<< workout workpeople >>

workouts Meaning in Odia (Oriya). ( workouts ଶବ୍ଦର ଓଡିଆ ଅର୍ଥ)



ବ୍ୟାୟାମ,

Noun:

ବ୍ୟାୟାମ,

workouts తెలుగు అర్థానికి ఉదాహరణ:

ଏହାର ଲକ୍ଷଣରେ ବ୍ୟାୟାମ କରିବା ଶକ୍ତି କମିଯିବାଠାରୁ ଆରମ୍ଭ କରି ଆଟ୍ରିଆଲ ଫିବ୍ରିଲେସନ ଓ ହୃଦ୍‌ପାତ ହୋଇପାରେ ।

 ଏହି ଦଳୀୟ ଲୋକ ଦୈନିକ ୧୫ ଘଣ୍ଟା ଅମ୍ଳଜାନ ବ୍ୟବହାର କଲେ ହୁଦଘାତ ସଙ୍କଟ ଓ ମୃତ୍ୟୁ ସଙ୍କଟ କମିଯାଏ  ଓ ରୋଗୀର ବ୍ୟାୟାମ କ୍ଷମତା ଉନ୍ନତ ହୁଏ ।

ଏଇ ଖେଳଟି ଝିଅମାନଙ୍କ ପାଇଁ ଏକ ବ୍ୟାୟାମ

ଗ୍ଲୋମେରୁଲସ୍ ସହିତ ଜଡ଼ିତ ନଥିବା କାରଣଗୁଡ଼ିକ ମଧ୍ୟରେ ମୂତ୍ରନଳୀ ସଂକ୍ରମଣ, ପ୍ରୋଷ୍ଟାଟାଇଟିସ୍, ଜ୍ୱର, କର୍କଟ, ବୃକ୍‌କ ପଥର, ବ୍ୟାୟାମ ଏବଂ ରକ୍ତସ୍ରାବ ସମସ୍ୟା ଅନ୍ତର୍ଭୁକ୍ତ।

|ଅଧିକାଂଶ ସମୟରେ କ୍ରସ ସିଣ୍ଡ୍ରୋମ (crush injury), ଅତ୍ୟଧିକ ବ୍ୟାୟାମ,ଔଷଧ ସେବନ (medications) ବା ଔଷଧ ଦୂରୁପ‌ଯୋଗ/ଡ୍ରଗ ଆବ୍ୟୁସ (drug abuse) ଫଳରେ ପେଶୀ ନଷ୍ଟ ହୋଇଯାଏ ।

କୋଣସି ଲୋକର ଯଦି ଇ.ସି.ଜି. ଠିକ ଅଛି ଓ ବ୍ୟାୟାମ କରିପାରୁଛି ତାହା ହେଲେ କୌଣସି ଇମେଜିଙ୍ଗର ଆବଶ୍ୟକତା ନାହିଁ ।

| ବ୍ୟାୟାମ |ପୂର୍ବରୁ ବ୍ୟାୟାମ କରୁଥିବା ସୁସ୍ଥ ମହିଳା ଏହି ସମୟରେ ୪୫ ମିନିଟ ପର୍ଯ୍ୟନ୍ତ ଜଗିଙ୍ଗ ଓ ଏରୋବିକ୍ ବ୍ୟାୟାମ କଲେ କିଛି କ୍ଷତି ନାହିଁ ।

ବିଭିନ୍ନ ଔଷଧ ଓ ରୋଗ ଯେପରିକି ଫ୍ଲୋରୋକୁଇନୋଲୋନ (Fluoroquinolones), ବ୍ୟାୟାମର ଉଲ୍ଲେଖନୀୟ ପରିବର୍ତ୍ତନ, ରିଉମାଟଏଡ ଆର୍ଥ୍ରାଇଟିସ, ଗାଉଟ୍, (କର୍ଟିକୋସ୍ଟିରଏଡ) (corticosteroid) ଥିଲେ ଏହି ଛିଣ୍ଡିବା ସଙ୍କଟ ରହେ ।

 ନିୟମିତ ବ୍ୟାୟାମ ସହ ପୁନର୍ବସତି କାର୍ଯ୍ୟକ୍ରମଦ୍ୱାରା ରୋଗର ଲକ୍ଷଣରେ ଉନ୍ନତି ଘଟେ ।

ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ, ଚେତନା ଉଦ୍ରେକକରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ ।

|ଓଜନ କମେଇବା, ବ୍ୟାୟାମ କରିବା, ଧୂମ୍ରପାନ ଓ ଆଲକୋହଲ୍ ସେବନ ନ କଲେ ସ୍ଟ୍ରୋକ ହେବ ନାହିଁ ଏହା ବିଧିବଦ୍ଧ ପରୀକ୍ଷାଦ୍ୱାରା ପ୍ରମାଣିତ ନ ହେଲେ ମଧ୍ୟ ସ୍ଟ୍ରୋକ ପ୍ରତିହତ କରି ହେବାର ଆପାତଃ ପ୍ରମାଣ ମିଳୁଛି ।

|ଆଧାର|ପ୍ରକୃତି ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ ।

workouts's Usage Examples:

She often spends her free time doing physical workouts (lifting weights, etc.


Sound, said that it "inspired a million hip-hop samples" and featured "blisteringly intense funk workouts" from a period when Brown and his 1970–71 band.


Among the players selected were those that participated in earlier workouts in Orlando, Florida and Las Vegas, Nevada.


their services, and may also include activities such as monitoring delinquencies, workouts/ restructurings and executing foreclosures.


Bradenton, Florida, and serves as the site of the Pirates spring training workouts, while nearby LECOM Park (formerly known as McKechnie Field) is the site.


In workouts prior to the draft, Wilkinson weighed in at 315 pounds, bench-pressed 225 pounds 34 times and ran a remarkably fast 40 yards in 4.


Zumba Toning is for people who do their workouts with toning sticks.


He believed that his role was reduced because he missed some voluntary offseason workouts to go to China on an NFL tour, although head coach Norv Turner denied this was the case.


Visitors can also carry out their exercises and workouts and even foot reflexology here.


use gravity boots to add an extra challenge to workouts, doing inverted crunches or squats.


CareerNew Jersey NetsBecause he injured his fifth metatarsal bone during workouts in late September 2001, Scalabrine missed the first ten days of New Jersey Nets training camp.


The Advanced Resistive Exercise Device (ARED) is an exercise device designed by NASA to allow for more intense workouts in zero gravity.


Following surgery in late July 2014, he returned to riding in morning workouts in mid-October 2014 and accepted mounts for the 2014 Breeders' Cup in the Juvenile Fillies Turf and Breeders' Cup Sprint.



Synonyms:

isometrics, exertion, sweat, leg exercise, calisthenics, exercise, tummy crunch, elbow grease, callisthenics, exercising, gymnastic exercise, effort, physical exertion, back exercise, stretch, neck exercise, musclebuilding, physical exercise, kick up, yoga, stomach exercise, cardiopulmonary exercise, arm exercise, set, muscle building, bodybuilding, travail, exercise set, Kegel exercises, isotonic exercise, isometric exercise, stretching, anaerobic exercise, pubococcygeus exercises,

Antonyms:

depressurise, disarrange, deglycerolize, contraction, flexion,

workouts's Meaning in Other Sites