charles Meaning in Odia (Oriya). ( charles ଶବ୍ଦର ଓଡିଆ ଅର୍ଥ)
ଚାର୍ଲସ୍,
Noun:
ଚାର୍ଲ୍ସ |,
People Also Search:
charles augustin de coulombcharles dickens
charles dudley warner
charles goodyear
charles hard townes
charles ii
charles james fox
charles lamb
charles louis napoleon bonaparte
charles percy snow
charles the bald
charles the great
charles's wain
charleston
charley
charles తెలుగు అర్థానికి ఉదాహరణ:
ଜର୍ଣ୍ଣାଲ୍ ଅବିଚ୍ଛିନ୍ନ ଭାବରେ ଚାର୍ଲସ୍ ଡାଓ, ଏଡଓ୍ବାର୍ଡ୍ ଜୋନସ୍ ଏବଂ ଚାର୍ଲସ୍ ବର୍ଗସ୍ଟେସର୍ଙ୍କଦ୍ୱାରା ଆରମ୍ଭ ହେବା ସମୟ, ୮ ଜୁଲାଇ ୧୮୮୯ ମସିହାରୁ ପ୍ରକାଶ ପାଇ ଆସୁଛି ।
ତତ୍କାଳର ପ୍ରବୀଣ ସାହିତ୍ୟିକମାନେ "ଚାର୍ଲସ୍"ଙ୍କୁ ବଧେଇ ଜଣେଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ଏହାପରେ ସେ ୨୦୧୪ରେ ରଙ୍ଗ ରସିୟା, ୨୦୧୫ରେ ମେଁ ଔର୍ ଚାର୍ଲସ୍, ୨୦୧୬ରେ ସୁଲତାନ, ୨୦୧୮ରେ ବାଘି-୨ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଏହିସବୁକୁ ବେଶ୍ କଳାତ୍ମକ ଶୈଳୀରେ ପ୍ରକାଶ କରୁଥିଲେ "ଚାର୍ଲସ୍" ।
୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା ।
ସନ ୧୮୪୪ରେ କ୍ୟାନାଡ଼ା ଓ ଜର୍ମାନୀର ଉଦ୍ଭାବକ ଯଥାକ୍ରମେ ଚାର୍ଲସ୍ ଫେନେର୍ଟି ଓ ଏଫ୍ ଜି କେଲର ସ୍ୱତନ୍ତ୍ର ଭାବେ କାଠ ମଣ୍ଡରୁ ତନ୍ତୁ ତିଆରି କରିବା ଉପାୟ ପ୍ରସ୍ତୁତ କରିଥିଲେ ।
|ଶେଷ ଜୀବନ|ଚାର୍ଲସ୍ ବଦେଲିଅରଙ୍କ ତମାମ ଜୀବନ ଦୁଃଖ ଦୟନୀୟତା ଏବଂ ସଂଘର୍ଷ ମଧ୍ୟ ଦେଇ ଅତିବାହିତ ହୋଇଥିଲା ।
ଚାର୍ଲସ୍ ବ୍ଲାକଲେ ସନ ୧୮୫୯ରେ ଏହି ରୋଗର କାରଣରୂପେ ପରାଗ ରେଣୁକୁ ଚିହ୍ନଟ କରିଥିଲେ ।
|ଦି ଫ୍ଲାୱାର୍ସ ଅଫ୍ ଏଭିଲ୍|ଚାର୍ଲସ୍ ବଦେଲିଅରଙ୍କ କଥା ଉଠିଲେ ଆଖି ଆଗକୁ ମନକୁମନ ଚାଲିଆସେ ତାଙ୍କର ଅତି ଲୋକପ୍ରିୟ ପୁସ୍ତକ ୧୮୫୭ ମସିହାର (ଲେସ୍ ଫ୍ଲିୟୋର୍ସ ଡୁ ମାଲ୍); ଯାହାର ଇଂଲିଶ ସଂସ୍କରଣର ଶୀର୍ଷକ-【ଦି ଫ୍ଲାୱାର୍ସ ଅଫ୍ ଏଭିଲ୍】 ।
ଜର୍ଣ୍ଣାଲ୍ର 'ରିଭ୍ୟୁ ଓ ଆଉଟଲୁକ୍' ସ୍ତମ୍ଭ, ଯାହା ପ୍ରଥମେ ୧୮୯୯ ମସିହାରେ ଚାର୍ଲସ୍ ଡାଓଙ୍କଦ୍ୱାରା ଲେଖା ଯାଇଥିଲା, ତାହା ଏବେ ମଧ୍ୟ ଚାଲୁଅଛି ।
ବ୍ୟାବେଜ୍ଙ୍କ ବନ୍ଧୁ ଚାର୍ଲସ୍ ହ୍ୱେଟ୍ଷ୍ଟୋନ୍ ଏଡାଙ୍କୁ ମେନାବ୍ରିଆଙ୍କ ପେପର୍ର ଇଂରାଜୀ ଅନୁବାଦ କରିବାକୁ କହିଥିଲେ ।
ସମୟକ୍ରମେ ୧୮୫୯ ମସିହାରେ ଚାର୍ଲସ୍ ଡାରୱିନ୍ଙ୍କଦ୍ୱାରା ବିବର୍ତ୍ତନବାଦ ପ୍ରକାଶିତ ହେଲାପରେ ଆଧୁନିକ ବର୍ଗୀକରଣ କରାଗଲା।
charles's Usage Examples:
bogerti, western banded gecko Emoia bogerti Heloderma charlesbogerti, a venomous lizard Micrurus bogerti, a venomous snake Paraderma bogerti, an extinct helodermatid.
com/scholar?qcharles+simonyi Charles Simony in Google Scholar "Anything You Can Do, I Can Do Meta".
com/article/20150615/PC05/150619811/1505/new-program-hopes-to-weatherize-80-charleston-area-homes-in-2-years http://www.
"Sur une espèce nouvelle de langouste des Îles du Cap Vert, Palinurus charlestoni sp.
charlesbogerti) Rio Fuerte beaded lizard (H.
com/news/local/former-bishop-bransfield-pays-441000-to-diocese-of-wheeling-charleston-apologizes https://wvmetronews.
Guatemalan beaded lizard (Heloderma charlesbogerti), also called the Motagua Valley beaded lizard, is a highly endangered species of beaded lizard, a venomous.
net/in-focus/sir-charles-doyly-7th-baronet-1516348 Archer, M.
Synonyms:
Charles II,