department of english Meaning in Odia (Oriya). ( department of english ଶବ୍ଦର ଓଡିଆ ଅର୍ଥ)
ଇଂରାଜୀ ବିଭାଗ,
Noun:
ଇଂରାଜୀ ବିଭାଗର |,
People Also Search:
department of health and human servicesdepartment of health education and welfare
department of history
department of housing and urban development
department of justice
department of justice canada
department of labor
department of linguistics
department of local government
department of mathematics
department of music
department of philosophy
department of physics
department of psychology
department of sociology
department of english తెలుగు అర్థానికి ఉదాహరణ:
୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରାଧ୍ୟାପକ ଭାବରେ ନିଜ ଚାକିରି ଜୀବନ ଆରମ୍ଭ କରି ୨୦୦୧ ମସିହାରେ ସେହି ଅନୁଷ୍ଠାନର ଇଂରାଜୀ ବିଭାଗର ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।
୧୯୮୭ରେ, ସେ ଗୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଇଂରାଜୀ ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।
୧୯୮୧ ମସିହାରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟାପକ ରୂପେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିସାରିଛନ୍ତି ।
ସେ ଇଂରାଜୀ ବିଭାଗରେ ସ୍ନାତକ ହାସଲ କରିବା ପରେ ଭାରତ ନାଟ୍ୟମ୍ରେ ସ୍ନାତକୋତ୍ତର ହାସଲ କରିଥିଲେ ।
୧୯୬୯ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ ।
ବୃତ୍ତିରେ ସେ ଜଣେ ଶିକ୍ଷାବିତ ଓ ବର୍ତ୍ତମାନ ବାରଙ୍ଗର କୁଞ୍ଜବିହାରୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ବରିଷ୍ଠ ଅଧ୍ୟାପକ ଭାବରେ କାର୍ଯ୍ୟରତ ।
ବିଜେବି କଲେଜ ଓ ରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।
Synonyms:
English department, academic department,
Antonyms:
fair, unclassified,