<< charleston charley's >>

charley Meaning in Odia (Oriya). ( charley ଶବ୍ଦର ଓଡିଆ ଅର୍ଥ)



ଚାର୍ଲି, ରାତିର ରାକ୍ଷୀ,

charley తెలుగు అర్థానికి ఉదాహరణ:

ଯେକୌଣସି ଖରାପ ଦେଖୁଥିବା ଗଛକୁ ଏହି ଶୋ ପରେ ଚାର୍ଲି ବ୍ରାଉନ୍ କ୍ରିସ୍ମସ୍ ଗଛ ବୋଲି କୁହାଯାଉଥିଲା ।

ବଡ଼ଦିନ ଉପଲକ୍ଷେ ଚାର୍ଲିମେନ୍ ସମ୍ରାଟ ରୂପେ ଅଭିଷିକ୍ତ ହେବାରୁ ଖ୍ରୀ. ୮୦୦ ପରେ ବଡ଼ଦିନ ପାଳନକୁ ନେଇ ପୁଣି ଉତ୍ସାହ ସୃଷ୍ଟି ହୋଇଥିଲା ।

| ଆଧାର |ଜଗନ୍ନାଥଙ୍କ ନୀତି ଚାର୍ଲି ଚାପଲିନ୍ ( ମୂଳନାମ Sir Charles Spencer Chaplin) (୧୬ ଅପ୍ରେଲ ୧୮୮୯– ୨୫ ଡିସେମ୍ବର ୧୯୭୭) ଜଣେ ଇଂରେଜ ହାସ୍ୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଯିଏ କି ନିର୍ବାକ ଚଳଚ୍ଚିତ୍ର ଯୁଗରେ ଖ୍ୟାତି ଅର୍ଜନ କରିଥିଲେ ।

ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଶ୍ରୀଦେବୀଙ୍କର ଚାର୍ଲି ଚାପେଲିନ୍ ଛାପ ତାଙ୍କର ଅନନ୍ୟ ଅଭିନୟ ଥିଲା ।

ଚାର୍ଲି ବ୍ରାଉନ୍ ଶୋରେ ଏହା ଉପରେ ବ୍ୟଙ୍ଗ କରାଯାଉଥିଲା ଯାହା ବଡ଼ଦିନର ବ୍ୟବସାୟିକ ପ୍ରଚାରରେ ସହାୟକ ହୋଇଥିଲା ।

|୧୯୬୫ ମସିହାର ଟେଲିଭିଜନ୍ କାର୍ଯ୍ୟକ୍ରମ ଏ ଚାର୍ଲି ବ୍ରାଉନ୍ କ୍ରିସ୍ମସ୍ (A Charlie Brown Christmas) କ୍ରିସ୍ମସ୍ ଗଛ ସମ୍ବନ୍ଧୀୟ ପପ୍ ସଂସ୍କୃତି ଉପରେ ପ୍ରଚୁର ପ୍ରଭାବ ପକାଇଥିଲା ।

ସେ ୧୯୯୨ରେ ଚଳଚ୍ଚିତ୍ର ଚାପଲିନ୍ରେ ଚାର୍ଲି ଚାପଲିନ୍ ରୂପେ ଦେଖା ଦେଇଥିଲେ, ଯାହାକି ତାଙ୍କୁ ଏକାଡେମୀ ଆୱାର୍ଡ ଫର ବେଷ୍ଟ ଏକ୍ଟର ପାଇଁ ନୋମିନିତ କରାଇଥିଲା ଏବଂ ସେ ଏହି ଚଳଚ୍ଚିତ୍ର ପାଇଁ ବଫ୍ତା ଆୱାର୍ଡ ଫର ବେଷ୍ଟ ଏକ୍ଟର ପାଇଥିଲେ।

|ସେପ୍ଟେମ୍ବର ୨୦୧୯ରେ ଯୁଥ ଫର କନସାଇନ୍ସ ତରଫରୁ ଆଡିଲେଡ ଚାର୍ଲିଅର ଓ ଡି ୱେଭର ଦୁହେଁ ଆମନେସ୍ଟି ଇଣ୍ଟରନ୍ୟାସନାଲ ବେଲଜିଅମର (Amnesty International Belgium's) ଆମ୍ବାସଡର ଅଫ କନସାଇନ୍ସ ପୁରସ୍କାରର (Ambassador of Conscience Award) ଯୁଗ୍ମ ବିଜେତା ହୋଇଥିଲେ ।

କିରା ଗାଣ୍ଟଏସ Kyra Gantois ଓ ଆଡିଲେଡ ଚାର୍ଲିଅର Adélaïde Charlier ସ‌ହିତ ଡି ୱେଭର ବେଲଜିଅମର ଜଳବାୟୁ ନିମନ୍ତେ ସ୍କୁଲ ସ୍ଟ୍ରାଇକରେ ଅକ ପ୍ରମୂଖ ନେତ୍ରୀ ଥିଲେ ।

ପିତାଙ୍କ ଅନୁପସ୍ଥିତିରେ ତାଙ୍କ ମାଆ ଅର୍ଥାଭାବରେ ସଂଘର୍ଷ କରୁଥିବା ବେଳେ ଚାର୍ଲିଙ୍କୁ ନଅ ବର୍ଷ ନ ହେଉଣୁ କାମ କରିବାପାଇଁ ପଠାଇଦିଆଗଲା ।

|ସେ ଚାର୍ଲି ଯେମିସନ ଆଉ ଦୋରଥୀ ଗ୍ରୀନ ଙ୍କର ସଭା ସାନ ଝିଅ ଥିଲେ ।

କମ୍ ବୟସରୁ ଚାର୍ଲି ମ୍ୟୁଜିକ ହାଉସଗୁଡ଼ିକ ବୁଲି କାମ କରିବା ଆରମ୍ଭ କଲେ ।

charley's Usage Examples:

He became a first-string end as a sophomore in 1942, but was ailing from a charley horse in his thigh and sat out the first game of the season against a Fort Knox military team.



Synonyms:

cramp, muscle spasm, spasm, charley horse,

Antonyms:

unfasten,

charley's Meaning in Other Sites