<< barratry barred >>

barre Meaning in Odia (Oriya). ( barre ଶବ୍ଦର ଓଡିଆ ଅର୍ଥ)



ବ୍ୟାରେ,

Noun:

ବାହାରେ,

barre తెలుగు అర్థానికి ఉదాహరణ:

ଘେରାବନ୍ଧ କାରଣରୁ ଗତ ୨୦ ବର୍ଷ ହେଲା ସିନ୍ଧୁ ନଦୀ ବ୍ୟାରେଜ୍‍ମାନଙ୍କ ଉପର ମୁଣ୍ଡରେ ମାଟି ଓ ବାଲି ଜମା ହେବାରେ ଲାଗିଛି ଓ କିଛି ଅଞ୍ଚଳ ପୋତି ହୋଇଗଲାଣି ।

ଛତିଶଗଡ଼଼ ଯୁକ୍ତି କରେ ଯେ, ଉପର ମୁଣ୍ଡରେ ବ୍ୟାରେଜ ମହାନଦୀ ଜଳର ସମାନ ବଣ୍ଟନ କରିବ ଯେଉଁଥିପାଇଁ ଛତିଶଗଡ଼଼ ଏଯାବତ ଚିନ୍ତା କରିନଥିଲା ।

ଡେରା ଇସ୍ମାଇଲ୍ ଖାନ ନିକଟସ୍ଥ ଚସମା ବ୍ୟାରେଜରୁ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଡେରା ଗାଜି ଖାନ ନିକଟସ୍ଥ ତୌନ୍ସା ବ୍ୟାରେଜରୁ ୧ ଲକ୍ଷ କିଲୋୱାଟ୍ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ତର୍ବେଲା ନଦୀବନ୍ଧ ସହାୟକ ହୋଇଥାଏ ।

ସୁକ୍କୁର ବ୍ୟାରେଜ୍ ୨୦,୦୦୦ ବର୍ଗ କି.ମି.ରୁ ବଡ଼ ଅଞ୍ଚଳରେ ଜଳସେଚନର ସୁବିଧା ପହଞ୍ଚାଇ ଥାଏ ।

ନେପାଳର କୋଶୀ ବ୍ୟାରେଜ୍ ନିକଟରେ ରହିଥିବା କୋଶୀ-ଟାପୁ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକାଥରକେ ୪୦୦୦ରୁ ଅଧିକ ପକ୍ଷୀ ଏକତ୍ରିତ ହେବା ଦେଖାଯାଇଛି ।

୨୦୧୦ ମସିହାରେ ଗଣ୍ଡକୀ ନଦୀ ଉପରେ ନିର୍ମିତ ତ୍ରିବେଣୀ ବ୍ୟାରେଜ୍‍ର ତଳ ପଟକୁ କିଛି ଥଣ୍ଟିଆ କୁମ୍ଭୀର ରହିଥିବା ଜଣା ପଡ଼ିଥିଲା (ଏହି କୁମ୍ଭୀର ବସବାସ କରୁଥିବା ଅଞ୍ଚଳ ସୋହାଗି ବର୍ୱା ଅଭୟାରଣ୍ୟ ଓ ବାଲ୍ମିକୀ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଅବସ୍ଥିତ) ।

ଏହି କାରଣରୁ ୨୦୧୮ ମସିହା ବେଳକୁ କୋଟ୍ରି ବ୍ୟାରେଜ ତଳମୁଣ୍ଡରୁ ନଦୀର ପ୍ରବାହ ବହୁତ କମିଯାଇ ପ୍ରାୟ ୩୩୦୦ କୋଟି ଘନ ମିଟର ହୋଇଯାଇଛି ।

ତାଳଚେରଠାରେ ସମଲ ବ୍ୟାରେଜ ନିର୍ମାଣ ହୋଇ ନଦୀ ଜଳ କୃଷି କାର୍ଯ୍ୟରେ ବ୍ୟବହାର କରାଯାଉଅଛି ।

|ଏସବୁ ଶେଷ ହେବା ପରେ ହିଁ ଶିକ୍ଷାର୍ଥୀ ମାନଙ୍କୁ କମାଣ୍ଡୋ ମାନେ ତାଙ୍କ ଟୋପିରେ ଏୟାରମ୍ୟାନ ବ୍ୟାରେଟ ବ୍ୟାଚ୍ ଲଗାନ୍ତି।

ନଦୀର ଦକ୍ଷିଣ କୂଳରେ ଗୁଡ୍ଡୁ ବ୍ୟାରେଜରୁ ମଞ୍ଚାର ହ୍ରଦ ପର୍ଯ୍ୟନ୍ତ ମଧ୍ୟ ଏକ ଘେରାବନ୍ଧ ରହିଛି ।

ଖଇରାମାଳଠାରେ ଏକ ବ୍ୟାରେଜ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ୨ଟି ବୃହତ ନଦୀବନ୍ଧ ପ୍ରକଳ୍ପ ଇବ ଓ ଅଙ୍ଗ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ, ଚିଲିକାର ଜଳରାଶି ଓ ଜୈବ ବିବିଧତା ବଜାୟ ରଖିବା ପାଇଁ ମହାନଦୀର ଶାଖାନଦୀ କାଠଯୋଡ଼ିରୁ ବାହାରିଥିବା କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ଜଳ ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବା ନିଷ୍ପତ୍ତି ନିଆଯାଇଥିବାର ଘୋଷଣା କରିଥିଲେ ।

|ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ରାଜ୍ୟ ସରକାର ୨୯ଟି ମଧ୍ୟମ, ବୃହତ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ବୋଲି ୨୦୧୮ ମେ ୧୨ତାରିଖରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଥିଲେ ।

barre's Usage Examples:

Lucius Caecilius was blinded by the flames and it was believed that this was the result of him breaking the tradition of the temple which barres men from entering.


Unlike later supercontinents, Rodinia would have been entirely barren.


Origin A tonneau was originally an open rear passenger compartment, rounded like a barrel, on an automobile and, by extension, a body style incorporating such a compartment.


Reports indicate that another Singapore gay rights activist was barred from speaking in 2018 at a TEDx radio talk.


That term refers only to the suborder of marine smelts and barreleyes in the classification used here, with the slickheads and.


As a result, those loyal to Catholicism attempted to replace the distinction between Norman and Gaelic Irish under the new denominator of Irish Catholic by 1700, as they were both barred from positions of wealth and power by the so-called New English settlers, who became known as the Protestant Ascendancy.


Somewhat incongruously, water spouts from the centre of the barrel, creating a fountain.


The primaries of the females and immature males are boldly barred in rufous and brown.


barren trees whose branches appear as if the arms of the dead, a single vulturous raven, drawn in an almost childlike manner that recalls fairy tale illustrations.


He still has one of the most distinctive deliveries in rap: a casual, nasal, conversational tone that sounds leisurely even when he's barreling forward.


Tympanoctomys Plains viscacha rat (Tympanoctomys barrerae) Kirchner"s viscacha rat (Tympanoctomys kirchnerorum) Chalchalero viscacha rat (Tympanoctomys.


2 in) 6 barreled GSh-6-30 Gatling Gun 8 × 9M311K.



barre's Meaning in Other Sites