<< worldclass worldlier >>

worldfamous Meaning in Odia (Oriya). ( worldfamous ଶବ୍ଦର ଓଡିଆ ଅର୍ଥ)



ବିଶ୍ୱ ପ୍ରସିଦ୍ଧ,

ବିଶ୍ୱ ପ୍ରସିଦ୍ଧ |,

worldfamous తెలుగు అర్థానికి ఉదాహరణ:

ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି ।

ଆଜି ଯଦି ଆମେ ଆମ ଜଗନ୍ନାଥ ଏବଂ ରଥଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କହୁ ସେଥିପାଇଁ ସ୍ୱାମୀ ପ୍ରଭୁପାଦଙ୍କର ଅବଦାନ ଚିର ସ୍ମରଣୀୟ ।

କାଜିରଙ୍ଗା ଜାତୀୟ ଉଦ୍ୟାନ ବିଶ୍ୱ ପ୍ରସିଦ୍ଧ ଐତିହ୍ୟର ମାନ୍ୟତା ପାଇଛି।

ଏହାର ବାନ୍ଧ କଳା ବିଶ୍ୱ ପ୍ରସିଦ୍ଧ

ହିମ କଲରାପତ୍ରିଆ ବାଘ (ଈଂରାଜୀରେ snow leopard) ପାଇଁ ଏହି ଜାତୀୟ ଉଦ୍ୟାନ ବିଶ୍ୱ ପ୍ରସିଦ୍ଧ

|ପୁର୍ବ: ଫିଷ୍ଟସ ଫ୍ରମ ଦି ଇଷ୍ଟ ( ଓଡ଼ିଆ କୁଇଜିନ ଫ୍ରମ ଇଷ୍ଟର୍ଣ୍ଣ ଇଣ୍ଡିଆ)|ପ୍ୟାଟର୍ଣ୍ଣ ଡିସ୍କଭରି ଇନ ବାୟୋଇନଫରମେଟିକ୍ସ: ଥିଓରି ଏଣ୍ଡ ଆଲଗୋରିଦମ୍ସ| ଆଧାର |ଓଡ଼ିଶାର ଲୋକ|ଜୀବିତ ବ୍ୟକ୍ତି ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ ।

ନିଜ ବ୍ୟାସ୍ତ ଜୀବନଠାରୁ ଦୁରରେ କିଛି ସମୟ କାଟିବା ପାଇ ଏହା ଏକ ପ୍ରକୃଷ୍ଟ ସ୍ଥାନ|ଯୋରନ୍ଦା - ଢେଙ୍କାନାଳ ସହରଠାରୁ 25 km ଦୂରରେ ଅବସ୍ଥିତ ଏକ ଗ୍ରାମ ଯାହା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପିଠସ୍ଥଳୀ।

ବୌଦ୍ଧ ଯୁଗୀୟ ଶିକ୍ଷାକ୍ଷେତ୍ରରେ ମଧ୍ୟ ଭୁବନେଶ୍ୱର ସନ୍ନିକଟ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିଶ୍ୱ ପ୍ରସିଦ୍ଧ ଥିଲା ।

|ନୌବାଣିଜ୍ୟରେ ମହାନଦୀର ଭୂମିକା|ଖ୍ରୀଷ୍ଟପୂର୍ବ ସମୟରୁ ମହାନଦୀର ମୁହାଣ ଦେଶରେ ମନ୍ନଦ ନାମକ ବନ୍ଦର ବିଶ୍ୱ ପ୍ରସିଦ୍ଧ ଥିଲା।

| ସଙ୍ଗୀତ ଜୀବନ |ସଙ୍ଗୀତ ଦୁନିଆର ଗଡ଼ଫାଦର ଭାବରେ ଜଣାଯାଉଥିବା ବିଶ୍ୱ ପ୍ରସିଦ୍ଧ ସୀତାର ବାଦକ ରବି ଶଙ୍କରଙ୍କ ଜୀବନ ଯାତ୍ରା ଥିଲା ଅସାଧାରଣ ଓ ରୋମାଞ୍ଚକର ।

ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି ।

worldfamous's Usage Examples:

" Arthur Montana, a homosexual who becomes worldfamous "Emperor of Soul".


Power Station, as he was the designer of the engineering set-out of that worldfamous building.


These encouraged Arne Jacobsen to design his worldfamous Ant Chair, Denmark"s first industrially manufactured chair.



worldfamous's Meaning in Other Sites