<< decadal decadence >>

decade Meaning in Odia (Oriya). ( decade ଶବ୍ଦର ଓଡିଆ ଅର୍ଥ)



ଦଶନ୍ଧି, ଦଶ ବର୍ଷ,

Noun:

କ୍ରମାଗତ ଦଶ ବର୍ଷ |, ଦଶନ୍ଧି,

decade తెలుగు అర్థానికి ఉదాహరణ:

୧୯୮୦ ଦଶନ୍ଧିର ଶେଷ ଆଡକୁ ଓଡ଼ିଆ ଐତିହାସିକ ଡଃ ନବୀନ କୁମାର ସାହୁଙ୍କ ନେତୃତ୍ୱରେ ପ୍ରତ୍ନତତ୍ତ୍ୱ ଖନନ ହୋଇଥିଲା ।

୧୮୭୦ ଦଶନ୍ଧିରେ କିରୋସିନ୍ ଲୋକପ୍ରିୟତା ହାସଲ କଲା ।

କିନ୍ତୁ ୱାଲ୍‍ଟର୍ ସ୍ପିଂକ୍‍ଙ୍କଦ୍ୱାରା ବିଗତ କିଛି ଦଶନ୍ଧିରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଦ୍ୱିତୀୟ ପର୍ଯ୍ୟାୟର ସମୟସୀମା (ଖ୍ରୀ ୪୬୦-୪୮୦) ଅତି ଛୋଟ ଥିଲା ।

ସେ ଚାରି ଦଶନ୍ଧି ଧରି ଓଡ଼ିଆରେ ଗୀତିକବିତା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଆସିଥିଲେ ।

୧୯୫୦ ଦଶନ୍ଧି ପର୍ଯ୍ୟନ୍ତ ବ୍ରିଟିଶ୍ ଆଇଲ୍‍ସ୍ ଦ୍ୱୀପପୁଞ୍ଜରେ ଏମାନେ ବହୁ ସଂଖ୍ୟାରେ ପରିଲକ୍ଷିତ ହେଉଥିଲେ କିନ୍ତୁ ଜଳ ପ୍ରଦୂଷଣ, ପରିବାସ କ୍ଷୟ ଏବଂ କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ ପରି କୀଟନାଶକର ଅଧିକ ବ୍ୟବହାର ଯୋଗୁଁ ବର୍ତ୍ତମାନ ସେହି ଅଞ୍ଚଳରେ ଏହି ପ୍ରଜାତିର ଓଧଙ୍କୁ ଦେଖିବା ଏକ ବିରଳ ଦୃଶ୍ୟ ବୋଲି କହିବା ଅତ୍ୟୁକ୍ତି ହେବନାହିଁ ।

| ଅବସ୍ଥିତି |ଇତିହାସ|ବିଶ୍ବପ୍ରସିଦ୍ଧ ଐତିହାସିକ ଲଙ୍କାପୋଡି ଯାତ୍ରା ଯାହାକି ଏହି ମହାବୀର ଦଶପଲ୍ଲାର ଏକ ଦଶନ୍ଧି ଚାଲିଆସିଛି|ଆଧାର| ବାହାର ଲିଙ୍କ |maplandia.com: Satellite map of Dashapalla|ନୟାଗଡ଼ ଜିଲ୍ଲା କଣିକା ପଦାର୍ଥ ବିଜ୍ଞାନରେ(particle physics), ବୋଷନ ()ହେଉଛି ଏକ କଣିକା ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ(Bose–Einstein statistics)ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

|ଏଫ୍‍ସି ବ୍ରାଇଟନିଗ୍ଗେରୁ ଏଫ୍‍ସି ହଲିଉଡ୍ କାଳ (୧୯୭୯-୧୯୯୮)|୧୯୮୦ ଦଶନ୍ଧିରେ ବାଏର୍ଣ ଦଳରେ ଅନେକ କନ୍ଦଳ ଓ ଆର୍ଥିକ ଅସୁବିଧା ଦେଖାଦେଲା ।

|୧୯୫୦ ଦଶନ୍ଧି ଓ ତାହା ପରେ ଭାରତୀୟ ସେନା ଏହି ଅଞ୍ଚଳର ନିରୀକ୍ଷଣ କରିବାକୁ ଲାଗିଲେ ଓ ବିସ୍ତୃତ ଭାବେ ମାନଚିତ୍ର ପ୍ରସ୍ତୁତ କଲେ ।

