wishfully Meaning in Odia (Oriya). ( wishfully ଶବ୍ଦର ଓଡିଆ ଅର୍ଥ)
ଇଚ୍ଛାରେ,
ଉଦ୍ଦେଶ୍ୟମୂଳକ ଭାବରେ |,
People Also Search:
wishfulnesswishing
wishing bone
wishing cap
wishing to die
wishings
wisht
wishy washy
wishywashy
wising
wisket
wisp
wispier
wispiest
wisping
wishfully తెలుగు అర్థానికి ఉదాహరణ:
ପୁରୁଷ ବା ସ୍ତ୍ରୀର ଅକ୍ଷମତା ଯୋଗୁ ଗର୍ଭାଧାନ ସମ୍ଭବ ନ ହେଲେ ବା ନିଜ ଇଚ୍ଛାରେ ଏହି କୃତ୍ରିମ ଗର୍ଭ ସଞ୍ଚାର କରାଯାଇ ପାରେ ।
ତାଙ୍କର ସାନ ପୁଅ ପଣ୍ଡୁବାସଦେବ ଶ୍ରୀଲଙ୍କା ଯିବେ ବୋଲି ସ୍ୱଇଚ୍ଛାରେ ରାଜି ହୋଇଥିଲେ ।
ଯୋଦ୍ଧା ମାନେ ଯୁଦ୍ଧରେ ନିହତ ହେଲେ ତାଙ୍କର ପତ୍ନୀ ଓ ଝିଅ ମାନେ ସ୍ୱ-ଇଚ୍ଛାରେ ଆତ୍ମଦାହ କରୁଥିଲେ ।
ସ୍ନାତକୋତ୍ତର ପଢ଼ିବା ଇଚ୍ଛାରେ, ଚାକିରି ଛାଡି ପୁଣି ରେଭେନ୍ସାରେ ନାମ ଲେଖାଇଥିଲେ ।
ପିତାମାତାଙ୍କ ଇଚ୍ଛାରେ ବା ଅନୁମୋଦିତ ପ୍ରାର୍ଥୀଙ୍କୁ ବିବାହ କଲେ ହିଁ ସେ ଏହି ଅଳଙ୍କାର ଉପରେ ନିଜର କ୍ଷମତା ଜାହିର କରିପାରିବେ ।
ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ ।
ଏମାନେ ସଦାସର୍ବଦା ପ୍ରତ୍ୟେକ ପ୍ରାଣୀଙ୍କର ବଂଶବୃଦ୍ଧି ଇଚ୍ଛାରେ ମହାସମାଧିରେ ମଜ୍ଜି ରହନ୍ତି ।
ସାଧାରଣତନ୍ତ୍ର ରାଷ୍ଟ୍ର ହୋଇ ନିଜ ଇଚ୍ଛାରେ ଅନ୍ୟ ରାଜ୍ୟମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବାଦ୍ୱାରା ରାଷ୍ଟ୍ରର ସାର୍ବଭୌମତ୍ୱରେ ଆଞ୍ଚ ଆସେ ନାହିଁ ।
’ ଜଗଜ୍ଜନନୀଙ୍କ ଇଚ୍ଛାରେ ସେହି ଦିନଠାରୁ ନାନା ଭାବର ନାନା ଧର୍ମର ଆଚାର୍ଯ୍ୟଗଣ ଦକ୍ଷିଣେଶ୍ୱରକୁ ଆଗମନ କରି ଶ୍ରୀରାମକୃଷ୍ଣଙ୍କୁ ବିଭିନ୍ନ ଧର୍ମର ସାଧନାରେ ଦୀକ୍ଷିତ କଲେ ।
ଏହା ଏପରି ଏକ ବିବାହ ଅଟେ ଯେଉଁଠାରେ ପୁଅ ଏବଂ ଝିଅ ନିଜ ଇଚ୍ଛାରେ ନିଜ ମନପସନ୍ଦ ସାଥି ସହିତ ପରିବାରର ସହମତି କିମ୍ବା ବିନା ସହମତିରେ ବିବାହ କରିଥାନ୍ତି ।
| ପଶାଖେଳ |ଶକୁନି ପଶାଖେଳରେ ଖୁବ୍ ପାରଦର୍ଶୀ ଥିଲେ କାରଣ ପଶାଖେଳର ଗୋଟି ତାଙ୍କ ସ୍ୱର୍ଗୀୟ ପିତାଙ୍କ ହାଡରୁ ତିଆରି କରାଯାଇଥିଲା ଯାହାକୁ ସେ ନିଜ ଇଚ୍ଛାରେ ନିୟନ୍ତ୍ରଣ କରିପାରୁଥିଲେ ।
| ବିଧାନ ସଭା ସଭ୍ୟ ବିବରଣୀ | ଆଧାର |୧୯୫୮ ଜନ୍ମ|ଜୀବିତ ବ୍ୟକ୍ତି|ଓଡ଼ିଆ ଲୋକ|ସୁନ୍ଦରଗଡ଼ ଜିଲ୍ଲାର ଲୋକ|୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୨ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୪ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୫ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଅନ୍ୟର ପ୍ରସ୍ତାବ କିମ୍ବା ଇଚ୍ଛାରେ ରାଜି ହେଲେ ସମ୍ମତି ହୋଇଥାଏ ।
