<< decades decaf >>

decads Meaning in Odia (Oriya). ( decads ଶବ୍ଦର ଓଡିଆ ଅର୍ଥ)



ଦଶନ୍ଧି,

Noun:

କ୍ରମାଗତ ଦଶ ବର୍ଷ |, ଦଶନ୍ଧି,

decads తెలుగు అర్థానికి ఉదాహరణ:

୧୯୮୦ ଦଶନ୍ଧିର ଶେଷ ଆଡକୁ ଓଡ଼ିଆ ଐତିହାସିକ ଡଃ ନବୀନ କୁମାର ସାହୁଙ୍କ ନେତୃତ୍ୱରେ ପ୍ରତ୍ନତତ୍ତ୍ୱ ଖନନ ହୋଇଥିଲା ।

୧୮୭୦ ଦଶନ୍ଧିରେ କିରୋସିନ୍ ଲୋକପ୍ରିୟତା ହାସଲ କଲା ।

କିନ୍ତୁ ୱାଲ୍‍ଟର୍ ସ୍ପିଂକ୍‍ଙ୍କଦ୍ୱାରା ବିଗତ କିଛି ଦଶନ୍ଧିରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଦ୍ୱିତୀୟ ପର୍ଯ୍ୟାୟର ସମୟସୀମା (ଖ୍ରୀ ୪୬୦-୪୮୦) ଅତି ଛୋଟ ଥିଲା ।

ସେ ଚାରି ଦଶନ୍ଧି ଧରି ଓଡ଼ିଆରେ ଗୀତିକବିତା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଆସିଥିଲେ ।

୧୯୫୦ ଦଶନ୍ଧି ପର୍ଯ୍ୟନ୍ତ ବ୍ରିଟିଶ୍ ଆଇଲ୍‍ସ୍ ଦ୍ୱୀପପୁଞ୍ଜରେ ଏମାନେ ବହୁ ସଂଖ୍ୟାରେ ପରିଲକ୍ଷିତ ହେଉଥିଲେ କିନ୍ତୁ ଜଳ ପ୍ରଦୂଷଣ, ପରିବାସ କ୍ଷୟ ଏବଂ କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ ପରି କୀଟନାଶକର ଅଧିକ ବ୍ୟବହାର ଯୋଗୁଁ ବର୍ତ୍ତମାନ ସେହି ଅଞ୍ଚଳରେ ଏହି ପ୍ରଜାତିର ଓଧଙ୍କୁ ଦେଖିବା ଏକ ବିରଳ ଦୃଶ୍ୟ ବୋଲି କହିବା ଅତ୍ୟୁକ୍ତି ହେବନାହିଁ ।

| ଅବସ୍ଥିତି |ଇତିହାସ|ବିଶ୍ବପ୍ରସିଦ୍ଧ ଐତିହାସିକ ଲଙ୍କାପୋଡି ଯାତ୍ରା ଯାହାକି ଏହି ମହାବୀର ଦଶପଲ୍ଲାର ଏକ ଦଶନ୍ଧି ଚାଲିଆସିଛି|ଆଧାର| ବାହାର ଲିଙ୍କ |maplandia.com: Satellite map of Dashapalla|ନୟାଗଡ଼ ଜିଲ୍ଲା କଣିକା ପଦାର୍ଥ ବିଜ୍ଞାନରେ(particle physics), ବୋଷନ ()ହେଉଛି ଏକ କଣିକା ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ(Bose–Einstein statistics)ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

|ଏଫ୍‍ସି ବ୍ରାଇଟନିଗ୍ଗେରୁ ଏଫ୍‍ସି ହଲିଉଡ୍ କାଳ (୧୯୭୯-୧୯୯୮)|୧୯୮୦ ଦଶନ୍ଧିରେ ବାଏର୍ଣ ଦଳରେ ଅନେକ କନ୍ଦଳ ଓ ଆର୍ଥିକ ଅସୁବିଧା ଦେଖାଦେଲା ।

|୧୯୫୦ ଦଶନ୍ଧି ଓ ତାହା ପରେ ଭାରତୀୟ ସେନା ଏହି ଅଞ୍ଚଳର ନିରୀକ୍ଷଣ କରିବାକୁ ଲାଗିଲେ ଓ ବିସ୍ତୃତ ଭାବେ ମାନଚିତ୍ର ପ୍ରସ୍ତୁତ କଲେ ।

