<< department of economics department of energy >>

department of education Meaning in Odia (Oriya). ( department of education ଶବ୍ଦର ଓଡିଆ ଅର୍ଥ)



ଶିକ୍ଷା ବିଭାଗ,

Noun:

ଶିକ୍ଷା ବିଭାଗ,

department of education తెలుగు అర్థానికి ఉదాహరణ:

୧୯୫୪ମସିହାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ ।

୧୯୮୯ ମସିହାରେ ଏହା ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ସହବନ୍ଧିତ ହେଇ ରହିଛି ।

୧୯୭୦ ମସିହାରେ ଓଡ଼ିଶା ଶିକ୍ଷା ବିଭାଗରେ ଯୋଗ ଦେଇଥିଲେ ।

ଏଠାରେ କଳା, ବିଜ୍ଞାନ ଓ ବାଣିଜ୍ୟର ଅନେକ ବିଭାଗରେ ସମ୍ମାନ ସହ ସ୍ନାତକ ଶ୍ରେଣୀ ରହିଥିବା ବେଳେ ଓଡ଼ିଆ ଭାଷା ଓ ଶିକ୍ଷା ବିଭାଗରେ ସ୍ନାତକୋତ୍ତର ଶ୍ରେଣୀ ମଧ୍ୟ ରହିଛି ।

ଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ, ରେଭେନ୍ସା ମହାବିଦ୍ୟାଳୟରେ, ତାଙ୍କ ଚାକିରି ଜୀବନ ଶେଷ ହୋଇଥିଲା ।

| ଇତିହାସ |୧୯୯୩ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ ।

|୨୦୧୦ ମସିହାରେ ଗଣଶିକ୍ଷା ବିଭାଗରେ ସେ ରାଜ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଶିକ୍ଷା ବିଭାଗରେ କାର୍ଯ୍ୟରତ ସଚିବ ରେଭେନ୍ସା କଲେଜର ଅଧ୍ୟକ୍ଷ ଏସସି ତ୍ରିପାଠୀଙ୍କ ସମେତ କଟକ ଟ୍ରେନିଂ କଲେଜ ଅଧ୍ୟକ୍ଷ ମହେଶ ଚନ୍ଦ୍ର ପ୍ରଧାନ, ଖାଲ୍ଲିକୋଟ କଲେଜର ଅଧ୍ୟକ୍ଷ ପି ମହାନ୍ତି, ପାରଳାଖେମୁଣ୍ଡି କଲେଜର ଅଧ୍ୟକ୍ଷ ପି ଜଗନ୍ନାଥ ସ୍ୱାମୀ ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କୁ ନେଇ ଏହି କମିଟି ରିପୋର୍ଟ ଦାଖଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା ।

ଶିଶୁ ଜ୍ଞାନମଣ୍ଡଳ ପ୍ରସ୍ତୁତି ଓ ପ୍ରକାଶନ ପାଇଁ ଥିବା ସବକମିଟିର ସଭ୍ୟ ଡକଟର ଜଗନ୍ନାଥ ମହାନ୍ତି କୁହନ୍ତି ଯେ ଶିକ୍ଷା ବିଭାଗର ତତ୍କାଳୀନ ସେକ୍ରେଟାରୀ ଶ୍ରୀ ପ୍ୟାରୀ ମୋହନ ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିଶୁ ଜ୍ଞାନମଣ୍ଡଳର ପ୍ରସ୍ତୁତି ଓ ପ୍ରକାଶନ ପାଇଁ ସେ ବିନୋଦ କାନୁନଗୋଙ୍କୁ ଅନୁରୋଧ କରିଥିଲେ ।

ଏଥିରେ ପାରମ୍ପରିକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସହ କମ୍ପ୍ୟୁଟର ପ୍ରୟୋଗ ବିଭାଗ, ବୟନ କଳା ବିଭାଗ, ଫଟୋଗ୍ରାଫି ଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି ।

department of education's Usage Examples:

In 1988 when her family left Nigeria for the United States, Wilson-Oyelaran became visiting scholar in education at North Carolina Wesleyan College and then associate professor and chair of the department of education at Winston-Salem State University.


5 hours of class under the new department of education law that was taken into effect September 2012.



Synonyms:

Education Department, executive department, Education,

Antonyms:

fair, unclassified,

department of education's Meaning in Other Sites