<< barracudas barrage fire >>

barrage Meaning in Odia (Oriya). ( barrage ଶବ୍ଦର ଓଡିଆ ଅର୍ଥ)



ବ୍ୟାରେଜ୍, ନଦୀ ବନ୍ଧ,

Noun:

ଡ୍ୟାମ୍ |, ଆତ୍ମରକ୍ଷା, ପ୍ରତିବନ୍ଧକ |,

barrage తెలుగు అర్థానికి ఉదాహరణ:

ଘେରାବନ୍ଧ କାରଣରୁ ଗତ ୨୦ ବର୍ଷ ହେଲା ସିନ୍ଧୁ ନଦୀ ବ୍ୟାରେଜ୍‍ମାନଙ୍କ ଉପର ମୁଣ୍ଡରେ ମାଟି ଓ ବାଲି ଜମା ହେବାରେ ଲାଗିଛି ଓ କିଛି ଅଞ୍ଚଳ ପୋତି ହୋଇଗଲାଣି ।

ସୁକ୍କୁର ବ୍ୟାରେଜ୍ ୨୦,୦୦୦ ବର୍ଗ କି.ମି.ରୁ ବଡ଼ ଅଞ୍ଚଳରେ ଜଳସେଚନର ସୁବିଧା ପହଞ୍ଚାଇ ଥାଏ ।

ନେପାଳର କୋଶୀ ବ୍ୟାରେଜ୍ ନିକଟରେ ରହିଥିବା କୋଶୀ-ଟାପୁ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକାଥରକେ ୪୦୦୦ରୁ ଅଧିକ ପକ୍ଷୀ ଏକତ୍ରିତ ହେବା ଦେଖାଯାଇଛି ।

୨୦୧୦ ମସିହାରେ ଗଣ୍ଡକୀ ନଦୀ ଉପରେ ନିର୍ମିତ ତ୍ରିବେଣୀ ବ୍ୟାରେଜ୍‍ର ତଳ ପଟକୁ କିଛି ଥଣ୍ଟିଆ କୁମ୍ଭୀର ରହିଥିବା ଜଣା ପଡ଼ିଥିଲା (ଏହି କୁମ୍ଭୀର ବସବାସ କରୁଥିବା ଅଞ୍ଚଳ ସୋହାଗି ବର୍ୱା ଅଭୟାରଣ୍ୟ ଓ ବାଲ୍ମିକୀ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଅବସ୍ଥିତ) ।

|ନଦୀବନ୍ଧ, ବ୍ୟାରେଜ୍, ଜଳସେଚନ କେନାଲ୍ ଇତ୍ୟାଦିର ନିର୍ମାଣ, ନଦୀ ଗର୍ଭରୁ ବାଲି ଉଠାଇବା ଇତ୍ୟାଦି କାର୍ଯ୍ୟକଳାପ ନଦୀର ପାରିବେଶିକ ଅବସ୍ଥାକୁ କ୍ଷତି ପହଞ୍ଚାଏ ।

ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସିନ୍ଧୁ ନଦୀ ଉପରେ କାଲା ବାଘ ବ୍ୟାରେଜ୍, ଚସମା ବ୍ୟାରେଜ୍, ତୌନ୍ସା ବ୍ୟାରେଜ୍ ଆଦି ନିର୍ମିତ ହୋଇଛି ।

ବ୍ରାହ୍ମଣୀ ନଦୀ ଉପର ଅବସ୍ଥାପିତ ସମଲ ବ୍ୟାରେଜ୍‍ରୁ ଏହି ସଂଯଂତ୍ର ନିମନ୍ତେ ଜଳ ଆସିଥାଏ ।

|ସିନ୍ଧୁ ନଦୀ ଉପରେ ବ୍ୟାରେଜ୍, ପୋଲ ଓ ନଦୀବନ୍ଧ|ବର୍ତ୍ତମାନ ସମୟରେ ପାକିସ୍ତାନରେ ସିନ୍ଧୁ ନଦୀ ଉପରେ ୩ଟି ବ୍ୟାରେଜ୍ ରହିଛି : ଗୁଡ୍ଡୁ ବ୍ୟାରେଜ୍, ସୁକ୍କୁର ବ୍ୟାରେଜ୍, କୋଟ୍ରି ବ୍ୟାରେଜ୍ (ଅନ୍ୟ ନାମ – ଗୁଲାମ ମହମ୍ମଦ ବ୍ୟାରେଜ୍) ।

