<< worksop workspaces >>

workspace Meaning in Odia (Oriya). ( workspace ଶବ୍ଦର ଓଡିଆ ଅର୍ଥ)



କାର୍ଯ୍ୟକ୍ଷେତ୍ର,

Noun:

କର୍ମକ୍ଷେତ୍ର,

workspace తెలుగు అర్థానికి ఉదాహరణ:

ଏହି ବଚ୍ଚନ ସାଙ୍ଗିଆ ସ‌ହିତ ଅମିତାଭ ନିଜ ପ୍ରଥମ ଚଳଚ୍ଚିତ୍ରରେ କାମ ଆରମ୍ଭ କରିଥିଲେ ଏବଂ ନିଜ କାର୍ଯ୍ୟକ୍ଷେତ୍ରରେ ସର୍ବତ୍ର ସେ ଏହି ସାଙ୍ଗିଆ ହିଁ ବ୍ୟବ‌ହାର କରିଥିଲେ ।

"କାର୍ଯ୍ୟକ୍ଷେତ୍ର ପ୍ରତିଯୋଗିତା ପୂର୍ଣ୍ଣ ହୋଇପାରେ, ତେଣୁ ଲୋକମାନେ ନିଜ ସହକର୍ମୀଙ୍କ ଠାରୁ ନିଜର ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରନ୍ତି ।

|ବୃଦ୍ଧାବସ୍ଥା|ପରିବାରର ଦାୟିତ୍ୱବୋଧ ଓ କାର୍ଯ୍ୟକ୍ଷେତ୍ରର ଚାପ କମିବା ଫଳରେ, ବନ୍ଧୁତା ଅଧିକ ଜରୁରୀ ହୋଇଯାଏ ।

ତାଙ୍କ କାର୍ଯ୍ୟକ୍ଷେତ୍ରରେ ଏହି ପରିବର୍ତ୍ତନ ତ‌ଥା ଜର୍ଜଙ୍କ ସ‌ହ ତାଙ୍କର ସମ୍ପର୍କ ସମାଜବାଦୀ ବିରୋଧୀ ଏବଂ ବ୍ୟକ୍ତିବାଦୀ ଚିନ୍ତାଧାରାସମ୍ପନ୍ନ ବ୍ରାଡ୍‌ଲାଫ୍‌ଙ୍କ ସ‌ହ ତାଙ୍କର ବିଚ୍ଛେଦକୁ ଆହୁରି ଗଭୀର କରିଦେଇଥିଲା ।

|କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ନିମନ୍ତେ ବିପିନ ବିହାରୀଙ୍କୁ ୧୯୮୬ ଓ ୧୯୯୫ ମସିହାରେ ରାଷ୍ଟ୍ରପତିଙ୍କ ପଦକ ଓ ୧୯୯୭ରେ ରାଜ୍ୟପାଳଙ୍କ ପଦକ ପ୍ରଦାନ କରାଯାଇଥିଲା ।

ମୁସଲିମ ରାଜତ୍ୱରେ ସେମାନଙ୍କର ଭିନ୍ନ ବଂଶ ଓ କାନୁନ୍‌ଗୋ (ଆଇନ ପାଠକ) କାର୍ଯ୍ୟକ୍ଷେତ୍ରକୁ ବଂଶାନୁକ୍ରମେ ସମ୍ଭାଳଥିବା ପରିବାରର ଥିଲେ ।

|ତରୁଣମାନେ କାର୍ଯ୍ୟକ୍ଷେତ୍ରରେ ବନ୍ଧୁତାକୁ ବଜାୟ ରଖିବାରେ ଅସୁବିଧା ଭୋଗ କରନ୍ତି ।

ଏହି ନୀତିଦ୍ୱାରା କାର୍ଯ୍ୟକ୍ଷେତ୍ରରେ କୌଣସି ଅଘଟଣ ଘଟିଲେ କମ୍ପାନୀ ସେ କର୍ମଚାରୀକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା ଓ ଏପରି ନିୟମ ଦେଖିନଥିବା ଭାରତୀୟ ଶିଳ୍ପୋଦ୍ୟୋଗରେ ଏକ ନୂତନ ଭାବ ଦେଖାଦେଲା ।

ଦ୍ୱୈତଶିକ୍ଷା ବ୍ୟବସ୍ଥାରେ ଏକକାଳୀନ ପୁସ୍ତକଗତ ଶିକ୍ଷା ସହ ସିଧାସଳଖ କାର୍ଯ୍ୟକ୍ଷେତ୍ରର ଅନୁଭବର ଅଭିନବ ସମ୍ମିଶ୍ରଣ ଅନ୍ୟାନ୍ୟ ଦେଶର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଛି ।

|ସଂଜ୍ଞା|ଏହି ନୂଆ ଯୁଗ ଦୃଶ୍ୟ ସଂଜ୍ଞାକରଣ କରିବା କଷ୍ଟକର କେତେକ ବିଦ୍ୱାନଙ୍କର ଏହାର କାର୍ଯ୍ୟକ୍ଷେତ୍ର ଉପରେ ମତଭେଦ ରହିବାକୁ ଦିଆଯାଉ ।

workspace's Usage Examples:

In his books on Nocturnal Witchcraft, for example, Konstantinos recommends performing banishings regularly, in order to keep the magical workspace.


Store can be enabled for a Windows To Go workspace (limited to one PC) and Store apps can be used on that workspace.


Statistica 12 was released in April 2013 and features a new GUI, performance improvements when handling large amounts of data, a new visual analytic workspace, a new database query tool as well as several analytics enhancements.


If the workspace is filled from "outside" it"s called an outside impinged radial.


Sound Group is a multimedia entertainment business based in London with a nightclub, shared workspace and private members club, worldwide events operation.


All of these were available from the 39 MAGIC workspace, an easy-to-use time series, query, and reporting language, which among other things featured integrated high-quality business graphics from Superplot.


nz/search/Documents/pdf/jdo/b7/alfresco/service/api/node/content/workspace/SpacesStore/40037740-3a51-46ad-9667.


additional workspaces besides the Plasma 4 Desktop, which were Plasma Netbook and Plasma Active.


The user has the opportunity to create workspaces, projects, environments, machines and many other modules that are needed.


A personal area network (PAN) is a computer network for interconnecting electronic devices centered on an individual person"s workspace.


Brady Press Briefing Room along with workspace for the White House press corps.


These can be accessed together as an integrated "workspace" or independently.



Synonyms:

space,

workspace's Meaning in Other Sites