barrages Meaning in Odia (Oriya). ( barrages ଶବ୍ଦର ଓଡିଆ ଅର୍ଥ)
ବ୍ୟାରେଜ୍, ଡ୍ୟାମ୍, ଆତ୍ମରକ୍ଷା, ପ୍ରତିବନ୍ଧକ,
Noun:
ଡ୍ୟାମ୍ |, ଆତ୍ମରକ୍ଷା, ପ୍ରତିବନ୍ଧକ |,
People Also Search:
barragingbarramundi
barramundis
barrancos
barranquilla
barrat
barrator
barrators
barratries
barratrous
barratry
barre
barred
barred owl
barrel
barrages తెలుగు అర్థానికి ఉదాహరణ:
ଘେରାବନ୍ଧ କାରଣରୁ ଗତ ୨୦ ବର୍ଷ ହେଲା ସିନ୍ଧୁ ନଦୀ ବ୍ୟାରେଜ୍ମାନଙ୍କ ଉପର ମୁଣ୍ଡରେ ମାଟି ଓ ବାଲି ଜମା ହେବାରେ ଲାଗିଛି ଓ କିଛି ଅଞ୍ଚଳ ପୋତି ହୋଇଗଲାଣି ।
ସୁକ୍କୁର ବ୍ୟାରେଜ୍ ୨୦,୦୦୦ ବର୍ଗ କି.ମି.ରୁ ବଡ଼ ଅଞ୍ଚଳରେ ଜଳସେଚନର ସୁବିଧା ପହଞ୍ଚାଇ ଥାଏ ।
ନେପାଳର କୋଶୀ ବ୍ୟାରେଜ୍ ନିକଟରେ ରହିଥିବା କୋଶୀ-ଟାପୁ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକାଥରକେ ୪୦୦୦ରୁ ଅଧିକ ପକ୍ଷୀ ଏକତ୍ରିତ ହେବା ଦେଖାଯାଇଛି ।
୨୦୧୦ ମସିହାରେ ଗଣ୍ଡକୀ ନଦୀ ଉପରେ ନିର୍ମିତ ତ୍ରିବେଣୀ ବ୍ୟାରେଜ୍ର ତଳ ପଟକୁ କିଛି ଥଣ୍ଟିଆ କୁମ୍ଭୀର ରହିଥିବା ଜଣା ପଡ଼ିଥିଲା (ଏହି କୁମ୍ଭୀର ବସବାସ କରୁଥିବା ଅଞ୍ଚଳ ସୋହାଗି ବର୍ୱା ଅଭୟାରଣ୍ୟ ଓ ବାଲ୍ମିକୀ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଅବସ୍ଥିତ) ।
|ନଦୀବନ୍ଧ, ବ୍ୟାରେଜ୍, ଜଳସେଚନ କେନାଲ୍ ଇତ୍ୟାଦିର ନିର୍ମାଣ, ନଦୀ ଗର୍ଭରୁ ବାଲି ଉଠାଇବା ଇତ୍ୟାଦି କାର୍ଯ୍ୟକଳାପ ନଦୀର ପାରିବେଶିକ ଅବସ୍ଥାକୁ କ୍ଷତି ପହଞ୍ଚାଏ ।
ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସିନ୍ଧୁ ନଦୀ ଉପରେ କାଲା ବାଘ ବ୍ୟାରେଜ୍, ଚସମା ବ୍ୟାରେଜ୍, ତୌନ୍ସା ବ୍ୟାରେଜ୍ ଆଦି ନିର୍ମିତ ହୋଇଛି ।
ବ୍ରାହ୍ମଣୀ ନଦୀ ଉପର ଅବସ୍ଥାପିତ ସମଲ ବ୍ୟାରେଜ୍ରୁ ଏହି ସଂଯଂତ୍ର ନିମନ୍ତେ ଜଳ ଆସିଥାଏ ।
|ସିନ୍ଧୁ ନଦୀ ଉପରେ ବ୍ୟାରେଜ୍, ପୋଲ ଓ ନଦୀବନ୍ଧ|ବର୍ତ୍ତମାନ ସମୟରେ ପାକିସ୍ତାନରେ ସିନ୍ଧୁ ନଦୀ ଉପରେ ୩ଟି ବ୍ୟାରେଜ୍ ରହିଛି : ଗୁଡ୍ଡୁ ବ୍ୟାରେଜ୍, ସୁକ୍କୁର ବ୍ୟାରେଜ୍, କୋଟ୍ରି ବ୍ୟାରେଜ୍ (ଅନ୍ୟ ନାମ – ଗୁଲାମ ମହମ୍ମଦ ବ୍ୟାରେଜ୍) ।
ବ୍ରାହ୍ମଣୀ ନଦୀ ଉପରେ କାଂଶବାହାଲଠାରେ ମନ୍ଦିରା ଡ୍ୟାମ ଓ ପାନପୋଷର ସନ୍ନିକଟରେ ତରକେରାଠାରେ ବ୍ୟାରେଜ୍ ନିର୍ମାଣ ହୋଇ ରାଉରକେଲା ଇସ୍ପାତ କାରଖାନାକୁ ସଦାସର୍ବଦା ଜଳଯୋଗାଣ ହେଉଉଅଛି ।
ଏହି କାରଣରୁ ପାକିସ୍ତାନ ସରକାର ଗୁଡ୍ଡୁ ବ୍ୟାରେଜ୍ରୁ ନେଇ ସୁକ୍କୁର ପର୍ଯ୍ୟନ୍ତ ସିନ୍ଧୁ ନଦୀରେ ମାଛ ଧରିବା ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ ।
ଗୁଡ୍ଡୁ ବ୍ୟାରେଜ୍ ୧୩୫୦ ମିଟର୍ ଲମ୍ବା ଓ ଏହା ସୁକ୍କୁର, ଜାକବାବାଦ, ଲର୍କାନା, କଲାତ ଆଦି ଅଞ୍ଚଳକୁ ସେଚିତ କରିଥାଏ ।
ଚୁକ୍ତିର ନିୟମ ଅନୁସାରେ ପାକିସ୍ତାନର ବୋମା ବା ଗୋଳା ବର୍ଷଣ ଯୋଗୁଁ ଭାରତରେ ସିନ୍ଧୁ ନଦୀ ବ୍ୟବସ୍ଥାର ଅଂଶ କୌଣସି ବନ୍ଧ, ବ୍ୟାରେଜ୍, ଜଳବିଦ୍ୟୁତ୍ କେନ୍ଦ୍ର ଇତ୍ୟାଦି କ୍ଷତିଗ୍ରସ୍ତ ହେଲେ ଜଳ ଚୁକ୍ତି ରଦ୍ଦ ହେବାର ସମ୍ଭାବନା ରହିଛି ।
