wished for Meaning in Odia (Oriya). ( wished for ଶବ୍ଦର ଓଡିଆ ଅର୍ଥ)
ଇଚ୍ଛା, ଉଦ୍ଦେଶ୍ୟମୂଳକ,
People Also Search:
wisheswishful
wishful thinker
wishful thinking
wishfully
wishfulness
wishing
wishing bone
wishing cap
wishing to die
wishings
wisht
wishy washy
wishywashy
wising
wished for తెలుగు అర్థానికి ఉదాహరణ:
ଜଣେ ଶିକ୍ଷିକା ହେବାର ଇଚ୍ଛା ରଖିଥିଲେ ଏଲିନା ।
କିନ୍ତୁ ସେହି ଝିଅଟି ବି ଅନାଥ ଥାଏ, ଯାହାର ଗୋଟିଏ ସମ୍ପୂର୍ଣ୍ଣ ପରିବାରରେ ବିବାହ କରିବାର ଇଚ୍ଛା ଥାଏ ।
ତାଙ୍କ ଇଚ୍ଛାନୁଯାୟୀ ତାଙ୍କୁ ଢାକା ବିଶ୍ୱବିଦ୍ୟାଳୟରେ କବର ଦିଆଯାଇଥିଲା ।
ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ ।
| ପୌରାଣିକ ଗାଥା |କୁରୁକ୍ଷେତ୍ର ଯୁଦ୍ଧର କିଛି କାଳ ପରେ ଯୁଧିଷ୍ଠିର ରାଜଭୋଗ ତଥା ରାଜ୍ୟ ଶାସନ କାର୍ଯ୍ୟରେ ଅତ୍ୟନ୍ତ ଉଦାସୀନ ଥିଲେ ଏବଂ ତପସ୍ୟା କରିବାକୁ ଇଚ୍ଛା କରିଥିଲେ ।
କିଛିଦିନ ଉତ୍ତାରୁ, ଦିନେ ଗୋଧୂଳି ସମୟରେ ଅରଜା ସରୋବରରୁ ସ୍ନାନ ସାରି ଏକାକୀ କୁଟୀରକୁ ଫେରୁଥିଲେ; ରାଜା ନିଜର ପରିଚୟ ଦେଇ ଗାନ୍ଧର୍ବ ରୀତିରେ ବିବାହ କରିବାକୁ ଇଚ୍ଛାକଲେ ।
କୁରୁକ୍ଷେତ୍ର ଯୁଦ୍ଧରେ ଭୀଷ୍ମ ଶିଖଣ୍ଡୀଙ୍କୁ ଅମ୍ବାଙ୍କର ପୁନର୍ଜନ୍ମ ବୋଲି ଚିହ୍ନିଥିଲେ ଏବଂ ଜଣେ ନାରୀ ସହିତ ଲଢିବାକୁ ଇଚ୍ଛା ନ କରି ଅସ୍ତ୍ରତ୍ୟାଗ କରିଥିଲେ ।
ପୁରୁଷ ବା ସ୍ତ୍ରୀର ଅକ୍ଷମତା ଯୋଗୁ ଗର୍ଭାଧାନ ସମ୍ଭବ ନ ହେଲେ ବା ନିଜ ଇଚ୍ଛାରେ ଏହି କୃତ୍ରିମ ଗର୍ଭ ସଞ୍ଚାର କରାଯାଇ ପାରେ ।
| ଆଧାର |ଅଧିକ ତଥ୍ୟ|୧୯୪୧ ଜନ୍ମ|୨୦୧୬ ମୃତ୍ୟୁ|ବାଲେଶ୍ୱର ଜିଲ୍ଲାର ଲୋକ|ଓଡ଼ିଶୀ ନୃତ୍ୟଶିଳ୍ପୀ|ଭାରତୀୟ ଶାସ୍ତ୍ରୀୟ ନୃତ୍ୟଗୁରୁ|କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ କ୍ଳେପ୍ଟୋମାନିଆ: ନିଜର କୌଣସି ବ୍ୟକ୍ତିଗତ ବ୍ୟବହାର ବା ଅର୍ଥନୈତିକ ଲାଭ ନ ଥାଇ ଚୋରୀ କରିବାର ଅଦମନୀୟ ଇଚ୍ଛାକୁ କ୍ଳେପ୍ଟୋମାନିଆ କହନ୍ତି ।
ପାଠରେ ସେ ଭଲ ଥିଲେ, ତେଣୁ ପରିବାରର ଇଚ୍ଛା ଥିଲା ସେ ପାଠରେ ମନୋନିବେଶ କରନ୍ତୁ ।
ଜଣେ ଧାରଣ ଶକ୍ତି, ଜଣେ ଇଚ୍ଛା ଶକ୍ତି, ଆଉ ଜଣେ ସୃଷ୍ଟି ଶକ୍ତି ।
|ବୈଜ୍ଞାନିକ ହେବାକୁ ଇଚ୍ଛା କରୁଥିବା ମହିଳାଙ୍କୁ ଏତିକି କହିବି, ବିଜ୍ଞାନ ନିମନ୍ତେ ଦାବି କର କାରଣ ତୁମେ ଏହାର ଯୋଗ୍ୟ ।
wished for's Usage Examples:
Much to Dirksen's disappointment, Hitler informed him that he wished for an anti-Soviet understanding with Poland, which Dirksen protested implied recognition of the German–Polish border.
The soil then sorrowfully vents his guilt over the death of some peppers in a drought, during which he had wished for the peppers' death for taking his scant amount of water.
In his last will, Lý Nhân Tông still expressed his concern for the country and only wished for a prosperous nation (bốn bể yên vui) and a stable frontier (biên thuỳ ít loạn).
could have wished for with Rochester, who was probably the most debauched rakehell of his era.
When King Kamehameha II assumed the throne in 1819, his father's favorite wife, Queen Kaʻahumanu, told him Kamehameha I had wished for her to rule the kingdom alongside him.
They were carried out to determine if the parish residents wished for their parish to remain part of the Church of England or to become part.
was to us and what he wished for others will someday come to pass for all the world.
He seems to have wished for the Senate and the state.
He also supported Bolesław's eldest son, Jarosław, who was forced to become a priest thanks to the intrigues of his stepmother Christina, who wished for her sons to be the only heirs.
part of their prayer for victory, the part which they have implicitly wished for but have not spoken aloud themselves: the prayer for the suffering and.
Miyavi, who had been independently active in the music industry for 10 years, reasoned his decision by mentioning that during those years he often wished for friends to work with and that he resonated with LDH's values, especially their approach to international expansion.
chase The Lich through a dimensional portal where they meet Prismo, a wish granter, who tells them that the Lich wished for the extinction of all life.
meaning can be translated roughly into "wanted", "desired", "wished for", "yearned", "wanted" or "goal".
Synonyms:
wanted, yearned-for, longed-for,
Antonyms:
unwanted, unloved, undesirable, unwelcome,