୧୯୯୦ ଦଶନ୍ଧିରେ ବହୁ ଦଳ ଯୋଗ ଦେଉଥିବାରୁ ନିମ୍ନରେ ରହୁଥିବା ଦଳଙ୍କର ଆଉ ଏକ “ପ୍ରାକ୍-ଯୋଗ୍ୟତା ନିର୍ଣ୍ଣୟ” ଆୟୋଜିତ ହେଉଥିଲା ଓ ସେଥିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଗାଡ଼ି ମୁଖ୍ୟ ଯୋଗ୍ୟତା ନିର୍ଣ୍ଣୟକୁ ଉତ୍ତୀର୍ଣ୍ଣ ହେଉଥିଲେ ।

୧୯୩୦ ଦଶନ୍ଧି ପୂର୍ବରୁ ଆମେରିକା ଓ ଇଂଲଣ୍ଡରେ ଏହା ସର୍ବାଧିକ ମୃତ୍ୟୁର କାରଣ ଥିଲା ।

ପ୍ରତିଷ୍ଠାର ଏକ ଦଶନ୍ଧି ବିତିବା ବେଳକୁ ଜର୍ମାନ ଜାତୀୟ ଦଳର ମାକ୍ସ ଗାବେର୍ଲ ଗାବଲୋନ୍‍ସ୍କି ବାଏର୍ଣ୍ଣ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ।

କିନ୍ତୁ ୧୯୬୦ ଦଶନ୍ଧି ବେଳକୁ ଏମାନେ ସ୍ଥାନୀୟ ଭାବେ ବିଲୁପ୍ତ ପ୍ରଜାତି ହୋଇ ସାରିଥିଲେ ।

|ସିଙ୍ଗାପୁର ଓ ହଂକଂରେ (ଏଠାରେ ଦହିଆଳ ପକ୍ଷୀର ପ୍ରଚଳିତ ମାଳୟ ନାମ ମୁରାଇ କାମ୍ପୁଂଗ୍/କ୍ୟାକିଂ) ୧୯୨୦ ଦଶନ୍ଧି ପର୍ଯ୍ୟନ୍ତ ଏମାନଙ୍କୁ ଦେଖିବା ଏକ ସାଧାରଣ ବିଷୟ ଥିଲା ।

decads's Usage Examples:

square hands 1+1⁄9 square feet Floor or Square 10 square pends 1+1⁄9 square decads Rood 10 square catens 1+1⁄9 roods Acre 10 roods 1 square muta 1+1⁄9 double-acre.


Also included are diagonal involutions corresponding to octads (trace 8), 16-sets (trace -8), and dodecads (trace 0).


Rahn), octachords (octads), nonachords (nonads), decachords (decads), undecachords, and, finally,.


Rahn), octachords (octads), nonachords (nonads), decachords (decads), undecachords, and, finally, the dodecachord.


Army Colonel Carlos Castillo Armas as Head of State and therefore started decads marked by violence.


He sang 312 decads comprising 3,056 stanzas of devotion.


or, sometimes, mixing Latin and Greek roots, "septachords"), octachords (octads), nonachords (nonads), decachords (decads), undecachords, and, finally,.


Code words of weight 8 are called octads and code words of weight 12 are called dodecads.


The work is divided into 10 decads, each portraying different qualities of the personified mother, Dayadevi.


numbers lower than twenty are counted as in a base-ten system, but higher decads are base-twenty.


01Protectorate of Bohemia and MoraviaBohemia and Moravia, RulersBohemia and Moravia Protectorate1930s in Czechoslovakia1940s in Czechoslovakia Tesseradecads are symmetrical arrangements of texts and genealogies into groups of fourteen.


Some names in the lineages have been omitted in order to create tesseradecads in both genealogies.


months in half, and the third system indicated a division of the month into decads.



decads's Meaning in Other Sites