୨୦୧୯ ମସିହାରେ ସିନ୍ଧୁ ଉପରେ "ସିନ୍ଧ ବ୍ୟାରେଜ୍" ନାମକ ଆଉ ଏକ ବ୍ୟାରେଜ୍ ନିର୍ମାଣର ଯୋଜନା କରାଯାଇଥିଲା ।
barrages's Usage Examples:
Dams and barrages on the Baitarani and its major tributary, the Salandi, irrigate 61,920.
In response to the levees construction, the river has been aggrading rapidly over the last 20 years leading to breaches upstream of barrages.
This stretch of the river has substantial hydro electricity generation potential by building medium head (< 20 m) barrages in.
A detailed Project Report was ready to build new barrages in 2 places, dredge Yaumna from Palla to Wazirabad with a water draft of.
It also includes nearly 3,200 major / medium dams and barrages had been constructed in.
v t e Godavari basin Rivers Dams, barrages Jayakwadi Dam Majalgaon Dam Kaleshwaram Lift Irrigation Project Sriram Sagar Project Nizam Sagar Upper Wardha.
Purpose The lock and barrages were installed in 1894 by the Thames Conservancy to maintain a broad navigable.
Tidal barrages make use of the potential energy in the difference in height (or hydraulic head) between high and low tides.
Unable to match the Indians shell for shell, they relied on barrages in selected areas and developed an intelligence network.
Agreeable who would insult sacred cows with barrages of swear words (asterisked out to comply with IPC Media regulations).
On 5 April the Hudson gained credit for her second Japanese submarine, when a 6-hour attack with six barrages of depth charges resulted in the sinking of the RO-49 off Okinawa.
by Allied ground forces: without losing any planes, the group repeatedly dived through barrages of antiaircraft fire to bomb vital airfields east of the.
Again pinned down at the foot of a small hill, he dauntlessly scaled the jagged incline under fierce mortar and machine-gun barrages.
Synonyms:
language, onslaught, bombardment, linguistic communication, outpouring,
Antonyms:
exact, reduce, thin, stay in place, top,