<< wrongers wrongful >>

wrongest Meaning in Odia (Oriya). ( wrongest ଶବ୍ଦର ଓଡିଆ ଅର୍ଥ)



ଭୁଲ,

ଅନ୍ୟାୟ |,

wrongest తెలుగు అర్థానికి ఉదాహరణ:

ଏହି ଦେହଗୁଡ଼ିକୁ ତିଆରି କରିବା ପାଇଁ ଆମକୁ କୋଟି କୋଟି ବର୍ଷ ଧରି କଠୋର ପରିଶ୍ରମ କରିବାକୁ ପଡ଼ିଛି ଏବଂ ସେହି ପ୍ରଚେଷ୍ଟା ମଧ୍ୟରେ ଏହି ଦେହପ୍ରାପ୍ତିର ଶ୍ରେଷ୍ଠ ଉଦ୍ଦେଶ୍ୟ ଯେ ପୂର୍ଣ୍ଣତା ଲାଭକରିବା, ତାହା ଆମେ ଭୁଲିଯାଇଛୁ ।

ଏହି ତୁର୍କୀୟ ଶବ୍ଦକୁ ଭୁଲ ବଶତଃ ସେ ଈଂରାଜୀ ଶବ୍ଦ Dull ଓଲନ୍ଦାଜ ଶବ୍ଦ Dol ଓ ଜର୍ମାନ ଶବ୍ଦ Toll ସହିତ ତୁଳନା କରିଥିଲେ ।

ବାତି ବଲ୍‌କେ ବନେରେ ଉଟ୍ଟେ ରଖଡି ହାଁ, ରାହ ଭୁଲ ନା ଜାୱେ ଚାନନ ମେରା ଓ ଚିତ୍ତେ ଦାନ୍ଦ ହସନୁନ ନାଇଓଁ ରେହନ୍ଦେ ପ୍ରଭୃତି ଆଶାତୀତ ସଫଳତା ଲାଭ କରିଥିଲା ।

ଇତି ମଧ୍ୟରେ ଏ ୯୯ଟି ଭୁଲ କରିସାରିଲାଣି ।

ସେହିଦିନ ଭାଷଣ ଦେବା ସମୟରେ ସତ୍ୟେନ୍ଦ୍ର କିନ୍ତୁ ଏକ ଛୋଟ ଭୁଲ କରିବସିଥିଲେ ।

| ଲକ୍ଷଣ |ମଦ୍ୟ ଆସକ୍ତି ଯୋଗୁଁ ମସ୍ତିସ୍କ କୋଷଗୁଡ଼ିକରେ କ୍ଷତି ପହଞ୍ଚିପାରେ, ଯାହାଦ୍ୱାରା ଜଣେ ମନୁଷ୍ୟ ସଠିକ ଭାବରେ ଦୈନନ୍ଦିନ କାମ କରିବାରେ ଅସୁବିଧା ଅନୁଭବ କରିପାରେ, ପୃର୍ବ ଘଟଣା ଗୁଡ଼ିକ ଭୁଲିଯିବା, ଦରକାରୀ କଥା ଠିକ ସମୟରେ ମାନେ ନପଡ଼ିବା, ଅନ୍ୟ ଏକ ବ୍ୟକ୍ତିତ୍ୱ ପ୍ରକାରର ଧୀରେ ଧୀରେ ବ୍ୟବହାର କରିବା ଆଦି ହୋଇଥାଏ ।

ଏହାର କିଛି ସମୟ ପରେ ପ୍ରଭୁ ଜଗନ୍ନାଥ ନିଜେ ଛଦ୍ମବେଶୀ ଜୟଦେବ ରୂପେ ଯେତେବେଳେ ଫେରନ୍ତି, ସ୍ୱାମୀ ସ୍ନାନରୁ ଏତେ ଶୀଘ୍ର ଫେରି ଆସି ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, " ତୁମେ ମାତ୍ର ଏକ ମିନିଟ୍ ପୂର୍ବରୁ ଚାଲିଯାଇଥିଲ, ପୁଣି କାହିଁକି ଆସିଛ ?" ଛଦ୍ମବେଶି ଜଗନ୍ନାଥ ଉତ୍ତର ଦେଲେ, "ମୁଁ ରାସ୍ତାରେ ଗୀତଗୋବିନ୍ଦ ବିଷୟରେ ଏକ ପଦ ମନେ ପଡ଼ିଯିବାରୁ, କାଳେ ଭୁଲିଯିବି ଭାବି ମୁଁ ଏହାକୁ ଲେଖିବାକୁ ଫେରି ଆସିଲି ।

