worksome Meaning in Odia (Oriya). ( worksome ଶବ୍ଦର ଓଡିଆ ଅର୍ଥ)
କାର୍ଯ୍ୟକ୍ଷମ,
Adjective:
ଯନ୍ତ୍ରଣା,
People Also Search:
worksopworkspace
workspaces
workstation
workstations
worktable
worktables
worktop
worktops
workwear
workweek
workweeks
workwoman
world
world affairs
worksome తెలుగు అర్థానికి ఉదాహరణ:
|ସିଜିଏମପି-ସ୍ପେସିଫିକ ଫସଫୋଡାଇଇସ୍ଟରେଜ ଟାଇପ ୫ (phosphodiesterase 5/ PDE5), ଏକ ଇଞ୍ଜାଇମ (enzyme) ଯାହା ସାଇକ୍ଲିକ ଗୁଆନୋସିନ ମୋନୋଫସଫେଟ (cGMP) ଭାଙ୍ଗି ଲିଙ୍ଗର (penis) ରକ୍ତସରାବରାହକୁ ନିୟନ୍ତ୍ରଣ କରେ ତାହାକୁ ସିଲଡେନାଫିଲ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।
ଏହା ଏକ ପ୍ରକାର ଦୀର୍ଘ-କାର୍ଯ୍ୟକ୍ଷମ ଜନ୍ମ ନିରୋଧକ (long-acting reversible birth control) ।
ଏହି ଔଷଧଦ୍ୱାରା ଡିମ୍ବ ସୃଷ୍ଟି ବାଧାପ୍ରାପ୍ତ ହୁଏ, ଜରାୟୁରେ ଭୃଣ ସଂସ୍ଥାପନ ସଠିକ ଭାବରେ ସମ୍ପାଦନ ହୁଏନି ଓ ଜରାୟୁଗ୍ରୀବାରେ ମ୍ୟୁକସ୍ ଅଧିକ ବହଳିଆ ହୁଏ; ଏଣୁ ଏହା କାର୍ଯ୍ୟକ୍ଷମ ହୁଏ ।
ତୁରନ୍ତ କାର୍ଯ୍ୟକ୍ଷମ ଔଷଧ ଦେବାର ୧୫ ମିନିଟ ମଧ୍ୟରେ କଷ୍ଟ ଲାଘବ ଆରମ୍ଭ ହୋଇ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କାମ କରେ ।
|ଲିମ୍ଫୋସାଇଟମାନଙ୍କ (lymphocytes) କାମ କମ୍ କରେଇ ସିକ୍ଲୋସ୍ପୋରିନ କାର୍ଯ୍ୟକ୍ଷମ ହୁଏ ।
|ଆଧାର|ପ୍ରକୃତି ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ ।
ରେନିନ-ଆଞ୍ଜିଓଟେନସିନ ସିସ୍ଟମକୁ (renin-angiotensin-aldosterone system) ଅବରୋଧ କରି ଲିସିନୋପ୍ରିଲ କାର୍ଯ୍ୟକ୍ଷମ ହୁଏ ।
ବିଶ୍ରାମ, ବ୍ୟାୟାମ, ସ୍ପ୍ଲିଣ୍ଟ ଓ ବ୍ରେସ ଭଳି ସାହାଯ୍ୟକାରୀ ଉପକରଣ ବ୍ୟବହାର କରି ଲୋକକୁ କାର୍ଯ୍ୟକ୍ଷମ କରାଯାଏ ।
ପାକିସ୍ତାନ ଆତ୍ମସମର୍ପଣ କରିବା ପରେ, ୧୯୭୨ ମସିହାର ପ୍ରାରମ୍ଭରେ, ସର୍ମା ଚିଟ୍ଟାଗଙ୍ଗ ବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ବନ୍ଦରର ଜଳ ମାଇନ ସଫା କରିବା (minesweeping) କାର୍ଯ୍ୟର ନେତୃତ୍ୱ ନେଇଥିଲେ।
ଯକୃତରେ କୋଲେସ୍ଟେରଲ ପ୍ରସ୍ତୁତ କରୁଥିବା ଏଞ୍ଜାଇମ ଏଚଏମଜି-ସିଓଏ ରିଡକ୍ଟେଜର (HMG-CoA reductase) କାମକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।