<< department of corrections department of defense laboratory system >>

department of defense Meaning in Odia (Oriya). ( department of defense ଶବ୍ଦର ଓଡିଆ ଅର୍ଥ)



ପ୍ରତିରକ୍ଷା ବିଭାଗ,

Noun:

ପ୍ରତିରକ୍ଷା ବିଭାଗ,

department of defense తెలుగు అర్థానికి ఉదాహరణ:

ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି ।

|କ୍ୟାବିନେଟ ମନ୍ତ୍ରୀମାନେ ସରକାରୀ ବିଭାଗର ମୁଖ୍ୟ , ଯଥା ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ପ୍ରତିରକ୍ଷା ବିଭାଗର ମୁଖ୍ୟ | ସମସ୍ତ ମନ୍ତ୍ରୀ ମିଳିତ ଭାବରେ ସମାନ ସ୍ତରରେ କାର୍ଯ୍ୟ କରନ୍ତି ଏବଂ ସମାନ କ୍ଷମତାର ଅଧିକାରି ।

ବ୍ରହମୋସ ହେଉଛି ଭାରତୀୟ ପ୍ରତିରକ୍ଷା ବିଭାଗର ଏକମାତ୍ର କ୍ରୁଜ କ୍ଷେପଣାସ୍ତ୍ର।

| ବୃତ୍ତିଗତ ଜୀବନ|ବାଲେଶ୍ୱରରୁ ନିଜ ଶିକ୍ଷା ସମାପ୍ତକରି, କହ୍ନେଇଲାଲ ପଶ୍ଚିମବଙ୍ଗର ପାନ୍ନାଗଡ଼ଠାରେ ପ୍ରତିରକ୍ଷା ବିଭାଗରେ ଚାକିରି ଆରମ୍ଭ କରିଥିଲେ ।

ଘରୋଇ ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୬–୮୮), ପ୍ରତିରକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୮–୮୯) ଓ ମଣିପୁରର ରାଜ୍ୟପାଳ (୧୦/୦୭/୧୯୮୯ରୁ ୧୯/୦୩/୧୯୯୩) ଥିଲେ ।

|ନଭେମ୍ବର ୨୦୧୪ଠାରୁ ସେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର କନସଲଟେଟିଭ୍ କମିଟିର ସଭ୍ୟ ରହିଆସିଛନ୍ତି ।

|ଏହି ରନ ୱେ ସମୟ ସମୟରେ ଓଡ଼ିଶା ସରକାର , କେନ୍ଦ୍ର ପ୍ରତିରକ୍ଷା ବିଭାଗ , ବେସରକାରୀ ପ୍ରତିଷ୍ଠାନମାନଙ୍କଦ୍ୱାରା ବ୍ୟବହୃତ ହେଇଥାଏ, ଏଠାରେ ରାଜ୍ୟ ସରକାର ରାଜ୍ୟର ଦ୍ୱିତୀୟ ବିମାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଖୋଲିବାର ବ୍ୟବସ୍ଥା କରୁଛନ୍ତି ।

|ସ୍ମୃତିରେ|ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗଦ୍ୱାରା "ଏଡା" ନାମକ ଏକ କମ୍ପ୍ୟୁଟର ଭାଷା ବିକାଶ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ସେ ନାସା ଓ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗର ବିମାନ ଡିଜାଇନ୍ ପାଇଁ କାର୍ଯ୍ୟ କରିଥିଲେ ।

Synonyms:

NGA, BMDO, U. S. Air Force, Ballistic Missile Defense Organization, U. S. Army, USA, DARPA, Defense Department, Army, United States Air Force, USAF, Air Force, Defense, Defense Intelligence Agency, NRO, DTIC, National Security Agency, executive department, US Army, United States Army, NSA, United States Department of Defense, CCRC, Defense Information Systems Agency, US Air Force, United States Navy, DoD, Defense Advanced Research Projects Agency, Defense Technical Information Center, Casualty Care Research Center, Department of Defense Laboratory System, Navy, LABLINK, DIA, National Geospatial-Intelligence Agency, US Navy, Defense Logistics Agency, DISA, National Reconnaissance Office, USN,

Antonyms:

misconception, beginning, middle, unlisted security, listed security,

department of defense's Meaning in Other Sites