| ଆଧାର |୧୮୬୭ ଜନ୍ମ|୧୯୩୪ ମୃତ୍ୟୁ|ନୋବେଲ ପୁରସ୍କାର ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗଦ୍ୱାରା ଆରମ୍ଭ ହୋଇଥିଲା ।

ଏହି ଚାପମାନ ଯନ୍ତ୍ରଟିରେ ବାୟୁର ଚାପକୁ ଅତି ନିର୍ଭୁଲ ଭାବେ ମାପ କରାଯାଇଥାଏ ।

ସେ ଅକ୍ଷୟ ମହାନ୍ତିଙ୍କ ଏଇ ଯେ ବନଲତା ପାହାଡ଼, ତୋ ବିନା ଲାଗେନା ଭଲ କିଛି, ଏଇ ଝୁମା ଝୁମା ଗୋଲାପୀ ବେଳାରେ, ଭସା ମେଘ ମୁଁ ଯେ ଭାସିଯାଏ ଦୂରେ, ଏଇ ମନକୁ ଭୁଲାଇ ରଖିଥିଲି ସଜାଇ, ଚୁପି ଚୁପି ଗୋରୀ କାନେ କହି ଯାଏ ମହୁରୀ, ଚିକ ମିକିଆ ଯଉବନ ଜହ୍ନ ରାତି ଆଦି ଲୋକପ୍ରିୟ ଗୀତର ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନା କରିଥିଲେ ।

ଏହି ଲକ୍ଷଣ ମଧ୍ୟରେ ସ୍ନେହ, ସହାନୁଭୂତି, ସମ୍ବେଦନତା, ସାଧୁତା, ନିଃସ୍ୱାର୍ଥପରତା, ପାରସ୍ପାରିକ ବୁଝାମଣା, କରୁଣା ଓ ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ, ବିଶ୍ୱାସ, ଏବଂ ଏକ ହୋଇଯିବାର କ୍ଷମତା, ଭାବନା ପ୍ରକାଶ କରିବା, ଓ ସାଙ୍ଗଠାରୁ ରାୟ ପାଇବାର ବିନା ଡରରେ ଭୁଲ୍ କରିବା, ପ୍ରଭୃତି ଥାଏ ।

wrongest's Usage Examples:

And that"s sort of the template for them going forward is what"s the wrongest thing you can do? That"s sort of how we follow them.


"The 8 wrongest romances in video games".


"Alison Brie falls in with the wrongest crowd possible".


assailing, Forward press with heart unfailing, "Till invaders learn with quailing, Cambria ne"er can yield! Verse 2 Thou, who noble Cambria wrongest, Know.


Journalism Review as "an Iraq War-cheerleading neocon, goofball Obama ridiculer, and author of some of the wrongest commentary of the financial crisis.


For example, thankest and wrongest, as in "thou thankest me too much" or "wrongst thou not me!", depending.


At a rave in 2010, the word occurred to Hecker, and became "the wrongest and the most right title ever.


It was positioned as the grossest, slimiest and wrongest Camp Orange ever.


with quailing, Cambria ne"er can yield! Verse 2 Thou, who noble Cambria wrongest, Know that freedom"s cause is strongest, Freedom"s courage lasts the longest.


poet William McGonagall with "Elvis" "because it’s just so wrong, the wrongest name I could think of to go with McGonagall".


War-cheerleading neocon, goofball Obama ridiculer, and author of some of the wrongest commentary of the financial crisis.


wrongest servant Kent is played with passion and often with humour by Wil Johnson".


" The Atlantic called him "The pandemic"s wrongest man," owing to his false claims of the vaccine"s ineffectiveness.



Synonyms:

inaccurate, mistaken, fallacious, improper, rightness, correctness, false, erroneous, incorrect,

Antonyms:

accurate, proper, correct, wrongness, right, true, incorrectness,

wrongest's Meaning in Other Sites