wrongly Meaning in Odia (Oriya). ( wrongly ଶବ୍ଦର ଓଡିଆ ଅର୍ଥ)
ଭୁଲ୍, ଭୁଲ,
Adverb:
ଭୁଲ,
People Also Search:
wrongnesswrongs
wroot
wrote
wroth
wrought
wrought iron
wrought up
wroughtiron
wrung
wry
wry mouthed
wrybill
wrybills
wryer
wrongly తెలుగు అర్థానికి ఉదాహరణ:
ଏହି ଲକ୍ଷଣ ମଧ୍ୟରେ ସ୍ନେହ, ସହାନୁଭୂତି, ସମ୍ବେଦନତା, ସାଧୁତା, ନିଃସ୍ୱାର୍ଥପରତା, ପାରସ୍ପାରିକ ବୁଝାମଣା, କରୁଣା ଓ ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ, ବିଶ୍ୱାସ, ଏବଂ ଏକ ହୋଇଯିବାର କ୍ଷମତା, ଭାବନା ପ୍ରକାଶ କରିବା, ଓ ସାଙ୍ଗଠାରୁ ରାୟ ପାଇବାର ବିନା ଡରରେ ଭୁଲ୍ କରିବା, ପ୍ରଭୃତି ଥାଏ ।
ଏହି ସ୍ଥାନର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏଠାରେ ଭୁଲ ଭୁଲ୍ଲେୟା(Bhool Bhulaiyaa) ସହ ଅନ୍ୟ କେତେକ ଚଳଚ୍ଚିତ୍ର ଶୁଟିଂ କରାଯାଇଛି ।
|ତାଙ୍କୁ ଦିଆଯାଇଥିବା ସଜାକୁ ଏବେ ଭେଷଜ ବିଜ୍ଞାନ ଓ ଆନ୍ତର୍ଜାତୀୟ ମାନବ ଅଧିକାର ଅନୁସାରେ ଭୁଲ୍ ବୋଲି ବିଶ୍ୱାସ କରାଯାଉଛି ।
ଆବ୍ରାହମୀୟ ଧର୍ମଗୁଡ଼ିକ ବିପରୀତ ଶିଣ୍ଟୋର କୌଣସି କାମି ସର୍ବଶକ୍ତିମାନ ବା ସର୍ବଜ୍ଞ ନୁହଁନ୍ତି ଏବଂ ଗ୍ରୀକୀୟ ଦେବତା ତଥା ଭାରତୀୟ ଦେବତାମାନଙ୍କ ପରି ଭୁଲ୍ ଓ ଅନୁଚିତ କାର୍ଯ୍ୟ କରିପାରନ୍ତି ।
ସେ ଲେଖକ-ନିର୍ଦ୍ଦେଶକ ନୀରଜ ପାଠକ୍ଙ୍କୁ ବିବାହ କରିଛନ୍ତି ଯିଏକି ଆପ୍ନେ , ଗୁମ୍ନାମ୍ (୨୦୦୮) ଏବଂ [ଡାହାଣ ୟା ଭୁଲ୍ ]] (୨୦୧୦) ଆଦି ନିର୍ମାଣ କରିଛନ୍ତି ।
ଯେତେବେଳେ ତାଙ୍କୁ ରାମଙ୍କ ସହ ରାବଣ ଯୁଦ୍ଧର ପରିସ୍ଥିତି ବିଷୟରେ ଅବଗତ କରାଗଲା, ସେତେବେଳେ ସେ ରାବଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସେ ଯାହା କରୁଛନ୍ତି ତାହା ଭୁଲ୍ ଅଟେ ।
ତାଙ୍କ ସମର୍ଥକ ମାନେ ଦାବି କରିଥିଲେ ଯେ ସରବଜିତ ନିସାସକ୍ତ ଅବସ୍ଥାରେ ଭୁଲ୍ ବଶତଃ ପାକିସ୍ତାନ ପଳାଇଥିଲେ ଓ ଯେଉଁଠି ତାଙ୍କୁ ସନ୍ଦେହରେ ମଞ୍ଜିତ ନାମରେ ନାମିତ କରାଯାଇ ଗିରଫ କରାଯାଇଥିଲା ।
ଫଙ୍କ୍ସନ୍ଟିକୁ ଭୁଲ୍ ଇନ୍ପୁଟ୍ ଦିଆଗଲେ, ଏହା ଗାର୍ବେଜ୍ ରେଜଲ୍ଟ୍ ଦେଇଥାଏ ଅଥବା କୌଣସି ରେଜଲ୍ଟ୍ ଦେଇ ନ ଥାଏ ।
ଇଂରାଜୀ ଅନୁବାଦ ଡେଇଟୀ (deity)କୁ ଶିଣ୍ଟୋଶାସ୍ତ୍ରୀମାନେ ଭୁଲ୍ ବୋଲି ବିବେଚନା କରିଛନ୍ତି ।
କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ ।
ଏହି ସମୟରେ ଭୁଲ୍କ୍ରମେ ପ୍ୟାରିସ୍ର ଏକ ଖବର କାଗଜରେ ଆଲ୍ଫ୍ରେଡ୍ ନୋବେଲ୍ଙ୍କ ମୃତ୍ୟୁ ସମ୍ବାଦ ପ୍ରକାଶ ପାଇଲା।
wrongly's Usage Examples:
government had wrongly attributed the reason for the bird deaths; had unnecessarily disrupted their main source of income; and did not compensate them properly.
In November 2000, The Journalist, a local tabloid magazine, wrongly claimed to have been told by Vice President Annette Lu that Hsiao was having an affair with President Chen.
It was caused when the train ran onto a length of temporary track with a speed restriction at too high a speed; lighting equipment illuminating a board giving advance warning of the speed restriction failed, and this led the driver to wrongly conclude that it had been lifted, so he failed to slow down.
The left transept was decorated by the Sienese painter Pietro Lorenzetti and his workshop between 1315 and 1330 (attributed by Vasari to Pietro Lorenzetti and also (wrongly) to Giotto and Puccio Capanna) .
As of 2006, most book reviews and promotional web sites wrongly claim that Walker reached the phenomenal age of, variously, 109, 113, 116, 118 or even 119 years.
Vialls claimed that an intellectually impaired man, Martin Bryant, was wrongly convicted for this crime and did not receive a fair trial.
Kagan agreed with Kennedy that the court's decision created inequity and drew an arbitrary distinction, but further opined that Monsanto might have been wrongly decided.
The name Moel Siabod is wrongly translated as shapely hill, although William Williams in Observations on the Snowdon Mountains.
wrongly persuades the public that the animals they use are being treated kindly, and that continued use is therefore justifiable.
had a Constitution, rightly or wrongly, that has been significantly destabilised, a generation of young people .
wrongly despising it, we should trample upon it with the miry feet of unholiness; wherefore He adds, Learn of me.
she would, rightly or wrongly, be accused of that very same favouritism.
Indeed, it has been argued that the meeting of the minds idea is entirely a modern error: 19th century judges spoke of consensus ad idem which modern teachers have wrongly translated as meeting of minds but actually means agreement to the [same] thing.
Synonyms:
wrong, incorrectly,
Antonyms:
moral, correctly, right,