along their anterior and posterior margins distally, combined.



distally's Meaning in Other Sites