<< decad decade >>

decadal Meaning in Odia (Oriya). ( decadal ଶବ୍ଦର ଓଡିଆ ଅର୍ଥ)



ଦଶମିକ,

Noun:

ଦଶମ,

Adjective:

ଦଶମିକ,

decadal తెలుగు అర్థానికి ఉదాహరణ:

ନିର୍ଦ୍ଦେଶ ଚିହ୍ନ ଉପରେ ମାପକର ସ୍ଥିତି ସାମଗ୍ରୀରେ ଦଶମିକ ସହସ୍ରାଂଶ ଓଜନକୁ ଦର୍ଶାଇ ଥାଏ ।

ଏଥି ମଧ୍ୟରେ ୧୦୯୯ ଖ୍ରୀଷ୍ଟାବ୍ଦରେ ଶତାନନ୍ଦଙ୍କ ଶୂନ୍ୟର ହରଣ ପ୍ରକ୍ରିୟା ଏବଂ ଦଶମିକ ଭଗ୍ନାଂଶର ସୂତ୍ରପାତ କରିଥିବା ଓ ପଞ୍ଚଦଶ ଶତାବ୍ଦୀରୁ ତାଙ୍କ ପୁସ୍ତକ ଭାସ୍ୱତୀ ନେପାଳରେ ଲୋକପ୍ରିୟ ହେବା ବିଷୟରେ ଉଲ୍ଲେଖ କରାଯାଇନାହିଁ ।

ଏହା ହେଉଛି ପାଇର ଅସରନ୍ତି ଦଶମିକ ସଂଖ୍ୟା ୩.୧୪୧୫୯୨...... ଯାହାକି ୧୭୦୬ ମସିହାରେ ଗଣିତଜ୍ଞ ଉଇଲିୟମ୍ ଜୋନସ୍ ଦର୍ଶାଇ ଥିଲେ ।

ଦଶମିକ ସଂଖ୍ୟା ପଦ୍ଧତିକୁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ।

| ଗାଣିତିକ ଧର୍ମ |ପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:|ସମସ୍ତ ପରିମେୟ ସଂଖ୍ୟାକୁ ସସୀମ ଦଶମିକ ସଂଖ୍ୟା ତଥା ପୌନଃପୁନିକ ଦଶମିକ ସଂଖ୍ୟାରେ ପ୍ରକାଶ କରାଯାଇପାରିବ ।

ଏହାର ମୂଲ୍ୟ ସାଧାରଣତଃ ଭଗ୍ନାଂଶରେ ଓ ଦଶମିକରେ ୩.୧୪ ଧରାଯାଏ ।

ଅପରିମେୟ ସଂଖ୍ୟାକୁ ଦଶମିକ ସଂଖ୍ୟାରେ ପ୍ରକାଶ କରିବା ବେଳେ ତାହା ସସୀମ ଦଶମିକ କିମ୍ବା ପୌନଃପୁନିକ ଦଶମିକ ନ ହୋଇ ଅସୀମ ଦଶମିକ ଆକାରରେ ପ୍ରକାଶିତ ହୁଏ ।

ସେ ଗଣିତ ବିଜ୍ଞାନକୁ ଦଶମିକ ସଂଖ୍ୟା ସହ ପରିଚିତ କରାଇଥିଲେ ।

ସାଧାରଣତଃ ଏହା ଇଞ୍ଚର ଦଶମିକ ଭଗ୍ନାଶ ବା ମିଲିମିଟରରେ ପ୍ରକାଶ କରାଯାଏ ।

| ଗାଣିତିକ ଧର୍ମ |ଅପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:|ଏକ ଅପରିମେୟ ସଂଖ୍ୟାକୁ ଦଶମିକରେ ପ୍ରକାଶ କରିବାକୁ ଗଲେ ତାହା ଏକ ଅସୀମ ଦଶମିକ ସଂଖ୍ୟା ରୂପେ ପ୍ରକାଶିତ ହୁଏ ।

ଦଶମିକ ପଦ୍ଧତି ସଂଖ୍ୟା ପ୍ରଣାଳିକୁ ଅଧିକ ସହଜ ଏବଂ ବୋଧଗମ୍ୟ କରିପାରିଛି ।

ଏହା ବାସ୍ତବରେ ଦଶମିକ ପଦ୍ଧତିର ସୃଷ୍ଟି ।

ଜ୍ୟୋତିର୍ବିଜ୍ଞାନରେ ଦଶମିକ ଗଣନାରେ ବିନା ସହାୟତାରେ ମନୁଷ୍ୟ ଚନ୍ଦ୍ରରେ ପହଞ୍ଚିବା ସମ୍ଭବ ହୋଇନଥାନ୍ତା ବୋଲି ଜ୍ୟୋତିର୍ବିଜ୍ଞାନରେ ଜଣା ।

decadal's Usage Examples:

The volcanic cooling signals in ocean heat content can persist for much longer time (decadal or mutil-decadal time scale).


The Pacific decadal oscillation (PDO) is a robust, recurring pattern of ocean-atmosphere climate variability centered over the mid-latitude Pacific basin.


The decadal growth of population.


21 billion with a decadal growth of 17.


cycle ozone ozone depletion ozone depletion potential (ODP) ozone layer (ozonosphere layer) ozone-oxygen cycle Pacific decadal oscillation paleoclimatology.


"Ocean impact on decadal Atlantic climate variability revealed by sea-level observations".


Decadal Population Growth Rate (%) Note: The CD Block data for 1971-1981, 1981-1991 and 1991-2001 is for English Bazar PS The decadal growth of.


II " III taken together The decadal growth of population in Kaliachak II CD Block in 2001-2011 was -0.


Decadal Population Growth Rate (%) Note: The CD Block data for 1971-1981, 1981-1991 and 1991-2001 is for Gazole PS The decadal growth of population.


04% with a decadal growth of 9.


divisions goal is to improve our understanding of climate variability, predictability and change on time scales ranging from seasonal to multidecadal.


I " II taken together The decadal growth of population in Harishchandrapur I CD Block in 2001-2011 was 22.


literature the term is used to describe decades-long droughts or multi-decadal droughts.



decadal's Meaning in Other Sites