disguisement Meaning in Odia (Oriya). ( disguisement ଶବ୍ଦର ଓଡିଆ ଅର୍ଥ)
ଛଦ୍ମବେଶ,
Noun:
ବିତରଣ,
People Also Search:
disguiserdisguises
disguising
disgust
disgusted
disgustedly
disgustful
disgusting
disgustingly
disgustingness
disgusts
dish
dish aerial
dish out
dish the dirt
disguisement తెలుగు అర్థానికి ఉదాహరణ:
ଠିକ ଏହି ସମୟରେ ଛଦ୍ମବେଶୀ ପ୍ରଭୁ ଜଗନ୍ନାଥ, ଅତିଥି ରୂପରେ ଦାସିଆଙ୍କ ଘରେ ବିଜେ ହୋଇଥିଲେ ଏବଂ ନିଜ ପେଟର ଭୋକ ମେଣ୍ଟାଇବା ପାଇଁ କିଛି ଭୋଜନ ନିମନ୍ତେ ପ୍ରାର୍ଥନା କରିଥିଲେ ।
ଏକଥା ଜାଣିବା ପରେ ଭୟଭୀତ ଇନ୍ଦ୍ର ଜଣେ ବ୍ରାହ୍ମଣ ରୂପେ ଛଦ୍ମବେଶରେ ତାଙ୍କ ନିକଟକୁ ଯାଇ ବନ୍ଧୁତା ପାଇଁ ସତ୍ୟ କରିବାକୁ ଅନୁରୋଧ କଲେ ।
ସେ ଜାଣି ପାରିଲେ ନିଜେ ପ୍ରଭୁ ଛଦ୍ମବେଶରେ ଆସି ଗୀତଗୋବିନ୍ଦର ଅସଂପୂର୍ଣ୍ଣ ପାଦ ପୂରଣ କରିଦେଇଛନ୍ତି ।
| ଆଧାର |ଓଡ଼ିଆ ଖାଦ୍ୟ ଆଗକାଳରେ ରଜାରାଜୁଡ଼ା ନିଜ ସେନାସାମନ୍ତଙ୍କ ସହ ନିଶାକାଳରେ ପ୍ରଜାମାନଙ୍କ ଘରେ ଛଦ୍ମବେଶରେ ବିଜେ କରିବାକୁ ଅନ୍ଧାରିବିଜେ କୁହାଯାଏ ।
ତେଣୁ ଅବଲେକିତେଶ୍ୱର, ଲୋକେଶ୍ୱର, ପ୍ରଜ୍ଞାପାରମିତା, ବଜ୍ରଯୋଗିନୀ, ଆର୍ଯ୍ୟତାରା, ବାଗୀଶ୍ୱରୀ, ମଞ୍ଜୁଶ୍ରୀ, ହାରୀତ, ମାରୀଚୀ, ଅକ୍ଷୋଭ୍ୟ, ପର୍ଣ୍ଣଶବରୀ ପ୍ରଭୃତି ବ୍ରହ୍ମା, ବିଷ୍ଣୁ, ଶିବ,ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ୱତୀ, ବାଶୁଳୀ, ମଙ୍ଗଳା, ଶୀତଳା ପ୍ରଭୃତି ନାମ ନେଇ ଛଦ୍ମବେଶରେ ହିନ୍ଦୁମାନଙ୍କ ଘରେ ତଥା ଗ୍ରାମ, ନଗରରେ ଆଜି ମଧ୍ୟ ପୂଜା ପାଉଛନ୍ତି(ଶ୍ରୀଦୁର୍ଗା ପୃଷ୍ଠା ୧୨୩) ।
କାରଣ ନିର୍ବାସନର ଶେଷ ବର୍ଷରେ ସମସ୍ତ ପାଣ୍ଡବ ତାଙ୍କ ରାଜ୍ୟରେ ଛଦ୍ମବେଶରେ ରହୁଥିଲେ ।
ଅନନ୍ତର ଛଦ୍ମବେଶଗତ ବ୍ୟାସଦେବଙ୍କ ସଙ୍ଗେ ଶଙ୍କରଙ୍କର ସାକ୍ଷାତକାର ଏବଂ ଦୀର୍ଘକାଳବ୍ୟାପୀ ଶାସ୍ତ୍ର ଚର୍ଚ୍ଚା ହେବାପରେ ବ୍ୟାସ ସ୍ୱୟଂ ଶଙ୍କରଙ୍କୁ ଆୟୁବୃଦ୍ଧ୍ୟାଶୀର୍ବାଦ ପ୍ରଦାନପୂର୍ବକ ଉପନିଷଦ୍ ଗୀତା ପ୍ରଭୃତି ଗ୍ରନ୍ଥର ଭାଷ୍ୟ ପ୍ରଣୟନାର୍ଥ ଉତ୍ସାହ ଦାନ କରି ଦିଗ୍ୱିଜୟ ନିମନ୍ତେ ଆଦେଶ ପ୍ରଦାନ କଲେ ।
ତାଙ୍କ ପ୍ରଯୋଜନା ସଂସ୍ଥା ୧୯୬୯ରେ ଭାନୁମତି ଏବଂ ଛଦ୍ମବେଶୀ ନାମକ ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରିଥିଲା ।
ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀକୃଷ୍ଣ, ଭୀମ ଏବଂ ଅର୍ଜୁନଙ୍କ ସହ ସେମାନେ ନିଜକୁ ବ୍ରାହ୍ମଣ ରୂପି ଛଦ୍ମବେଶରେ ମଗଧ ଦେଶକୁ ଗଲେ ।
ଦେବରାଜ ଇନ୍ଦ୍ର ପାଣ୍ଡବମାନଙ୍କର ସୁରକ୍ଷା ନିମନ୍ତେ ଛଦ୍ମବେଶ ଧାରଣ କରି ତୁମ ନିକଟକୁ ଆସିବେ ।
ଏହାର ଅର୍ଥ ବନ୍ଧୁର ଛଦ୍ମବେଶରେ ଏକ ଶତ୍ରୁ (ଏକ ଋଢି ମେଣ୍ଢା ପୋଷାକରେ କୋକିଶିଆଳି ) କିମ୍ବା ଜଣେ ଲୋକ ଉଭୟ ବନ୍ଧୁ ଓ ପ୍ରତିଦ୍ୱନ୍ଦୀ ।
| ଅଜ୍ଞାତ ବାସର ପୌରାଣିକ ଗାଥା |ଅଜ୍ଞାତ ବାସ କାଳରେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ଯେତେବେଳେ ରାଜା ବିରାଟଙ୍କ ପ୍ରାସାଦରେ ସୈରୀନ୍ଧ୍ରି (ମହିଳା ଚାକର) ଭାବରେ ଛଦ୍ମନାମ ନେଇ ରହିଥିଲେ, କୀଚକ ଥରେ ଏହି ମାଳିନୀକୁ ଦେଖି ପାଗଳ ଭାବରେ ତାଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଇଚ୍ଛା କଲା, କିନ୍ତୁ ଛଦ୍ମବେଶୀ ଦ୍ରୌପଦୀ ମନା କଲେ ।
disguisement's Usage Examples:
auspices of Sergeants David Gilmore, John Tuttle, George Grant and the disguisement of copious amounts of spirits, about 300 soldiers from the New Jersey.
Man and two women—whom no one but myself could distinguish in their disguisement.
considered second only to obliterative [counter]shading as a factor in the disguisement of birds; its universality attests its value.