workmate Meaning in Odia (Oriya). ( workmate ଶବ୍ଦର ଓଡିଆ ଅର୍ଥ)
ସହକର୍ମୀ,
Noun:
ସହକର୍ମୀ,
People Also Search:
workmatesworkmen
workmen's compensation
workout
workouts
workpeople
workpiece
workpieces
workplace
workplaces
workroom
workrooms
works
works council
works program
workmate తెలుగు అర్థానికి ఉదాహరణ:
ଏପରିକି ୧୫ ଜାନୁଆରୀ ୧୯୩୪ରେ ବିହାରରେ ଯେଉଁ ଭୂମିକମ୍ପ ହୋଇଥିଲା, ସେତେବେଳେ ସେ ଜେଲରେ ଥିବାରୁ ତାଙ୍କର ସହକର୍ମୀ ଅନୁରାଗ ନାରାୟଣ ସିନ୍ହାଙ୍କୁ ରିଲିଫ୍ କାମ ହସ୍ତାନ୍ତର କରିଥିଲେ।
ଯେତେବେଳେ ରାଙ୍ଗରୀନା ଓ ତାଙ୍କ ସହକର୍ମୀ ଫେରିଲେ ଉତ୍କଳାବର୍ତ୍ତକୁ ସାଙ୍ଗରେ ଚନ୍ଦ୍ରପୃଷ୍ଠକୁ ନେଇଯାଇଥିଲେ ।
ଭାରତୀୟ ସହକର୍ମୀଙ୍କ ସହ ମୁଁ ଚୀନ, ଇଂଲଣ୍ଡ, ପ୍ଫ୍ରାନ୍ସ, ପୋଲାଣ୍ଡ ଓ ୟୁ.ଏସ.ର ବିଜ୍ଞାନୀମାନଙ୍କ ସହ ମିଳା ମିଶା କଲି ।
ସେ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀର ଜଣେ ସହକର୍ମୀ ।
ଆୱାମି ଲିଗ୍ ରାଜନେତା ତଥା ମୁଜିବଙ୍କ ସହକର୍ମୀ ତାଜୁଦ୍ଦିନ ଅହମ୍ମଦଙ୍କ ଅଧୀନରେ କୋଲକାତାରେ ନିର୍ବାସିତ ଲିଗ୍ ନେତାମାନେ ଏକ ସରକାର ଗଠନ କଲେ ।
ଜନ୍ସନ୍ ଓ ତାଙ୍କ ସହକର୍ମୀମାନଙ୍କ ମତାନୁସାରେ ଏହା ପରେ କଲରାପତରିଆ ଓ ସିଂହଙ୍କ ବିବର୍ତ୍ତନର ଅନ୍ୟ ଏକ ସ୍ୱତନ୍ତ୍ର ବିବର୍ତ୍ତନ ଧାରା ସୃଷ୍ଟି ହେଲା ।
| ଚତୁର୍ଥ ଗସ୍ତ: ୧୯୨୮ |୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରିଥିଲା ।
"କାର୍ଯ୍ୟକ୍ଷେତ୍ର ପ୍ରତିଯୋଗିତା ପୂର୍ଣ୍ଣ ହୋଇପାରେ, ତେଣୁ ଲୋକମାନେ ନିଜ ସହକର୍ମୀଙ୍କ ଠାରୁ ନିଜର ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରନ୍ତି ।
ପାସ୍କାଲ୍ ଆଉ ଜଣେ ସହକର୍ମୀ ଗଣିତଜ୍ଞ ପିଏରେ ଡି ଫେର୍ମାଟ୍ଙ୍କୁ ଚିଠି ଲେଖି ଏହି ବିଷୟ ଜଣାଇଥିଲେ ।
ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡେଲା ଓ ତାଙ୍କର ସହକର୍ମୀମାନଙ୍କୁ ମାର୍ଚ ୩୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗିରଫ କରାଯାଇଥିଲା ଏବଂ ଜାତୀୟ କଂଗ୍ରେସ ତଥା ପ୍ୟାନ ଆଫ୍ରିକାନ କଂଗ୍ରେସକୁ ଏପ୍ରିଲ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରାଗଲା ।
ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ।
ସେଠାରେ ମୋର ସହକର୍ମୀ, ଛାତ୍ର ଛାତ୍ରୀ, ରିସର୍ଚ ଆସୋସିଏଟ, ରିସର୍ଚ ଆସିଷ୍ଟାଣ୍ଟ ଇତ୍ୟାଦି ସମସ୍ତେ ବହୁତ ଭଲ ଥିଲେ ।
ପରବର୍ତ୍ତୀ ସମୟରେ ସହକର୍ମୀ ଭୀମ ଚରଣ ଟୁଡୁଙ୍କ ସହ ମିଶି ସେ ଅଲ ଚିକିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଥିଲେ ।
workmate's Usage Examples:
frequently violent to his workmates, being described as a "psychopath" and the "crossest man in Scotland" by his co-workers.
controls Henry Stein, a retired animator which receives a letter from his old workmate, Joey Drew, inviting him to back to his old workplace, where he discovers.
He later showed this to a workmate William Cummin, whose sharper eyes noted that this was not the case.
1949) He was nicknamed "Chooka" by his workmates on account of his surname sounding like "hen-house" Stenhouse was a manager.
Park tries to be more social with her workmates, while Taub and Chase wonder why Foreman hasn"t had a romantic relationship.
Ellen Adarna as Tanya - Romeo"s workmate and mistress.
boss Ewen Bremner as James, Michael"s workmate Denis Lawson as Michael"s boss Alastair Mackenzie as Susan"s workmate Kathryn Engels as Narrator Originally.
In 1858, he and his workmates were able to work together to break the written agreement of working practices.
He kills two of his workmates by poisoning their tea with thallium stolen from the laboratory, and makes.
Her mother disapproves and so does Gabrielle, one of her workmates.
how difficult the decision was for them, due to their fondness of their workmates and friends in Today FM.
He found a collegial spirit amongst his workmates, who were very aware of the importance and personal limitations of their.
In January 2010, Stables assisted X105 workmate Warwick Slow into gatecrashing a party held for Prince William at Premier House in Wellington.
Synonyms:
worker,
Antonyms:
employer, nonworker,