world health organization Meaning in Odia (Oriya). ( world health organization ଶବ୍ଦର ଓଡିଆ ଅର୍ଥ)
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,
Noun:
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,
People Also Search:
world longworld meteorological organization
world power
world premiere
world record
world shaking
world shattering
world trade organization
world traveler
world war
world weary
world wide
world wide web
worldclass
worldfamous
world health organization తెలుగు అర్థానికి ఉదాహరణ:
|ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଅନୁସାରେ ରୁଟିନ ଟିକାକରଣ ମାଧ୍ୟମରେ ଅନ୍ତତଃ ୮୫% ଲୋକ ଏହି ଟିକା ନେବା ଆବଶ୍ୟକ ।
|୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ପ୍ଲାଜୋମାଇସିନ୍ ଅନୁମୋଦିତ ହୋଇଥିଲା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।
|ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ସନ ୨୦୧୦ରେ ସାରା ପୃଥିବୀରେ ୨୦୮ ନିୟୁତ (୧୫ ବର୍ଷ ବୟସ ଉପରେ ୪. ୧ % ଲୋକ) ଲୋକ ଏହି ରୋଗରେ ପୀଡ଼ିତ ଥିଲେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଡେଲ ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ମୂଳ ସ୍ୱାସ୍ଥ୍ୟ ସେବାର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ଭାବରେ ଏହାର ନାମ ଲିପିବଦ୍ଧ ଅଛି ।
ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ମ୍ୟାଲେରିଆ ଦିବସ ଅନ୍ୟତମ ।
|ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରୁଟିନ ଟିକାକରଣରେ ଏହି ଟିକାକୁ ସାମିଲ କରିବା ନିମନ୍ତେ ସୁପାରିସ କରେ ବିଶେଷତଃ ଯେଉଁ ଇଲାକାରେ ଏହି ରୋଗ ବିଶେଷ ଭାବରେ ଦେଖାଯାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ଅନୁସାରେ ଏହି ପାଇଖାନା ଘରଠାରୁ ଯୁକ୍ତିଯୁକ୍ତ ଦୂରତାରେ କରାଯିବ ଯେପରିକି ସହଜରେ ସେଠାକୁ ଯାଇହେବ ତଥା ସେଠାରୁ ଦୁର୍ଗନ୍ଧ ଆସି ପାଇବ ନାହିଁ ।
|ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ଦେଉଛି ଯେ ଯେଉଁଠାରେ ମଧ୍ୟମ ବା ଅତ୍ୟଧିକ ରୋଗ ହେଉଛି ବା ବାରମ୍ବାର ପ୍ରକୋପ ହେଉଛି ସେଠାରେ ରୁଟିନ ଟିକାକରଣ ଆବଶ୍ୟକ ।
|ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଲନ ଅନୁସାରେ ୮୦ % ଦୃଷ୍ଟି ହାନୀ କେଶ ପ୍ରତିରୋଧ ସାପେକ୍ଷ ବା ଆରୋଗ୍ୟ ସମର୍ଥ ।
|ଏହି ରୋଗ ହେଉଥିବା ଅଞ୍ଚଳରେ ସମସ୍ତ ଲୋକଙ୍କୁ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପରାମର୍ଶ ଦେଇଛି।
| ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ପ୍ରତିଷେଧ ଓ ଚିକିତ୍ସା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରୋଗ ନିୟନ୍ତ୍ରଣ କେନ୍ଦ୍ରର ମାର୍ଗ ଦର୍ଶନ |ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରୋଗ ନିୟନ୍ତ୍ରଣ କେନ୍ଦ୍ର (Centre for Disease Control) କୋଭିଡ-୧୯ ପାଣ୍ଡେମିକ ସମୟରେ ମାନସିକ ସ୍ୱାସ୍ଥ୍ୟ ଅବନତି ରୋକିବା ନିମନ୍ତେ କିଛି ମାର୍ଗଦର୍ଶକ ଜାରି କରିଛନ୍ତି ।
|ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।
Synonyms:
defense force, political machine, political party, fiefdom, fire company, alliance, grey, labor union, Tammany Society, Tammany, social group, federation, Girl Scouts, alinement, power structure, alignment, line of defence, NGO, bureaucracy, social unit, brotherhood, trade union, delegation, party, coalition, pecking order, quorum, professional organisation, rank, institution, association, force, line organisation, line of defense, gray, union, quasi-NGO, musical organisation, defence force, company, line organization, mission, commission, delegacy, Peace Corps, membership, machine, enterprise, pool, trades union, troupe, defense, hierarchy, host, establishment, unit, personnel, quango, polity, musical group, Tammany Hall, professional organization, blue, deputation, affiliate, musical organization, organisation, nongovernmental organization, adhocracy, fire brigade, defence,
Antonyms:
nonalignment, attraction, centrifugal force, centripetal force, adduct,