୧୯୯୦ ଦଶନ୍ଧିରେ ବହୁ ଦଳ ଯୋଗ ଦେଉଥିବାରୁ ନିମ୍ନରେ ରହୁଥିବା ଦଳଙ୍କର ଆଉ ଏକ “ପ୍ରାକ୍-ଯୋଗ୍ୟତା ନିର୍ଣ୍ଣୟ” ଆୟୋଜିତ ହେଉଥିଲା ଓ ସେଥିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଗାଡ଼ି ମୁଖ୍ୟ ଯୋଗ୍ୟତା ନିର୍ଣ୍ଣୟକୁ ଉତ୍ତୀର୍ଣ୍ଣ ହେଉଥିଲେ ।

୧୯୩୦ ଦଶନ୍ଧି ପୂର୍ବରୁ ଆମେରିକା ଓ ଇଂଲଣ୍ଡରେ ଏହା ସର୍ବାଧିକ ମୃତ୍ୟୁର କାରଣ ଥିଲା ।

ପ୍ରତିଷ୍ଠାର ଏକ ଦଶନ୍ଧି ବିତିବା ବେଳକୁ ଜର୍ମାନ ଜାତୀୟ ଦଳର ମାକ୍ସ ଗାବେର୍ଲ ଗାବଲୋନ୍‍ସ୍କି ବାଏର୍ଣ୍ଣ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ।

କିନ୍ତୁ ୧୯୬୦ ଦଶନ୍ଧି ବେଳକୁ ଏମାନେ ସ୍ଥାନୀୟ ଭାବେ ବିଲୁପ୍ତ ପ୍ରଜାତି ହୋଇ ସାରିଥିଲେ ।

|ସିଙ୍ଗାପୁର ଓ ହଂକଂରେ (ଏଠାରେ ଦହିଆଳ ପକ୍ଷୀର ପ୍ରଚଳିତ ମାଳୟ ନାମ ମୁରାଇ କାମ୍ପୁଂଗ୍/କ୍ୟାକିଂ) ୧୯୨୦ ଦଶନ୍ଧି ପର୍ଯ୍ୟନ୍ତ ଏମାନଙ୍କୁ ଦେଖିବା ଏକ ସାଧାରଣ ବିଷୟ ଥିଲା ।

decade's Usage Examples:

1994 PNDT Act may have had a small impact by preventing 106,000 female foeticides over one decade.


The Vagindra script (also spelled Vaghintara) is an alphabetic script for the Buryat language developed by Agvan Dorzhiev in the first decade of the 20th.


It enjoyed great success over the next decade.


In fact, during much of the first half of 2009, WFTV's dominance was not as absolute as it had been in the past decade or so even though it continues to lead in most timeslots.


earmarked the entire ground for demolition, but the negotiations and bureaucratic procedure dragged on for over a decade.


Over the past decade, the genre has seen increased popularity across Latin America, as well as acceptance within mainstream Western.


popular proponent of a switch to metric was Didot, who had been able to standardise the continental European typographic measurement a few decades earlier.


Fox initially wanted to do a spin-off of That '70s Show, but moved ahead with a show about a different decade.


Within a decade, Linux could be found in virtually every IBM business, geography and workload, and continues to be deeply embedded in IBM hardware, software, services and internal development.


decades, would be approached by people of all sorts because he could make megavolt beams of ions and electrons – death rays.


These backs cleared the way for some of the decade"s great running backs.



Synonyms:

1900s, twelvemonth, 1850s, 1840s, year, 1990s, 1770s, 1530s, 1920s, 1980s, 1860s, 1870s, century, period, decennary, nineties, 1780s, thirties, decennium, 1930s, 1970s, 1880s, 1790s, 1890s, twenties, 1940s, fifties, sixties, seventies, period of time, 1830s, 1760s, eighties, yr, 1820s, time period, forties, 1950s, 1750s, 1960s,

Antonyms:

middle, beginning, uptime, time off, night,

decade's Meaning in Other Sites