disgustingly Meaning in Odia (Oriya). ( disgustingly ଶବ୍ଦର ଓଡିଆ ଅର୍ଥ)
ଘୃଣ୍ୟ,
ଭୟଙ୍କର,
People Also Search:
disgustingnessdisgusts
dish
dish aerial
dish out
dish the dirt
dish up
dishabille
dishabilles
dishabit
dishable
disharmonic
disharmonies
disharmonious
disharmonize
disgustingly తెలుగు అర్థానికి ఉదాహరణ:
ଆଦିବାସୀଙ୍କ ପ୍ରତି ଥିବା ଘୃଣ୍ୟ ମନଭାବକୁ ଦୂର କରିବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେ ଭାଗନେଇଥିଲେ ଏବଂ ୧୯୭୨ ମସିହାରେ ରାୟଗଡ଼ାଠାରେ ଗିରଫ ହୋଇଥିଲେ ।
ତେବେ ଦେଖାଗଲା ଯେ ବ୍ୟାବସାୟୀକ ଫାଇଦା ପାଇଁ ନାରୀର ରୂପ ଲାବଣ୍ୟକୁ ଅନୁଚିତ ଭାବେ ପ୍ରଦର୍ଶନ କରିବା ଭଳି ଘୃଣ୍ୟ ମାନସିକତାର ଶିକାର ହୋଇ କିଛି ବ୍ୟକ୍ତିବିଶେଷ ତଥା ବ୍ୟାବସାୟୀକ ସଂସ୍ଥା ଅର୍ଥ ଲୋଭ ଦେଖାଇ ନାରୀମାନଙ୍କୁ ବ୍ୟବହାର କରିବାକୁ ଲାଗିଲେ ।
|ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ।
| ଇତିହାସ |ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଘୃଣ୍ୟ ଅପରାଧ ବିରୁଦ୍ଧରେ ଗଣ ସଚେତନତା କରାଇବା ଉଦ୍ଦେଶ୍ୟରେ The International Association for Suicide Prevention (IASP) ନାମକ ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା World Federation for Mental Health (WFMH)ର ମିଳିତ ଆନୁକୁଲ୍ୟରେ ୨୦୦୩ ମସିହାରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଇତିହାସରେ କୁଷ୍ଠ ରୋଗକୁ ଗୋଟିଏ ଘୃଣ୍ୟ ରୋଗ ଭାବେ ଗଣାଯାଉଥିଲା ଯେଉଁ କାରଣରୁ ରୋଗୀ ଭୟରେ ଚିକିତ୍ସା କରିବାକୁ ପଛଘୁଞ୍ଚା ଦେଉଥିଲେ ।
ଏତଦ ବ୍ୟତିତ ଉତ୍କଳ ଦୀପିକା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲା ।
| ଅଧିନିୟମ ସଂପର୍କରେ |ଇଂରେଜ ଶାସିତ ଭାରତରେ ଯେଉଁ କେତୋଟି କୁତ୍ସିତ କୁସଂସ୍କାର ଭାରତରେ ପ୍ରଚଳିତ ଥିଲା ତନ୍ମଧ୍ୟରୁ ସତୀ ପ୍ରଥା ଅତ୍ୟନ୍ତ ଘୃଣ୍ୟ ତଥା ନିନ୍ଦନୀୟ ।
ବାଲ୍ୟବିବାହ ଓ ବହୁବିବାହ ଆଦି ଘୃଣ୍ୟ ପ୍ରଥା ଉଛେଦ କରିଥିଲେ।
|ସନ୍ତାନଟିଏ ପାଇବା ପାଇଁ ଅସନା ହାତରେ ଖାଇବା ଭଳି ଘୃଣ୍ୟ କାମ କରିବାକୁ ନିଃସନ୍ତାନ ନାରୀ ପଛାଇବ ନାହିଁ ବୋଲି ଏପରି ପ୍ରତିଜ୍ଞା ଷଠି ବୁଢ଼ୀ ନିକଟରେ କରିଥାଏ ।
disgustingly's Usage Examples:
Doctor Eggman: The winning team gets a disgustingly large cash prize.
a detective who is hard boiled enough to be convincing without being disgustingly tough and that is no mean achievement.
James Wood-Mason has recorded that the females have a strong and disgustingly rank musky odour.
several counts (including convictions for the original Hobgoblin"s acts), disgustingly responding by revealing that Leeds was his predecessor.
3 overs although it was a disgustingly flat wicket which provided nothing for the bowlers in the slightest.
San Antonio-Express News editor Susan Yerkes described Charmander as "disgustingly cute".
colour and animation were "superb", whilst expressing the gameplay as "disgustingly addictive".
’” Gay activists across the country attacked films like these, where the homosexual character is portrayed as a disgustingly erotic killer.
Singh takes his daughter to a sweet-shop, Yadav"s goons begin passing disgustingly indecent comments towards Singh"s daughter, which causes Singh to lose.
- Chicago Tribune It just becomes disgustingly irresistible.
theory, and wanted to add a chapter on this but the book was already too "horridly, disgustingly big" and he shortly decided to write a separate "short essay".
San Antonio Express-News editor Susan Yerkes called Squirtle "disgustingly cute".
attacked films like these, where the homosexual character is portrayed as a disgustingly erotic killer.
Synonyms:
revoltingly, distastefully, sickeningly,