|ଜୀବନର ସମାପ୍ତି|ବାଜିରାଓ କିଛି ଜମି ନିଜ ଇଚ୍ଛାରେ ଦାନ କରିଥିଲେ ୨ଟି ମନ୍ଦିରର ନିର୍ମାଣ ପାଇଁ, ସେ ମନ୍ଦିର ୨ଟି ହେଉଚି ନୀଳକଣ୍ଠେଶ୍ୱର ମହାଦେବ (ଶିବ)ଏବଂ ରାମେଶ୍ୱର (ରାମ).|ରଣ କୌଶଳ|ଆଧାର|ବାହାର ତଥ୍ୟ|Shaniwar Wada - the Peshwa palace at Pune|ମହାରାଷ୍ଟ୍ରର ଲୋକ|୧୬୯୯ ଜନ୍ମ|୧୭୪୦ ମୃତ୍ୟୁ ଶ୍ରୀଭାଷ ଚନ୍ଦ୍ର ସୂପକାର (ଜନ୍ମ: ୧୯୬୫), ଉତ୍ତର ପ୍ରଦେଶର ବାରଣାସୀରେ ଜନ୍ମିତ ଜଣେ ଓଡ଼ିଆ ଶାଢ଼ୀ ଡିଜାଇନର ।
wishfully's Usage Examples:
But I"m not finding fault with what is there; just wishfully thinking of what I"d like to see added to an already full disk.
Pete starts wishfully thinking about what might happen after they finish watching Polanski"s.
Buqun wishfully thinks that Yuhang is not willing to accept a new love as she is emotionally.
The authors did not only wishfully "pay sympathy" to those sex workers.
She is fascinated by Link and the outside world, and tells Link wishfully that, if she were a seagull, she would leave and travel across the sea.
Ramiro is not pleased to see again his former friend who by now he wishfully presumed to be dead.
This is done wishfully.
attract a man with her lovely voice, while Lea will only be able to look wishfully at the women she desires.
other than English, but which both parties can still understand, and wishfully a language that as few people as possible can talk.
Research has shown though that many of those who have "hope" are wishfully thinking and passively going through the motions, as if they are in denial.
247) "The Ahom statesmen and chroniclers wishfully looked forward to the Karatoya as their natural western frontier.
The arrangements were wishfully scored to be performed in concerts like the New Year Concert televised.
The Ahom statesmen and chroniclers wishfully looked forward to the Karatoya as their natural western frontier.