ବ୍ରାହ୍ମଣୀ ନଦୀ ଉପରେ କାଂଶବାହାଲଠାରେ ମନ୍ଦିରା ଡ୍ୟାମ ଓ ପାନପୋଷର ସନ୍ନିକଟରେ ତରକେରାଠାରେ ବ୍ୟାରେଜ୍ ନିର୍ମାଣ ହୋଇ ରାଉରକେଲା ଇସ୍ପାତ କାରଖାନାକୁ ସଦାସର୍ବଦା ଜଳଯୋଗାଣ ହେଉଉଅଛି ।

ଏହି କାରଣରୁ ପାକିସ୍ତାନ ସରକାର ଗୁଡ୍ଡୁ ବ୍ୟାରେଜ୍‍ରୁ ନେଇ ସୁକ୍କୁର ପର୍ଯ୍ୟନ୍ତ ସିନ୍ଧୁ ନଦୀରେ ମାଛ ଧରିବା ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ ।

ଗୁଡ୍ଡୁ ବ୍ୟାରେଜ୍ ୧୩୫୦ ମିଟର୍ ଲମ୍ବା ଓ ଏହା ସୁକ୍କୁର, ଜାକବାବାଦ, ଲର୍କାନା, କଲାତ ଆଦି ଅଞ୍ଚଳକୁ ସେଚିତ କରିଥାଏ ।

ଚୁକ୍ତିର ନିୟମ ଅନୁସାରେ ପାକିସ୍ତାନର ବୋମା ବା ଗୋଳା ବର୍ଷଣ ଯୋଗୁଁ ଭାରତରେ ସିନ୍ଧୁ ନଦୀ ବ୍ୟବସ୍ଥାର ଅଂଶ କୌଣସି ବନ୍ଧ, ବ୍ୟାରେଜ୍, ଜଳବିଦ୍ୟୁତ୍ କେନ୍ଦ୍ର ଇତ୍ୟାଦି କ୍ଷତିଗ୍ରସ୍ତ ହେଲେ ଜଳ ଚୁକ୍ତି ରଦ୍ଦ ହେବାର ସମ୍ଭାବନା ରହିଛି ।

୨୦୧୯ ମସିହାରେ ସିନ୍ଧୁ ଉପରେ "ସିନ୍ଧ ବ୍ୟାରେଜ୍" ନାମକ ଆଉ ଏକ ବ୍ୟାରେଜ୍ ନିର୍ମାଣର ଯୋଜନା କରାଯାଇଥିଲା ।

barrage's Usage Examples:

is a lock, rising and falling low-tide barrage integrating controlled sluices and pair of pedestrian bridges on the River Thames in south west London.


On all subsequent missions, either spot jamming or barrage jamming of enemy radar signals was done.


to as hair-splitting, nothing but objections, barrage of objections and banal objections) is an informal logical fallacy where irrelevant and sometimes.


In the 9th and 10th round, Somsak Sithchatchawal threw a barrage of shots that prompted the referee to end the fight.


ABC was later supplanted by Jostle IV, which barraged the entire band, beginning on 30 June 1944.


"New Wazirabad barrage", proposed in 2013, to be built 8 km north of the Wazirabad barrage.


When the artillery barrage ended, the freshly drafted II.


On the next day at Lake Doiran the Allies began a two-day artillery barrage in which more than 300,000 ordinary and gas shells were fired on the Bulgarian positions.


Dams and barrages on the Baitarani and its major tributary, the Salandi, irrigate 61,920.


Pathrala Barrage (Hindi: पथराला बांध) is a barrage across the Somb river, located in Yamuna Nagar District, in the state of Haryana, India.


A WWII barrage balloon mooring anchor was located on the island.


Nangal dam is a barrage dam that is 10"nbsp;km downstream of Bhakra damIrrigationThe dam holds excess waters during the monsoon and provides a regulated release during the year.


The Palla barrage is a barrage located in Palla on the Yamuna-Faridabad canal in Faridabad district of Haryana state in India.



Synonyms:

language, onslaught, bombardment, linguistic communication, outpouring,

Antonyms:

exact, reduce, thin, stay in place, top,

barrage's Meaning in Other Sites